Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ସଂକ୍ରମିତ ସଂଖ୍ୟା ୭୦୦ ପାର୍, ୬୫ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟାରେ ବ୍ରେକ ଲାଗୁନି । ଆଜି ପୁଣି ୬୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୬୫ଜଣଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ସର୍ବାଧିକ ୩୧ଥିବା ବେଳେ ଗଞ୍ଜାମରୁ ୧୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୩,!-->…
Read More...
Read More...
ସୁଙ୍ଗୁଡା ସରପଞ୍ଚ ଅଧ୍ୟାଦେଶ ପ୍ରତ୍ୟାହାର କଲେ
ଚଣ୍ଡିଖୋଲ,: ବଡଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡା ପଞ୍ଚାୟତକୁ ସଟଡାଉନ ଘୋଷଣାକୁ ସରପଞ୍ଚ ଚାଚାଲିନ୍ ସ୍ୱାଇଁ ପ୍ରତ୍ୟାହାର କରିନେଇଛନ୍ତି । ସୁଙ୍ଗୁଡା ସରପଞ୍ଚଙ୍କର ଏହି ଘୋଷଣାକୁ ନେଇ ବଡଚଣା ବିଡିଓ ଗତକାଲି ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା । କୋଭିଡ-୧୯ ଆଇନ ଉଲ୍ଲଂଘନ!-->…
Read More...
Read More...
ଆଜ୍ଞାମାଳ ଆସିଲା, ଚକରେ ଲାଗିଲା ଅଖ
ପୁରୀ : ଆଜି ପବିତ୍ର ଭଉଁରୀ । ଏହି ଦିବସରେ ପ୍ରଥା ଅନୁଯାୟୀ ତିନି ରଥର ଚକ ଡେରା ଅନୁକୂଳ ହୋଇଥାଏ । ତଦନୁସାରେ ଆଜି ତିନି ରଥଙ୍କର ଚକ ଡେରା ସଂପନ୍ନ ହୋଇଛି । ଆଜ୍ଞାମାଳ ଆସିବା ପରେ ଏହି ନୀତି ଆରମ୍ଭ ହୋଇଥିଲା । ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଦୁଇଟି ଲେଖାଏଁ ଏହିପରି ମୋଟ ୬ଟି ଚକ,!-->…
Read More...
Read More...
ଦଇତାପତି ସେବକଙ୍କ ପାଇଁ କରୋନା ସଚେତନତା କାର୍ଯ୍ୟକ୍ରମ
ପୁରୀ : କରୋନା ସଂକ୍ରମଣରୁ ନିଜକୁ କିପରି ରକ୍ଷା କରିବ ସେ ନେଇ । ଦଇତାପତି ସେବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏ ନେଇ!-->…
Read More...
Read More...
ଆଉ ୮ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : କରୋନା ପାଇଁ ଓଡିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ପୁଳାପୁଳା କରୋନା ପଜିଟିଭ ମିଳୁଥିବାରୁ ଏବଂ ଗୋଟିଏ ପରେ ଗୋଟିଏ ଜିଲ୍ଲା କରୋନା କବଳରେ କବଳିତ ହେଉଥିବାରୁ ଏହି ଭୟ ରାଜ୍ୟବାସୀଙ୍କୁ ମନରୁ ଛାଡି ନାହିଁ । ଏଭଳି ସ୍ଥିତିରେ ରାଜ୍ୟରେ କରୋନା ଆକ୍ରାନ୍ତ!-->…
Read More...
Read More...
ଘନାଇଲା ବାତ୍ୟା ଭୟ : ଉତ୍ତର ଉପକୂଳ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବାତ୍ୟା ମାଡ ଆଶଙ୍କା
ଭୁବନେଶ୍ୱର : ସୃଷ୍ଟି ହୋଇଥିବା ଲଘୁଚାପ ଓ ଏହାର ଅବପାତ ରୂପ ଓଡିଶାରେ ବାତ୍ୟା ଭୟକୁ ଅଧିକ ଘନାଇଛି । ଉତ୍ତର ଓଡିଶା ଉପକୂଳ କିମ୍ବା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗରେ ବାତ୍ୟା ମାଡ ହେବା ଆଶଙ୍କା ଅଧିକ ଘନିଭୂତ ହୋଇଛି । ଭାରତୀୟ ପାଣିପାଗ ବିଭାଗ କେଉଁଠି ସ୍ଥଳ ଭାଗ ଛୁଇଁବ ତାହା ସ୍ପଷ୍ଟ!-->…
Read More...
