Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗାଧୋଇବାକୁ ଯାଇ ମହିଳା ନିଖୋଜ ଘଟଣା: ୪୮ ଘଣ୍ଟା ପରେ ମଧ୍ୟ ମିଳିନାହିଁ ଖୋଜ ଖବର
ବୌଦ୍ଧ:- ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା କୋଡାସିଙ୍ଗା ଗ୍ରାମର ତ୍ରିନାଥ ବେହେରାଙ୍କ ପତ୍ନୀ ମମିତା ବେହେରା ମହାନଦୀକୁ ଗାଧୋଇଯାଇ ନିଖୋଜ ହେବା ଘଟଣାର ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ତାଙ୍କର ସନ୍ଧାନ ଏଯାଏଁ ମିଳିପାରିନାହିଁ । ଦମକଳ ବାହିନୀ ଓ ସ୍ଥାନୀୟ ଯୁବକମାନେ ତଳମୁଣ୍ଡରେ ଖୋଜାଖୋଜି!-->…
Read More...
Read More...
ଚଣ୍ଡିଖୋଲ ଛକ ପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ
ଚଣ୍ଡିଖୋଲ: ତିନୋଟି ଜାତୀୟ ରାଜପଥର ସଂଯୋଗ ସ୍ଥଳ ହେଉଛି ଚଣ୍ଡିଖୋଲ ଛକ । ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟୀକ ଓ ବ୍ୟସ୍ତ ବହୁଳ ଛକ ଭାବେ ଜଣାଶୁଣା । ଛକର ମଧ୍ୟ ଭାଗରେ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତୀ ଶୋଭା ପାଉଛି । ସୂର୍ଣ୍ଣ ହୀରକ ତ୍ରୀଭୁଜ ରତ୍ନଗିରି, ଉଦୟଗିରି ଓ ଲଳିତଗିରି ଯିବାକୁ!-->…
Read More...
Read More...
ରାଜ୍ୟରେ ପୁଣି ୧୭୩ ନୂଆ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଜୁନ ମାସ ଆରମ୍ଭ ହେଉଣୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ରାଜ୍ୟ ସରକାର ଜୁନ ମାସକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଥିବା ବେଳେ ତାହା ମଧ୍ୟ ସତ ହେବାରେ ଲାଗିଛି । ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାକ ୧୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି ।!-->…
Read More...
Read More...
ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ
ଫୁଲବାଣୀ:ସ୍ଥାନୀୟ ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି।ସକାଳୁ ମାତ୍ର ୧୦ଜଣ ସେବକଙ୍କୁ ନେଇ ଧାଡି ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣା ଯାଇଥିଲା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ।ଅଣାଯିବା ପରେ ସମସ୍ତ ନୀତି ନିୟମ ଅନୁସାରେ ବଳଭଦ୍ରଙ୍କୁ!-->…
Read More...
Read More...
ସଟଡାଉନରେ ବି ଏହି ସବୁ ସେବାକୁ ଅନୁମତି
ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରଣାଳୟର ଲକଅନ-୧ରେ ସଂଶୋଧନ ଅଣାଯାଇ ଚଳିତ ଜୁନ ମାସର ସମସ୍ତ ଶନିବାର ଓ ରବିବାର ୧୧ଟି ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଛି । ସଟଡାଉନ ବେଳେ ଏହି ୧୧ଟି ଜିଲ୍ଲାରେ ସଂଶୋଧିତ ଗାଇଡଲାଇନକୁ ଯେପରି କଡାକଡି!-->…
Read More...
Read More...
ହାତୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ଭୁବନେଶ୍ୱର : କୋଭିଡ ୧୯ ଗାଇଡଲାଇନକୁ ଅନସରଣ କରି ଆଜି ଶ୍ରୀକ୍ଷେତ୍ର ପୁରୀରେ ଚତୁର୍ଦ୍ଧାମୂର୍ତ୍ତି ଦେବସ୍ନାନ ନୀତି ଓ ହାତୀ ବେଶ ସଂପନ୍ନ ହୋଇଛି । ଭକ୍ତମାନେ ଟେଲିଭିଜନ ମାଧ୍ୟମରେ ସିଧାପ୍ରସାରଣରୁ ସ୍ନାନଯାତ୍ରାର ଦୃଶ୍ୟ ଦେଖି ଶ୍ରୀଜିଉଙ୍କୁ ଦର୍ଶନ କରିଥିବା ବେଳେ ଶ୍ରୀକ୍ଷେତ୍ରବାସୀ!-->…
Read More...
Read More...
ପାତାଳୀ କ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା
ସୋନପୁର(ହୀ.ପ୍ର) : ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳୀ କ୍ଷେତ୍ରରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଲକ୍ଡ଼ାଉନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭକ୍ତ ମାନଙ୍କ ବିନା ଶ୍ରୀଜିଉଙ୍କ ନୀତି କାନ୍ତି ସମାପନ ହୋଇଛି । ସକାଳ୬ଘଣ୍ଟା ରୁ ମଙ୍ଗଳ ଆଳତି,!-->…
Read More...
Read More...
ଟ୍ରାକ୍ଟର ଚଳାଇ ପରିବାରର ଭରଣପୋଷଣ କରୁଛନ୍ତି ସାହସୀ ମହିଳା
ଋାଉରକେଲା: କୁହାଯାଏ ଦୃଢ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ୱାସ ଥିଲେ ମଣିଷ ଯେ କୌଣସି କାମକୁ ସମ୍ଭବ କରି ଦେଖାଇଥାଏ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଣାଇ ବ୍ଲକର ଜଣେ ମହିଳାଙ୍କ କ୍ଷେତ୍ରରେ । ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ନ ପଡି ଟ୍ରାକ୍ଟର ଚଳାଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଆଉ!-->…
Read More...
Read More...
ବିଶ୍ୱ ପରିବେଶ ଦିବସ ପାଳିତ, ସାମାଜିକ ଦୂରତା ରଖି ଚାରା ରୋପଣ କଲେ
ଫୁଲବାଣୀ:ଫୁଲବାଣୀ ବ୍ଲକ ର କେନ୍ଦୁପଦର ଓ ଦାମିଗାଁ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଓ କପିଳେଶ୍ୱର ଯୁବକ ସଙ୍ଘଦାମିଗାଁ ର ମିଲିତ ଆନୁକୂଲ୍ୟରେବିଶ୍ଵ ପରିବେଶ ଦିବସ ପାଳନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।ଏଥିରେ ସାଗୁଆନ, ପିଆସାଳ ଓ ଚାକୁଣ୍ଡା ଇତ୍ୟାଦି ବୃକ୍ଷ ରୋପଣ!-->…
Read More...
Read More...
ନିଜ ପତ୍ନୀ ଓ ଛୁଆମାନଙ୍କୁ କ୍ୱାରେଣ୍ଟାଇନରେ ପଠାଇଲେ ସ୍ୱାମୀ
ସମ୍ବଲପୁର : କରୋନା ସଂକ୍ରମଣ ବିଷୟରେ ସଚେତନତାର ସ୍ତର ଏତେ ବଢିଛି ଯେ ଏଠାରେ ଜଣେ ସ୍ୱାମୀ ନିଜ ପତ୍ନୀ, ପୁଅ ଓ ଝିଅ ଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ପଠାଇ ସମାଜ ପାଇଁ ଉଦାହରଣ ପ୍ରସ୍ତୁତ କରିଛନ୍ତି । ଏହି ଘଟଣା ଟି ସ୍ଥାନୀୟ କ୍ଷେତରାଜପୁର ପୁଲିସ ଥାନା ଅନ୍ତର୍ଗତ ଚନ୍ଦନନଗର ରେ ଘଟିଛି ।!-->…
Read More...
Read More...