Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁନ୍ଦରଗଡରୁ ଆଜି ପୁଣି ଜଣେ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ସୋମବାର ସକାଳୁ ସୁନ୍ଦରଗଡ ଜିଲ୍ଲାରୁ ଆଉ ଏକ ପଜିଟିଭ ବାହାରିଛି । ଏହାକୁ ମିଶାଇ ସୁନ୍ଦରଗଡରୁ ପଜିଟିଭ ସଂଖ୍ୟା ୧୧ ହୋଇଥିବା ବେଳେ ରାଜ୍ୟରେ ପଜିଟିଭ ସଂଖ୍ୟା ୧୬୩ ପହଞ୍ଚିଛି । ନୂଆ ରୋଗୀଙ୍କ ଗସ୍ତ ଓ ସଂପର୍କ ସୂଚୀ ତଦନ୍ତ ଆରମ୍ଭ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଏଠାରୁ ୫ଜଣ!-->…
Read More...
Read More...
ବିଧାୟକ ଦେବୀଙ୍କ ଉଦ୍ୟମ ଯୋଗୁ ଉଦ୍ଧାର ପାଇଲେ ଅଟକ ପ୍ରବାସୀ
TAMILNADU ର Pettapallai, Chengalpattu dist ଠାରେ, କମ୍ପାନୀ ରେ କାମ କରୁଥିବାବଡ଼ମ୍ବା, ନରସିଂହପୁର ର ଶ୍ରମିକ ମାନେ କମ୍ପାନୀ lock down ଯୋଗୁଁ ଅସୁବିଧା ରେ ଥିବାର ଖବର ପାଇ,କୃଷକ ଏକତା ମଞ୍ଚ ର ଆବାହକ ମାନସ ରଞ୍ଜନ ମୁଦୁଲି,ମାନ୍ୟବର ବିଧାୟକ ଦେବୀ ମିଶ୍ର ଙ୍କ ଦୃଷ୍ଟି ଆକର୍ଷଣ!-->…
Read More...
Read More...
କ୍ୱାରେଣ୍ଟାଇନ ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ଯାତ୍ରା ଶୁଭାରମ୍ଭ ହେବା ପରେ ପ୍ରତିଦିନ ପ୍ରବାସୀ ଓଡିଆମାନେ ଘର ମୁହାଁ ହୋଇଛନ୍ତି । ଏହି ଅବସରରେ କେତେକ ପ୍ରବାସୀ ଓଡିଆ ଜନ୍ମମାଟିରେ ପାଦ ଦେବା ପରେ କ୍ୱାରେଣ୍ଟାଇନ ନିୟମକୁ ପାଳନ କରୁନଥିବା ଅଭିଯୋଗ ଆସିବା ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ନେଇ କ୍ଷୁବ୍ଧ!-->…
Read More...
Read More...
ଅସହାୟଙ୍କ ସାହାରା ତ୍ରିପାଠୀ ପରିବାର : ଅନ୍ୟମାନଙ୍କ ପାଇଁ ମାନବିକତାର ଦୃଷ୍ଟାନ୍ତ ସାଜିଲେ
ବୌଦ୍ଧ : ସମଗ୍ର ବିଶ୍ୱରେ ଭୟଙ୍କର ଆତଙ୍କ ଖେଳାଇଥିବା ପ୍ରାଣନାଶୀ କରୋନା ଭାଇରସ ବିରୋଧରେ ମିଳିତ ସଂଗ୍ରାମ ଜାରି ରହିଥିଲେ ମଧ୍ୟ ଏହାକୁ ପ୍ରତିହତ କରାଯାଇପାରିନାହିଁ । କରୋନା ଭାଇରସ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟ ଦେଶଗୁଡିକ ଭଳି ଭାରତରେ ମଧ୍ୟ ଲକଡାଉନ୍ ଜାରି କରାଯାଇଛି ।!-->…
Read More...
Read More...
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ସୁନିଶ୍ଚିତ କର୍ମନିଯୁକ୍ତି ଅଧିନିୟମରେ ଲକଡାଉନ ସମୟରେ ଅଧିକ ଲୋକଙ୍କୁ ନିଯୁକ୍ତି…
ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ସୁନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ 2020- 2021 ଆର୍ଥିକ ବର୍ଷରେ ଅଧିକା ରୁ ଅଧିକା ଗ୍ରାମୀଣ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ଅନୁମୋଦିତ କାର୍ଯ୍ୟ ଖସଡ଼ା ମୁତାବକ ବହୁତ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଜିଲ୍ଲାରେ!-->…
Read More...
