Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲା ଆଇନ ସହାୟତା ପ୍ରାଧିକରଣ ଦ୍ବାରା କରୋନା ସଚେତନତା ଗାଡି ଓ ହେଲପଲାଇନ ନମ୍ବର ଜାରି
ବଲାଙ୍ଗୀର ଜିଲ୍ଲା ଆଇନ ସହାୟତା ପ୍ରାଧିକରଣ ତରଫରୁ ଆଜି ସଚେତନତା ଗାଡିକୁ ଜିଲ୍ଲା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଶ୍ୟାମସୁନ୍ଦର ଦାଶ ଶୁଭାରମ୍ଭ କରିଛନ୍ତି I ଗାଡି କରୋନା ସଂପର୍କରେ ସଚେତନ ବାର୍ତ୍ତା ସହ ମାକ୍ସ, ପ୍ରଚାର ପତ୍ର ବଂଟନ କରିବ I ସେହିପରି ହେଲପ ଲାଇନ୍ ନମ୍ବର 98619!-->…
Read More...
Read More...
ଲକ୍ଡାଉନରେ ଗରିବଙ୍କୁ ରନ୍ଧାଖାଦ୍ୟ ଯୋଗାଇଲେ ଡିଆରଡିଓ କର୍ମଚାରୀ
ଭୁବନେଶ୍ୱର : ବିଶ୍ୱରେ କରୋନା ମହାମାରୀ ସାଧାରଣ ଗରିବଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏହି ସମୟ ପଥଚାରୀ ଗରିବମାନେ ତାଲାବନ୍ଦୀ ଯୋଗୁଁ ଅକଥନୀୟ ଦୁଃଖ ଭୋଗୁଛନ୍ତି । ଏହାକୁ ହୃଦୟଙ୍ଗମ କରି ଡିଆରଡିଓ ସେନା କର୍ମଚାରୀମାନେ ନିଜ ଉଦ୍ୟମରେ ଅର୍ଥ ସଂଗ୍ରହ କରି ପ୍ରତିଦିନ ରନ୍ଧା ଖାଦ୍ୟ ଯୋଗାଇ!-->…
Read More...
Read More...
ଶ୍ରୀଶ୍ରୀ ନିଗମାନନ୍ଦ ବିଭାଗୀୟ ଆଶ୍ରମକୁ ଅଣଦେଖା କରୁଛି ପ୍ରତ୍ନତତ୍ତ୍ୱ ବିଭାଗ
ଭୁବନେଶ୍ୱର : ଫନିକୁ ବର୍ଷଟିଏ ପୂରଣ ହେଲାଣି । ଫନିର ଉଜୁଡ଼ା କ୍ଷୟକ୍ଷତିକୁ ରାଜ୍ୟ ସରକାର ଭରଣା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ପୀଠର ବିକାଶ ପାଇଁ ସରକାର ସାହାଯ୍ୟର ହାତ ବଢ଼ାଇଲେ । ହେଲେ ଏହା ପାଖକୁ ଲାଗି ରହିଥିବା ମାଉସୀମା' ମନ୍ଦିର!-->…
Read More...
Read More...
ନଗର ଭିତରେ ପଶିଲା ମହାରାଷ୍ଟ୍ର ଟ୍ରକ : ଲୋକଙ୍କ ମନରେ ଛନକା
ସମ୍ବଲପୁର: ଗତକାଲି ସନ୍ଧ୍ୟାରେ ଏକ ଟ୍ରକ ଦୁର୍ଘଟଣା ଘଟାଇବା ପରେ ହଠାତ୍ ଆସି ସ୍ଥାନୀୟ ଡିଆଇଜି ଅଫିସର ସାମନା ଠିଆ ହୋଇଥିଲା । ଏହାର ନମ୍ବରପ୍ଲେଟ, ଏମ୍ଏଚ୍ ୧୫ ଜିଭି ୫୨୫୫, ଯାହାକି ବର୍ତ୍ତମାନ କରୋନା ହଟସ୍ପଟ ରୂପେ ଚର୍ଚ୍ଚିତ ମହାରାଷ୍ଟ୍ରର ହୋଇଥିବାରୁ ସ୍ଥାନୀୟ ଜନସାଧାରଣ ଆତଙ୍କିତ ହୋଇ!-->…
Read More...
Read More...
