Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବନ୍ଦେ ଉତ୍କଳ ଜନନୀ ଗାନ ସଚେତନତା ରାଲି
ବୌଦ୍ଧ: ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଦେବାପାଇଁ ଆଜି ସନ୍ଧ୍ୟା ସାଢେ ୫ଟା ସମୟରେ ଓଡିଶାର ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ । ଏଥିପାଇଁ ପ୍ରଶାସନ ତରଫରୁ ବୌଦ୍ଧ ସହରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା!-->…
Read More...
Read More...
ସୁସ୍ଥ ହୋଇ ଗୃହାବଦ୍ଧକୁ ଗଲେ ୨୧ କରୋନା ଆକ୍ରାନ୍ତ
ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଓ ବୌଦ୍ଧବ୍ଲକର ୨୧ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇ ଆଜି ନିଜନିଜ ଘରକୁ ଫେରିଯାଇଛନ୍ତି । କରୋନା ସଂକ୍ରମିତମାନେ ଚିହ୍ନଟ ହେବାପରେ ସେମାନଙ୍କୁ ବୌଦ୍ଧ ପୁରୁଣା ଜେଲ୍ ଠାରେ ଥିବା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଉଥିଲା । ଆଜି ସେମାନେ!-->…
Read More...
Read More...
ଛିଡା ହୋଇଥିବା ଟ୍ରକ୍କୁ ଧକ୍କାଦେଇ ବାଇକ ଚାଳକ ଗୁରୁତର
ବୌଦ୍ଧ:- ଗତକାଲି ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା ଲୁଣିବାହାଲ ଗ୍ରାମପଞ୍ଚାୟତର ବଡବନ୍ଧ ଗାଁ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସରସରା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଟାତଳ ଗ୍ରାମର ପ୍ରକାଶ କୁମାର ରତ୍ନ (୪୦ବର୍ଷ)!-->…
Read More...
Read More...
ଆମ୍ବଚାଷୀଙ୍କୁ ଶ୍ରମିକ ମଜୁରୀ ଦେଉନାହିଁ ଉଦ୍ୟାନ କୃଷିବିଭାଗ !
ବୌଦ୍ଧ:- ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ନୂତନ ଆମ୍ବବଗିଚା ସୃଷ୍ଟି ପାଇଁ ସରକାର ଉଦ୍ୟାନଚାଷୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି । ବୌଦ୍ଧଜିଲ୍ଲାରେ କିନ୍ତୁ ଏହି ସରକାରୀ ଯୋଜନା କେବଳ ଧର୍ମକୁ ଆଖିଠାର ନ୍ୟାୟରେ ଚାଲିଛି । ଏହି ଯୋଜନାର ଅବଧି!-->…
Read More...
Read More...
ଗଜପତିରେ ଆଉ 10 ଟି କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା
ଗଜପତିରେ ଆଉ 10 ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି । ସେମାନେ ସମସ୍ତେ ମହାରାଷ୍ଟ୍ର ଫେରନ୍ତା ଅଟନ୍ତି । ସେମାନେ ସମସ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ସେଠାରୁ ସେମାନଙ୍କର ସ୍ୱାବ ସଂଗ୍ରହ କରା ଯାଇ ଥିଲା।
ରିପୋର୍ଟ ପଜିଟିଭ ଆସିଥିବାରୁ ସେମାନଙ୍କୁ ଆର!-->!-->!-->!-->!-->…
Read More...
Read More...
ଏମିତି ହୋଇପାରେ ଲକଡାଉନ ୫.୦ : ଆସନ୍ତାକାଲି ମନ କି ବାତ୍ ରେ ଘୋଷଣା କରିପାରନ୍ତି ପିଏମ୍ ମୋଦି
ନୂଆଦିଲ୍ଲୀ : ଦେଶରେ କରୋନା ସଂକଟ ପାଇଁ ଚାଲିଥିବା ଲକଡାଉନ ରବିବାର ତଥା ୩୧ ମଇରେ ଶେଷ ହେବ । ଦେଶବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ସରିବ ଲକଡାଉନ ଅବଧି । ୩୧ ମଇରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ ରେ ସମ୍ବୋଧନ କରିବେ । ଏହି ଅବସରରେ ଲକଡାଉନ ୫.୦!-->…
Read More...