Read More...
ମାସ୍କ ବିକି ସଚେତନତାର ବାର୍ତ୍ତା ଦେଉଛନ୍ତି ମହିଳା
ବୌଦ୍ଧ : ସ୍ଥାନୀୟ ବସଷ୍ଟାଣ୍ଡ ନିକଟ ଶନିମନ୍ଦିର ନିକଟରେ ଓରମାସ୍ ଓ ଜିଲ୍ଲା ପ୍ରଶାସନର ସହାୟତାରେ ମାସ୍କ ବିକ୍ରି କରିବାସହ କରୋନାପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ମହିଳା ସ୍ୱେଚ୍ଛାସେବୀ । ବୌଦ୍ଧବ୍ଲକ ମୁର୍ଷୁଣ୍ଢି ଗ୍ରାମପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ସି.ଆର.ପି!-->…
Read More...
Read More...
ଝାଡଖଣ୍ଡ ଫେରିଲେ ବୌଦ୍ଧରେ ଫସିଥିବା ନବୋଦୟ ଛାତ୍ରଛାତ୍ରୀ
ବୌଦ୍ଧ,୩/୫(ହୀ.ପ୍ର)- ପାଲଝାରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ପାଠ ପଢୁଥିବା ୨୩ଜଣ ଛାତ୍ରଛାତ୍ରୀ ଆଜି ତାଙ୍କ ଘରକୁ ଯିବାପାଇଁ ବୌଦ୍ଧରୁ ବାହାରିଛନ୍ତି । ଲକଡାଉନ ଯୋଗୁଁ ଏମାନେ ନିଜଘରକୁ ଫେରିବା ସମ୍ଭବ ହୋଇନଥିଲା । ସ୍କୁଲ ଛୁଟି ଘୋଷଣା ହୋଇଯିବାରୁ ହଷ୍ଟେଲରେ ପ୍ରାୟ ଦେଢମାସ ଧରି ଫସି!-->…
Read More...
Read More...
କରୋନା ମୁକାବିଲା : ପିଏମ୍ କେୟାର୍ସକୁ ଏକଲକ୍ଷ ଟଙ୍କା ପ୍ରଦାନ କଲେ ଯୁବ ଶିଳ୍ପପତି ସଂଜୀବ ଅଗ୍ରୱାଲ
ବୌଦ୍ଧ : ଦେଶରେ ମହାମାରୀ କରୋନା ତା'ର କାୟ ବିସ୍ତାର କରିଚାଲିଥିବା ବେଳେ ସରକାର ଏହାକୁ ପ୍ରତିହତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଅର୍ଥର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମୁକ୍ତ ହସ୍ତରେ ଦାନ କରିବାକୁ!-->…
Read More...
Read More...
ରୋଡ ଗ୍ରାଫିଟି ଜରିଆରେ ଜନସଚେତନତା
ସମ୍ବଲପୁର:କରୋନା ମହାମାରୀ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ବିଭିନ୍ନ ବିଧି ବ୍ୟବହାର କରାଯାଇଛି । ଏଥିମଧ୍ୟରୁ ଗୋଟିଏ ଅନ୍ୟତମ ଉପାୟ ହେଲା ବ୍ୟସ୍ତ ରାଜମାର୍ଗକୁ ଏକ କ୍ୟାନଭାସ ରୁପେ ବ୍ୟବହାର କରି ତାହା ଉପରେ ରଙ୍ଗୀନ ଚିତ୍ରାଙ୍କନ, ଯାହାକୁ ରୋଡ ଗ୍ରାଫିତି ମଧ୍ୟ!-->…
Read More...
Read More...
ବିଧବାଙ୍କ ଅନାହାର ମୃତ୍ୟୁ ଅଭିଯୋଗ
ସମ୍ବଲପୁର,: ସ୍ଥାନୀୟ ସାକ୍ଷୀପଡା ନିବାସୀ ୪୫ବର୍ଷୀୟ ଜଣେ ବିଧବାଙ୍କ ଭୋକଉପାସରେ ୨୫ଦିନ ସଂଘର୍ଷପରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ ସାକ୍ଷୀପଡା ଅଞ୍ଚଳର ସରଲାକାନି ଠାରେ ଜଣେ ଗରିବ ମହିଳା ଯିଏ କି ଖାଇବାକୁ ନପାଇ ବହୁଦିନରୁ ରୋଗାଗ୍ରସ୍ତ ଥିଲେ ଗତ ଦୁଇଦିନ!-->…
Read More...
Read More...