Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିଲା ଟ୍ରକ
ବୌଦ୍ଧ : ଶୁକ୍ରବାର ବିଳମ୍ବିତ ରାତ୍ରୀ ପ୍ରାୟ ୧୨ଘଣ୍ଟା ସମୟରେ ଜାତୀୟ ରାଜପଥ ନଂ ୫୭ର ସାହାଜପାଲ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରକ ରାସ୍ତା ତଳକୁ ଖସିପଡିଥିବା ଜଣାପଡିଛି । ଟ୍ରକଟି ଅନୁଗୁଳର ତାର ପଞ୍ଜିକରଣ ନମ୍ବର ହେଉଛି ଓଆର୦୬ବି୬୨୯୦ । ପ୍ରାୟ ୬/୭ଜଣ ଶ୍ରମିକଙ୍କୁ ଗାଡିର!-->…
Read More...
Read More...
କରୋନା ଜନିତ ତାଲାବନ୍ଦ ସମୟରେ ଦୁଃସ୍ଥ ପରିବାରଙ୍କୁ ସହାୟତା ଜାରି ରଖିଛି ଜିଲ୍ଲା ପ୍ରଶାସନ
ଆଜିର ଦିନରେ କରୋନା ଏକ ବିଶ୍ୱ ମହାମାରୀ ରୂପ ନେଲାଣି ଏହି ରୋଗରେ ପ୍ରତ୍ୟେକ ଦିନସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେବାର ଦେଖାଦେଇଛି ଏହି ପରିପେକ୍ଷିରେ ଉଭୟ ଭାରତ ସରକାର ଓ ରାଜ୍ୟ ସରକାର ତାଲାବନ୍ଦର ଅବଧି ବୃଦ୍ଧି କରିଛନ୍ତି। କିଛି ଟା ଜରୁରୀକାଳୀନ ସେବା କୁ ବାଦ ଦେଲେ ଅନ୍ୟ!-->…
Read More...
Read More...
ରାଜ୍ୟରେ ପୁଣି ୯୬ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟାରେ ବ୍ରେକ ଲାଗୁନି । ଶନିବାର ପୁଣି ୯୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୬, ଯାଜପୁରରୁ ୬, ବାଲେଶ୍ୱରରୁ ୪, ଖୋର୍ଦ୍ଧାରୁ ୯, ଭଦ୍ରକରୁ ୭, କଟକରୁ ୬, ପୁରୀରୁ ଜଣେ, କେନ୍ଦ୍ରାପଡାରୁ ୧୦, ବଲାଙ୍ଗୀରରୁ!-->…
Read More...
Read More...
କ୍ବାରେଣ୍ଟାଇନ ସେଣ୍ଟରରୁ ଚୋରି
କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ଅନ୍ତର୍ଗତ ଢାମନଢୋନଗା ପଞ୍ଚାୟତ ରେ ପାଣି ମୋଟର ଚୋରି ଘଟଣା ଘଟିଛି। ଘଟଣା ଘଟିଛି କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କ ସୂଚନା ଅନୁସାରେ ଗତ ରାତ୍ରି ପ୍ରାୟ:12 ରୁ 2 ଟା ଭିତରେ ଘଟଣା ଘଟିଛି । ଏପରି ଘଟଣା କୁ ସରପଞ୍ଚ ନିନ୍ଦା କରିଛନ୍ତି ଓ ସ୍ଥାନୀୟ ପୋଲିସ!-->…
Read More...
Read More...
ପ୍ରବାସୀଙ୍କୁ ଜୀବିକା ଯୋଗାଇବା ପାଇଁ ବ୍ୟୟ ହେବ ୧୭ହଜାର କୋଟି
ଭୁବନେଶ୍ୱର : ବିଶ୍ୱବ୍ୟାପୀ କରୋନା ମହାମାରୀ ପାଇଁ ସମଗ୍ର ଦେଶ ଲକଡାଉନ ଭିତରେ ଫଶିଥିବା ବେଳେ ଲୋକେ ଜୀବିକା ହରାଇଛନ୍ତି । ଏଥିରେ ପ୍ରବାସୀ ଶ୍ରମିକମାନେ ବିଶେଷକରି ଅଧିକ ପ୍ରଭାବିତ ହୋଇଛନ୍ତି । ଏଣୁ ଏମାନଙ୍କର ଜୀବନଜୀବିକାକୁ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାର ଆଜି କ୍ୟାବିନେଟରେ!-->…
Read More...
Read More...