Read More...
ହାତୀ ଆକ୍ରମଣରେ ମହିଳା ମୃତ
ସମ୍ବଲପୁର :ସ୍ଥାନୀୟ ନାକଟିଦେଉଳ ବନାଞ୍ଚଳରେ ହାତୀପଳଙ୍କ ଉପଦ୍ରବ ବଢିଚାଲିଛି ଓ ଗତକାଲି ଜଣଙ୍କ ମୃତ୍ୟୁ ସହିତ ଏହା ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ମୃତ୍ୟୁ ହୋଇଥିବାରୁ ବଣ ପାଖ ଗାଁ ଲୋକଙ୍କ ନିଦ ହଜି ଯାଇଛି । ଗତକାଲି ଘଟଣାରେ ମୃତ ମହିଳା ଜଣଙ୍କ ଚିହ୍ନଟ ପ୍ରମିଳା ଦେହୁରୀ (୫୫) ରୂପେ!-->…
Read More...
Read More...
ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିଲା ଟ୍ରକ
ବୌଦ୍ଧ : ଶୁକ୍ରବାର ବିଳମ୍ବିତ ରାତ୍ରୀ ପ୍ରାୟ ୧୨ଘଣ୍ଟା ସମୟରେ ଜାତୀୟ ରାଜପଥ ନଂ ୫୭ର ସାହାଜପାଲ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରକ ରାସ୍ତା ତଳକୁ ଖସିପଡିଥିବା ଜଣାପଡିଛି । ଟ୍ରକଟି ଅନୁଗୁଳର ତାର ପଞ୍ଜିକରଣ ନମ୍ବର ହେଉଛି ଓଆର୦୬ବି୬୨୯୦ । ପ୍ରାୟ ୬/୭ଜଣ ଶ୍ରମିକଙ୍କୁ ଗାଡିର!-->…
Read More...
Read More...
କରୋନା ଜନିତ ତାଲାବନ୍ଦ ସମୟରେ ଦୁଃସ୍ଥ ପରିବାରଙ୍କୁ ସହାୟତା ଜାରି ରଖିଛି ଜିଲ୍ଲା ପ୍ରଶାସନ
ଆଜିର ଦିନରେ କରୋନା ଏକ ବିଶ୍ୱ ମହାମାରୀ ରୂପ ନେଲାଣି ଏହି ରୋଗରେ ପ୍ରତ୍ୟେକ ଦିନସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେବାର ଦେଖାଦେଇଛି ଏହି ପରିପେକ୍ଷିରେ ଉଭୟ ଭାରତ ସରକାର ଓ ରାଜ୍ୟ ସରକାର ତାଲାବନ୍ଦର ଅବଧି ବୃଦ୍ଧି କରିଛନ୍ତି। କିଛି ଟା ଜରୁରୀକାଳୀନ ସେବା କୁ ବାଦ ଦେଲେ ଅନ୍ୟ!-->…
Read More...
Read More...
ରାଜ୍ୟରେ ପୁଣି ୯୬ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟାରେ ବ୍ରେକ ଲାଗୁନି । ଶନିବାର ପୁଣି ୯୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୬, ଯାଜପୁରରୁ ୬, ବାଲେଶ୍ୱରରୁ ୪, ଖୋର୍ଦ୍ଧାରୁ ୯, ଭଦ୍ରକରୁ ୭, କଟକରୁ ୬, ପୁରୀରୁ ଜଣେ, କେନ୍ଦ୍ରାପଡାରୁ ୧୦, ବଲାଙ୍ଗୀରରୁ!-->…
Read More...
Read More...