Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋଭିଡ-୧୯ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଯୋଡା ସହର କୋଣଅନୁକୋଣରେ ଗୁଞ୍ଜରିତ ହେଲା ‘ବନ୍ଦେ ଉତ୍କଳ ଜନନୀ.’
ସାରା ଓଡ଼ିଶା ଓ ପୂରା ଓଡ଼ିଆ ଜାତି ଗାଇଲା ‘ବନ୍ଦେ ଉତ୍କଳ ଜନନୀ’। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନକୁ ଗ୍ରହଣ କରି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସହରରୁ ଗାଁ, କାର୍ଯ୍ୟାଳୟ ସବୁଠି ଗାନ କରାଯାଇଛି ‘ବନ୍ଦେ ଉତ୍କଳ ଜନନୀ।’ ଶନିବାର ସନ୍ଧ୍ୟା ୫.୩୦ ମିନିଟ୍ରେ ଓଡ଼ିଶାର!-->…
Read More...
Read More...
କରୋନା ଯୋଦ୍ଧାଙ୍କୁ ସମ୍ମାନ : କିଟ୍ କିସ୍ ଓ କିମ୍ସ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ
ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶନିବାର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ କିମ୍ସ ପରିସରରେ କିଟ୍, କିମ୍ସ ଓ କିସ୍ର ପଦାଧିକାରୀ ଓ କର୍ମଚାରୀମାନେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏହି ଅବସରରେ କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ!-->…
Read More...
Read More...
ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ
ଭୁବନେଶ୍ୱର :ଆଜି 5ଟା 30ମିନିଟ ସମୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ଗାନ କରାଯାଇଛି। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ସାଢ଼େ 4କୋଟି ଓଡିଶାବାସୀ ରାଜ୍ୟ, ଦେଶ ଏବଂ!-->…
Read More...
Read More...
କରୋନା ଯୋଦ୍ଧାଙ୍କୁ ସମ୍ମାନ
ଟିଟିଲାଗଡ :ସ୍ଥାନୀୟ ରେଳ ଷ୍ଟେସନ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା I ପ୍ରଶାସନ ତରଫରୁ ଆୟୋଜିତ କର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମହିଳା ଶସକ୍ତିକରଣ ଓ ମିଶନ୍ ଶକ୍ତି ମନ୍ତ୍ରୀ ତଥା!-->…
Read More...
Read More...
ବୌଦ୍ଧରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ
ବୌଦ୍ଧ: ବୌଦ୍ଧଜିଲ୍ଲା ସଦର ମହକୁମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ସନ୍ଧ୍ୟା ୫ଘ. ୩୦ ମିନିଟ ସମୟରେ କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସଂକଳ୍ପକୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।
ବୌଦ୍ଧଜିଲ୍ଲା ଷ୍ଟାଡିୟମ ନିକଟରେ ଅନୁଷ୍ଠିତ!-->!-->!-->!-->!-->…
Read More...
Read More...
ବୌଦ୍ଧ ଜିଲ୍ଲାର ସବୁ କରୋନା ସଂକ୍ରମିତ ସୁସ୍ଥ ହେଲେ
ବୌଦ୍ଧ : ବୌଦ୍ଧ ଜିଲ୍ଲାର ୩୩ ଜଣ କରୋନା ସଂକ୍ରମିତ ପର୍ଯ୍ୟାୟକ୍ରମେ ସୁସ୍ଥ ହୋଇ ଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । କିଛି ଦିନ ତଳେ ପ୍ରଥମ ପର୍ଯ୍ୟାୟରେ ୩ଜଣ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଜଣେ ଲେଖାଏଁ ଓ ଆଜି ବାକି ସମସ୍ତ ୨୮ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଯିବା ବୌଦ୍ଧ ପାଇଁ!-->…
Read More...
Read More...
କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବାଲିଗୁଡ଼ାରେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ
ବାଲିଗୁଡ଼ା: ମୁଖ୍ୟ ମନ୍ତ୍ରୀଙ୍କ ଅନୁରୋଧକ୍ରମେ କୋରୋନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପାଞ୍ଚ ମିନିଟ୍ ପାଇଁ ସ୍ତବ୍ଧ ହୋଇଯାଇଥିଲା ଆଜି ସାରା ଓଡ଼ିଶା । ଗାଁ ଠୁ ସହର ସବୁଠି ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳଜନନୀ ସ୍ବରରେ କମ୍ପିଥିଲା । କରୋନା ଉତ୍ସାହିତ କରିବା ସହ ମନୋବଳ!-->…
Read More...
Read More...
ବନ୍ଦେ ଉତ୍କଳ ଜନନୀ ଗାନ ସଚେତନତା ରାଲି
ବୌଦ୍ଧ: ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଦେବାପାଇଁ ଆଜି ସନ୍ଧ୍ୟା ସାଢେ ୫ଟା ସମୟରେ ଓଡିଶାର ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ । ଏଥିପାଇଁ ପ୍ରଶାସନ ତରଫରୁ ବୌଦ୍ଧ ସହରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା!-->…
Read More...
Read More...
ସୁସ୍ଥ ହୋଇ ଗୃହାବଦ୍ଧକୁ ଗଲେ ୨୧ କରୋନା ଆକ୍ରାନ୍ତ
ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଓ ବୌଦ୍ଧବ୍ଲକର ୨୧ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇ ଆଜି ନିଜନିଜ ଘରକୁ ଫେରିଯାଇଛନ୍ତି । କରୋନା ସଂକ୍ରମିତମାନେ ଚିହ୍ନଟ ହେବାପରେ ସେମାନଙ୍କୁ ବୌଦ୍ଧ ପୁରୁଣା ଜେଲ୍ ଠାରେ ଥିବା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଉଥିଲା । ଆଜି ସେମାନେ!-->…
Read More...
Read More...
ଛିଡା ହୋଇଥିବା ଟ୍ରକ୍କୁ ଧକ୍କାଦେଇ ବାଇକ ଚାଳକ ଗୁରୁତର
ବୌଦ୍ଧ:- ଗତକାଲି ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା ଲୁଣିବାହାଲ ଗ୍ରାମପଞ୍ଚାୟତର ବଡବନ୍ଧ ଗାଁ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସରସରା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଟାତଳ ଗ୍ରାମର ପ୍ରକାଶ କୁମାର ରତ୍ନ (୪୦ବର୍ଷ)!-->…
Read More...
Read More...