ସାମାଜିକ ସଂଗଠନ ସମର୍ପିତ ଓଡିଶା ର କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କରୋନା…
ଆଜି ପଳାଶୁଣି ଦୁର୍ଗା ପୂଜା ମଣ୍ଡପ ଠାରେ ସାମାଜିକ ସଂଗଠନ ସମର୍ପିତ ଓଡିଶା ଓ କମିଶନରେଟ ପୋଲିସ ପକ୍ଷରୁ ପଳାଶୁଣି ଦୁର୍ଗା ପୂଜା ମଣ୍ଡପ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ଉକ୍ତ ଶିବିର ରୁ ରକ୍ତ ସଂଗୃହୀତ!-->…
Read More...
Read More...
ସମ୍ବଲପୁରରେ ଆଜି ଆଉ ଜଣେ କରୋନା ରୋଗୀ ଚିହ୍ନଟ
ସମ୍ବଲପୁର:ଆଜି ଏକ ନୂଆ କରୋନା ପଜିଟିଭ ଚିହ୍ନଟ ହେବା ସହିତ ସମ୍ବଲପୁର ଜିଲ୍ଲାର ସଂଖ୍ୟା ୮ରେ ପହଞ୍ଚିଲା । ଇତିମଧ୍ୟରେ ଜଣେ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ଜିଲ୍ଲାରେ ସକ୍ରିୟ ପଜିଟିଭଙ୍କ ସଂଖ୍ୟା ୭ ରହିଛି । ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ଜଣେ ୨୦!-->…
Read More...
Read More...
ଏଏନଏମଙ୍କ ଅସ୍ୱାଭାବିକ ମୃତ୍ୟୁ
ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ କବରାପାଲି ସବସେଣ୍ଟର ଏଏନଏମ ଜ୍ୟୋସ୍ନା ମହନ୍ତ (୫୫) ଙ୍କ ଗତକାଲି ତାଙ୍କ ବାସଭବନରେ ମୃତ୍ୟୁ ଘଟିଛି । ସକାଳୁ ଘରର ବାହାର ଲାଇଟ ଜଳୁଥିବା ଓ ଘରକବାଟ ଅନେକ ବେଳ ଯାଏଁ ନଖୋଲିବାରୁ ଆଖପାଖ ପଡୋଶୀ ଶଙ୍କିତ ହୋଇ ତାଙ୍କୁ ଡାକିଥିଲେ । ଏହାର କୌଣସି!-->…
Read More...
Read More...
ପଶ୍ଚିମ ଓଡିଶାରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ୱିଶତକ ପାରହେଲା : ପ୍ରଥମ ଶତକ ପାଇଁ ୫୦ଦିନ ହେଲେ ଦ୍ୱିତୀୟ ଶତକ ପାଇଁ…
ସମ୍ବଲପୁର: ସମଗ୍ର ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପଶ୍ଚିମ ଓଡିଶାର ସ୍ଥିତି ଭଲ ଅଛି ହେଲେ ଏଠାରେ କରୋନା ମାତ୍ର ୫୫ ଦିନରେ ଦ୍ୱିଶତକ ପାର୍କରିଛି । ଏହାଠାରୁ ବଡ ଚିନ୍ତାର ବିଷୟ ହେଉଛି ଏଠାରେ ଆରୋଗ୍ୟ ହାର ଯଥେଷ୍ଟ କମ୍ ରହିଛି । ଗତକାଲି ସନ୍ଧ୍ୟା ସୁଦ୍ଧା ସଂପୂର୍ଣ୍ଣ ପଶ୍ଚିମାଞ୍ଚଳରେ!-->…
Read More...
Read More...
ଧାନ ବିହନ ଚଢାଦରରେ ବିକ୍ରି ହେଉଥିବା ବେଳେ ବିଭାଗ କର୍ତ୍ତୃପକ୍ଷ ନିଦାଵିଷ୍ଣୁ ପାଲଟିଛି
ଗଜପତି ଜିଲ୍ଲାରେ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ରିହାତି ଦରରେ ଧାନବିହନ ଡିଲର ସମବାୟ ସମିତି ଜରିଆରେ ବିକ୍ରି କରାଯାଉଛି।ସରକାର ଚାଷୀଙ୍କ ସକାଶେ ବିଭିନ୍ନ କିସମର ବିହନ ଯୋଗାଉ ଥିବା ବେଳେ ଚାଷୀ ସରକାରଙ୍କ ଧାର୍ଯ୍ୟ ଦର ଠାରୁ ବସ୍ତା ପିଛା10 ରୁ 20 ଟଙ୍କା ଅଧିକା ନେଉଥିବା ଅଭିଯୋଗ ହେଉଛି!-->…
Read More...
Read More...