Read More...
ତାମିଲନାଡୁରୁ ଶ୍ରମିକଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ରାୟଗଡା ଜିଲ୍ଲାରୁ ଆଣିଲା
ତାମିଲନାଡୁରେ କାର୍ଯ୍ୟରତ ଥିବା 28 ଜଣ ଶ୍ରମିକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ରାୟଗଡ଼ା ରେଲୱେ ଷ୍ଟେସନରେ ପହଞ୍ଚି ଥିଲେ।ସେମାନଙ୍କୁ ଆଣିବା ପାଇଁ ଗଜପତି ପ୍ରଶାସନ ତରଫରୁ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଦଳ ରାୟଗଡା ଷ୍ଟେସନରେ ମଧ୍ୟ!-->…
Read More...
Read More...
ହୋମ କ୍ୱାରେଣ୍ଟାଇନ ଗଲେ ଆମ୍ବୁଲାନସ ଡ୍ରାଇଭର
ବୌଦ୍ଧ: ବୌଦ୍ଧ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଆମ୍ବୁଲାନ୍ସ ଡ୍ରାଇଭରକୁ ହୋମ କ୍ୱାରେଣ୍ଟାଇନକୁ ପଠାଯାଇଥିବା ଭଳି ଏକ ଘଟଣା ଘଟିଛି ବୌଦ୍ଧଜିଲ୍ଲାରେ । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ସରସରା ଗ୍ରାମକୁ ଗଞ୍ଜାମ ଜିଲ୍ଲାରୁ ୩ଜଣ ଲୋକ ବୁଧବାରଦିନ ଫେରିଥିବା ଖବରପାଇ ଜିଲ୍ଲା ମୁଖ୍ୟ!-->…
Read More...
Read More...
ସଂଗୃହିତ ୧୮୦୮ ସ୍ୱାବ ମଧ୍ୟରୁ ୧୪୮୪ ପରୀକ୍ଷିତ, ସବୁ ନେଗେଟିଭ
ସମ୍ବଲପୁର : ସମଗ୍ର ସମ୍ବଲପୁର ଜିଲ୍ଲାରେ ଗୁରୁବାର ସନ୍ଧ୍ୟା ଯାଏଁ ବିଭିନ୍ନ ସ୍ଥାନରୁ ୧୮୦୮ ସନ୍ଦିଗ୍ଧ ମାମଲାରେ ସ୍ୱାବ ସଂଗ୍ରହକରି ପରୀକ୍ଷା ପାଇଁ ପଠାଯାଇଥିଲା । ତନ୍ମଧ୍ୟରୁ ୧୪୮୪ଟି ପରୀକ୍ଷା ହୋଇଯାଇଛି ଓ ସବୁତକ ନେଗେଟିଭ ବାହାରିଥିବାରୁ ଏପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ସବୁଜ ସୁରକ୍ଷା!-->…
Read More...
Read More...
କରୋନା ଗୁଜବକୁ ନେଇ ମହିଳା ବିରୁଦ୍ଧରେ ମାମଲା ରୁଜୁ
ସମ୍ବଲପୁର : ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ବଲପୁରରେ ଗୋଟିଏହେଲେ କରୋନା ପଜିଟିଭ ମାମଲା ଦେଖାଦେଇ ନାହିଁ ଯଦିଓ ପ୍ରତିଦିନ ଏଠାରେ ଅନେକ ଗୁଡିଏ ଟେଷ୍ଟିଂ କରାଯାଉଛି । ଏହାକୁ ନେଇ ଅନେକ ଲୋକଙ୍କ ମନରେ କୌତୁହଳ ଦେଖାଦେଇଛି । ଏହିପରି ଏକ ଘଟଣାରେ ଏଠାକାର ଏକ ସନ୍ଦିଗ୍ଧ ମାମଲାରେ ପଜିଟିଭ!-->…
Read More...
Read More...