ଖଡଗେଙ୍କ ଓଡିଶା ଆଗମନକୁ ନେଇ  ବିଧାୟକ ମୋକିମଙ୍କ ପ୍ରସ୍ତୁତି ବୈଠକ

0 61

କଟକ : ଆସନ୍ତା ୨୯ ଜାନୁୟାରୀ ଦିନ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲିକାର୍ଜୁନ ଖଡଗେଙ୍କ ଓଡିଶା ଆଗମନ ପାଇଁ ଆଜି ସେଲଟର ଛକ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ବିଧାୟକ ମହମ୍ମଦ ମୋକିମଙ୍କ ଆହ୍ଵାନ କ୍ରମେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ ନିର୍ବାଚନ ମଣ୍ଡଳୀରୁ କିପରି ଅଧିକରୁ ଅଧିକ କର୍ମୀ ଯିବେ ସେଥିପାଇଁ ପ୍ରସ୍ତୁତ ହେବାକୁ ବିଧାୟକ ମୋକିମ କହିଥିଲେ । କଟକ ନିର୍ବାଚନ ମଣ୍ଡଳୀରୁ ୫ ହଜାରରୁ ଊଦ୍ଧ୍ୱର୍ କର୍ମୀ ଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ବୈଠକରେ  ପୂର୍ବତନ ନଗର କଂଗ୍ରେସ କମିଟି ସଭାପତି ଗିରିବାଳା ବେହେରା, କର୍ପୋରେଟର ସନ୍ତୋଷ କୁମାର ଭୋଳ, ଶୁବାଶିଷ ପଟ୍ଟନାୟକ, ଲିଜାରାଣୀ ରାଉତ, ଭାନୁ ସେନାପତି, ସ୍ଵର୍ଣ୍ଣପ୍ରଭା ପସାୟତ, କେ କାମେଶ୍ଵର ରାଓ, ଜନାର୍ଦ୍ଦନ ପରିଡା, ବରିଷ୍ଠ କଂଗ୍ରେସ ନେତା ମଜୀଦ ଖାନ, ସେକ ଲିଆକତ ଉଦ୍ଦୀନ ଅହମ୍ମଦ, ନିକୁଞ୍ଜ ପସାୟତ, ବିଶ୍ଵଜିତ ଦାସ, କେଦାର ପୃଷ୍ଟି, ଚାରୁଲତା ସାହୁ, ଶରତ ଚନ୍ଦ୍ର ଶେଠୀ, ମହମ୍ମଦ ଅଲିମ, ଅନିଲ ବେଉରା, ଆର୍ଯ୍ୟବୀର ଲେଙ୍କା,ବିକି ଚକ୍ରବ୍ରର୍ତ୍ତୀ, ସ୍ମୃତି ରଞ୍ଜନ ରାଉତ,ସନ୍ତୋଷ ପାତ୍ର, ଅଜୟ ରାଉତ, ରଶ୍ମୀ ରଞ୍ଜନ ମିଶ୍ର, ସୁରଜିତ ସାହୁ,ଅଜୟ ଗୋଛାୟତ, ପ୍ରତାପ ପରିଡା, ଶୟଦ ରମଯାନୀ ଅଲ୍ଲୀ, ମୀର ମୁଜାଫର ଅଲ୍ଲୀ, ସତ୍ୟଶ୍ରୀ ବେହେରା,ସେକ ଗୁଲାମମୋଇଉଦ୍ଦୀନ, ହରେକୃଷ୍ଣ ବେହେରା, ରଶ୍ମୀକାନ୍ତ ସାମଲ, ପ୍ରଦୋଷ  ଦାସ, ସେକ ମେହେତାବ, ଦିଲ୍ଲୀପ ମହାନ୍ତି, ସେକ କରିମ, ସେକ ଆଫତାବ, ସ୍ମିତା ସେନ, ସିଲା ସାହା, ଅଙ୍ଗୁରୀ ବେଗମ, ଅନିତା ନାୟକ, ପୂର୍ଣ୍ଣିମା ସାହୁ, ରାଜଶ୍ରୀ ପାତ୍ର, ମନୋରମା ପଣ୍ଡା, ମମତା ବେହେରା, ଭାଗବତ ସ୍ଵାଇଁ, ସେକ ଅଜିଜ, ରୂପକ ପାତ୍ର, ଉସ୍ମାନ ଖାନ, ଦୀପକ ସାହୁ, ରଘୁନାଥ ବେହେରା,,ନିକୁଞ୍ଜ ପସାୟତ, ସୁନିଲ ପଣ୍ଡା, ଅଜିତ ବେହେରା, ଅନିଲ ନାୟକ,ସୁଧୀର ଦାସ, ବିଜୟ ନାୟକ,ଲୀନା ମହାପାତ୍ର,ଜୟଶ୍ରୀ ସାମଲ, ଇର୍ସାଦ ଖାନ,ଶୟଦ ରମଯାନ ଅଲ୍ଲୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

one × two =