Browsing Category

ରାଜ୍ୟ

ବ୍ରାଉନ ସୁଗର ଓ ଦେଶୀମଦ ଜବତ, ୨ ଗିରଫ

ଆଠଗଡ: ଅବକାରୀ ବିଭାଗ କର୍ମଚାରୀ ନିଜକୁ ଗ୍ରାହକ ସଜାଇ ଜଣେ ବ୍ରାଉନ୍‌ ସୁଗାର ବେପାରୀକୁ କାବୁ କରିବା ସହିତ ତା'ଠାରୁ ୪୬ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିବା ସହିତ ତାକୁ ବାଙ୍କୀ ଥାନା ଅନ୍ତର୍ଗତ ଡମପଡାରୁ ଗିରଫ କରିଛନ୍ତି । ସେହି ପରି ଅନ୍ୟ ଏକ ଘଟଣାରେ ଏହି କର୍ମଚାରୀ ମାନେ ଆଠଗଡ
Read More...

ମହୋଦଧି ଆରତୀର ବାର୍ଷିକ ଉତ୍ସବ

ପୁରୀ : ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀ ପୁରୀ ସ୍ୱର୍ଗଦ୍ୱାର ବେଳାଭୂମିରେ ମହାଆଡମ୍ବର ଏବଂ ଆଧ୍ୟାତ୍ମିକ ପରିବେଶ ଭିତରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଓଡିଶା ର ଅନେକ ବୁଦ୍ଧିଜୀବୀ ଓ ସାଧୁସନ୍ଥମାନେ ଉପସ୍ଥିତ ଥିଲେ । ଉତ୍ସବରେ ଗଜପତି ଦିବ୍ୟ ସିଂହ ଦେବ, କେନ୍ଦ୍ରମନ୍ତ୍ରୀ
Read More...

ଦନ୍ତା ହାତୀର ସନ୍ଦେହ ଜନକ ମୃତ୍ୟୁ

ଦଶପଲ୍ଲା ରେଞ୍ଜ ବାଇଶିପଲ୍ଲୀ extension PRF ରେ ଜଙ୍ଗଲରେ ଏକ ବିଶାଳକାୟ ଦନ୍ତା ହାତୀର ସନ୍ଦେହଜନକ ମୃତ୍ୟୁ ହୋଇଛି।ଘଟଣାସ୍ଥଳରେ ନୟାଗଡ D.F.O , D.C.F, ଯଏଣ୍ଟ ଟାକ୍ସ ଫୋର୍ସ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।ତେବେ ଏହି ଘଟଣା ରେ ୪ ଜଣକୁ ଗିରଫ କରାଯାଇଥିବାବେଳେ। ତାଙ୍କ ପାଖରୁ
Read More...

ଆଜି ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀର ୧୮ତମ ବାର୍ଷିକ ଉତ୍ସବ

ପୁରୀ : ଆଜି ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀର ୧୮ତମ ବାର୍ଷିକ ଉତ୍ସବ ପୁରୀ ସ୍ୱର୍ଗଦ୍ୱାର ବେଳାଭୂମିଠାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ । ପୌଷପୂର୍ଣ୍ଣିମା ଅବସରରେ ମହୋଦଧି ଆଳତୀର ୧୮ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବାକୁ ଥିବାବେଳେ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ
Read More...

ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କର ଦେବାଭିଷେକ ନୀତି

ପୁରୀ:ଆଜି ପବିତ୍ର ପୌଷପୁର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦେବାଭିଷେକ ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ମହାପ୍ରଭୁ ରାଜାଧିରାଜ ବା ସୁନାବେଶରେ ବିଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ପୂର୍ବଦିନରୁ ଅର୍ଥାତ ଗତକାଲି,ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ
Read More...

ସମଲେଇ ପ୍ରକଳ୍ପର ଲୋକାର୍ପଣ: ୨୭ରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପ ଉଦଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ।  ମା’ଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ। ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୨୭ ତାରିଖକୁ
Read More...

ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଏକ ଉଚ୍ଚ଼ସ୍ତରୀୟ କମିଟି ମହାମହିମ ରାଜ୍ୟପାଳଙ୍କ ସହିତ ଆଲୋଚନା

ବୌଦ୍ଧ,୨୪/୧:- ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସଙ୍କ ସହିତ ସର୍କିଟ ହାଉସ ଠାରେ ଜିଲ୍ଲାର ବିଭିନ୍ନ ମୌଳିକ ଅସୁବିଧା ବିଷୟରେ ଆଲୋଚନା କରିବା ସହିତ ବିଭିନ୍ନ ଦୁର୍ନୀତି ଭ୍ରଷ୍ଟାଚାର
Read More...

ମହାମହିମ ରାଜ୍ୟପାଳଙ୍କୁ ବୌଦ୍ଧ ବାର୍ତ୍ତାବହ ସ୍ମରଣିକା ପ୍ରଦାନ

ବୌଦ୍ଧ,୨୪/୧ - ଆଜି ମହାମହିମ ରାଜ୍ୟପାଳ ରଘୁବର ଦାସ ପ୍ରଥମଥର ପାଇଁ ବୌଦ୍ଧଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ସାଧାରଣ ସଭାରେ କୃଷକମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଅବସରରେ ବୌଦ୍ଧଜିଲ୍ଲା ଜର୍ଣ୍ଣାଲିଷ୍ଟ
Read More...

ଧଉଳି ଗଣନାଟ୍ୟ’ ଟ୍ରକ୍‌ ଦୁର୍ଘଟଣା : ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: 'ଧଉଳି ଗଣନାଟ୍ୟ' ଯାତ୍ରା ପାର୍ଟି ଟ୍ରକ ଓଲଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ଏହା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ
Read More...

ରାମଲାଲାଙ୍କୁ ଦର୍ଶନ କଲେ ହନୁମାନ!

୨୨ ଜାନୁଆରୀ ଇତିହାସର ପୃଷ୍ଠାରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଯାଇଛି । ଏହି ଦିନ ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି, ଯାହାର ସାକ୍ଷୀ ପୁରା ବିଶ୍ୱ । ଦେଶବାସୀଙ୍କ ପାଇଁ ଏହି ମୁହୂର୍ତ୍ତ ଅତ୍ୟନ୍ତ ଐତିହାସିକ ଥିଲା, ଯାହା ବର୍ଷ ବର୍ଷ ଧରି ନିଶ୍ଚୟ ସ୍ମରଣୀୟ ହୋଇ
Read More...