Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଖଡଗେଙ୍କ ଓଡିଶା ଆଗମନକୁ ନେଇ ବିଧାୟକ ମୋକିମଙ୍କ ପ୍ରସ୍ତୁତି ବୈଠକ
କଟକ : ଆସନ୍ତା ୨୯ ଜାନୁୟାରୀ ଦିନ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲିକାର୍ଜୁନ ଖଡଗେଙ୍କ ଓଡିଶା ଆଗମନ ପାଇଁ ଆଜି ସେଲଟର ଛକ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ବିଧାୟକ ମହମ୍ମଦ ମୋକିମଙ୍କ ଆହ୍ଵାନ କ୍ରମେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ ନିର୍ବାଚନ ମଣ୍ଡଳୀରୁ କିପରି!-->…
Read More...
Read More...
ରାଜ୍ୟପାଳଙ୍କ ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତ, ଶିଶୁମାନଙ୍କ ସହ ଭାବବିନିମୟ କଲେ
ପାଟଣାଗଡ : ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଦିନିକିଆ ବଲାଙ୍ଗୀର ଗ୍ରସ୍ତରେ ଆସି ପହଞ୍ଚିଛନ୍ତି । ପୂର୍ବାହ୍ନରେ ନୂଆପଡା ଜିଲାରୁ ଆସି ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଝିଲିଆଲିଟି ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚି ଶିଶୁମାନଙ୍କ ସହ ସମୟ ବିତେଇଥିଲେ ରାଜ୍ୟପାଳ ମହୋଦୟ । ଶିଶୁ ମାନେ!-->…
Read More...
Read More...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ, ଆସନ୍ତାକାଲିଠାରୁ ଶ୍ରୀଜୀଉଙ୍କୁ ଦର୍ଶନ ଓ…
ପୁରୀ : ଜାନୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହି ମହତ୍ୱକାଂକ୍ଷୀ ପ୍ରକଳ୍ପକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଦେଖି ଖୁସି ବ୍ୟକ୍ତ କରୁଛନ୍ତି । ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଶ୍ରୀଜଗନ୍ନାଥ ଚେତନା ଓ!-->…
Read More...
Read More...
ପୂର୍ବତନ ବ୍ଲକ ଚେୟାରମ୍ୟାନଙ୍କ ପରଲୋକ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପୂର୍ବତନ ବ୍ଳକ ଚେୟାରମ୍ୟାନ ସନତ ବିଶିଙ୍କ ଆଜି ନିଜ ବାସଭବନରେ ୮୧ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥାଇ ଶଯ୍ୟାଶାୟୀ ଥିବା ବେଳେ ରବିବାର ଦିନ ଅପରାହ୍ନ ସମୟରେ ପରଲୋକ ହୋଇଛନ୍ତି । ୧୯୬୬!-->…
Read More...
Read More...
ପୁରୀରେ ସମସ୍ତଙ୍କ ପାଇଁ ଶିକ୍ଷା ବାର୍ତ୍ତା ନେଇ ମିନି ମାରାଥନ ଆୟୋଜିତ
ପୁରୀ : ପୁରୀରେ କିଟ୍,କିସ୍ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ବାର୍ତ୍ତା ନେଇ ମିନି ମାରାଥନ ଆୟୋଜିତ ହୋଇଛି । ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ଏହି କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ଏହାକୁ ସବୁଜ ପତାକା!-->…
Read More...
Read More...
ଦଶପଲ୍ଲାରେ କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ ଆୟୋଜିତ
ଦଶପଲ୍ଲା : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଓଡ଼ିଶାର ସମସ୍ତ ଜିଲ୍ଲାର ୫୫ଟି ସ୍ଥାନରେ ଆଜି କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ ଆୟୋଜିତ ହୋଇଯାଇଛି । ଅନୁରୂପ ଭାବରେ ଆଜି ଦଶପଲ୍ଲାରେ ମଧ୍ୟ ଏହି ମିନି ମାରାଥନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି!-->…
Read More...
Read More...
ବ୍ରାଉନ ସୁଗର ଓ ଦେଶୀମଦ ଜବତ, ୨ ଗିରଫ
ଆଠଗଡ: ଅବକାରୀ ବିଭାଗ କର୍ମଚାରୀ ନିଜକୁ ଗ୍ରାହକ ସଜାଇ ଜଣେ ବ୍ରାଉନ୍ ସୁଗାର ବେପାରୀକୁ କାବୁ କରିବା ସହିତ ତା'ଠାରୁ ୪୬ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିବା ସହିତ ତାକୁ ବାଙ୍କୀ ଥାନା ଅନ୍ତର୍ଗତ ଡମପଡାରୁ ଗିରଫ କରିଛନ୍ତି । ସେହି ପରି ଅନ୍ୟ ଏକ ଘଟଣାରେ ଏହି କର୍ମଚାରୀ ମାନେ ଆଠଗଡ!-->…
Read More...
Read More...
ମହୋଦଧି ଆରତୀର ବାର୍ଷିକ ଉତ୍ସବ
ପୁରୀ : ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀ ପୁରୀ ସ୍ୱର୍ଗଦ୍ୱାର ବେଳାଭୂମିରେ ମହାଆଡମ୍ବର ଏବଂ ଆଧ୍ୟାତ୍ମିକ ପରିବେଶ ଭିତରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଓଡିଶା ର ଅନେକ ବୁଦ୍ଧିଜୀବୀ ଓ ସାଧୁସନ୍ଥମାନେ ଉପସ୍ଥିତ ଥିଲେ । ଉତ୍ସବରେ ଗଜପତି ଦିବ୍ୟ ସିଂହ ଦେବ, କେନ୍ଦ୍ରମନ୍ତ୍ରୀ!-->…
Read More...
Read More...
ଦନ୍ତା ହାତୀର ସନ୍ଦେହ ଜନକ ମୃତ୍ୟୁ
ଦଶପଲ୍ଲା ରେଞ୍ଜ ବାଇଶିପଲ୍ଲୀ extension PRF ରେ ଜଙ୍ଗଲରେ ଏକ ବିଶାଳକାୟ ଦନ୍ତା ହାତୀର ସନ୍ଦେହଜନକ ମୃତ୍ୟୁ ହୋଇଛି।ଘଟଣାସ୍ଥଳରେ ନୟାଗଡ D.F.O , D.C.F, ଯଏଣ୍ଟ ଟାକ୍ସ ଫୋର୍ସ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।ତେବେ ଏହି ଘଟଣା ରେ ୪ ଜଣକୁ ଗିରଫ କରାଯାଇଥିବାବେଳେ। ତାଙ୍କ ପାଖରୁ!-->…
Read More...
Read More...
ଆଜି ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀର ୧୮ତମ ବାର୍ଷିକ ଉତ୍ସବ
ପୁରୀ : ଆଜି ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀର ୧୮ତମ ବାର୍ଷିକ ଉତ୍ସବ ପୁରୀ ସ୍ୱର୍ଗଦ୍ୱାର ବେଳାଭୂମିଠାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ । ପୌଷପୂର୍ଣ୍ଣିମା ଅବସରରେ ମହୋଦଧି ଆଳତୀର ୧୮ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବାକୁ ଥିବାବେଳେ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ!-->…
Read More...
Read More...