ଗ୍ୟାସ୍ ଟାଙ୍କି ଲିକ୍ ହୋଇ ୨ ମୃତ
ରାଉରକେଲା : ସେକ୍ଟର-୭ ଥାନା ଅନ୍ତର୍ଗତ କବିସମ୍ରାଟ୍ ପାଲିରେ ଏକ ଅଘଟଣ ଘଟିଯାଇଛି । ଗ୍ୟାସ୍ ଟାଙ୍କି ଲିକ୍ ହୋଇ ଗୋଟିଏ ପରିବାରର ୨ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ସୋମବାର ଦିନ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହେବା ଫଳରେ ଏଥିରେ ନିଆଁ ଲାଗି ବାପା, ମା ଓ ପୁଅ ଗୁରୁତର ହୋଇଥିଲେ ।!-->…
Read More...
Read More...
ପ୍ରସୂତୀ ମହିଳାଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ : ହାତ ଭିତରେ ରହିଗଲା ସାଲାଇନ୍ ଛୁଞ୍ଚି
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଅଭିଯୋଗ । ପ୍ରସୂତୀ ମହିଳାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପ୍ରସୂତୀ ମହିଳାଙ୍କ ସ୍ବାମୀ । ସୂଚନା ପ୍ରକାରେ ଗତ ୫ତାରିଖ ଦିନ ଦାରିଙ୍ଗିବାଡ଼ି ନିଳକନ୍ଦର ସାହିର ସରୋଜ କୁମାର!-->…
Read More...
Read More...
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଛି । ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଏହି ଆକ୍ରାନ୍ତ ଜଣକ ମୟୁରଭଞ୍ଜ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ପ୍ରକାଶ କରାଯାଇଛି ।ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଛି । ସୂଚନାଯୋଗ୍ୟ!-->…
Read More...
Read More...
ସଫେଇ କର୍ମଚାରୀ ମାନଙ୍କୁ ସାମାଜିକ ସଂଗଠନ ସମର୍ପିତ ଓଡିଶା ର ସମ୍ବର୍ଦ୍ଧନା
ଏବେ ସମଗ୍ର ବିଶ୍ୱ କରୋନା ମହାମାରୀ ଦ୍ୱାରା କବଳିତ ଏବଂ ଆତଙ୍କିତ, ଏହି ସମୟରେ ନିଜର ପରିବାର ତଥା ନିଜର ସୁରକ୍ଷା କଥା ଭୁଲି ରାଜଧାନୀ କୁ ସଫା ସୁତୁରା ରଖିବାରେ ସଫେଇ କର୍ମଚାରୀ ,କରୋନା ଯୋଦ୍ଧାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଆଜି ସାମାଜିକ ସଂଗଠନ ସମର୍ପିତ ଓଡ଼ିଶା ତରଫରୁ!-->…
Read More...
Read More...
ଦଶପଲ୍ଲାରୁ ବଲାଙ୍ଗୀର ଚାଲିଚାଲି ଯାଉଛନ୍ତି ଶ୍ରମିକ ପରିବାର
ବୌଦ୍ଧ:ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳକୁ କାମଧନ୍ଦା କରିବାକୁ ଯାଇ ଲକଡାଉନରେ ଫସିଥିବା ବଲାଙ୍ଗୀର ଅଞ୍ଚଳର ଦାଦନ ଶ୍ରମିକ ପରିବାର ଚାଲିଚାଲି ଘର ଅଭିମୁଖେ ଯାଉଛନ୍ତି । ଆଜି ସକାଳ ପ୍ରାୟ ୧୦ଘଣ୍ଟା ସମୟରେ ଚାଲିଚାଲି ଯାଉଥିବା ଦୃଶ୍ୟ ବାଉଁଶୁଣୀ କଲେଜପାଖ ପୋଲ ନିକଟରେ ଦେଖିବାକୁ ମିଳିଥିଲା ।!-->…
Read More...
Read More...
ଅବସରପ୍ରାପ୍ତ ଆଇଏଏସ୍ ଡ.ତ୍ରିବିକ୍ରମ ପ୍ରଧାନଙ୍କୁ ନୂଆ ନିଯୁକ୍ତି ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର : ଅବସରପ୍ରାପ୍ତ ଆଇଏଏସ୍ ଡ. ତ୍ରିବିକ୍ରମ ପ୍ରଧାନଙ୍କୁ ରାଜ୍ୟ ସରକାର ବର୍ଷକ ପାଇଁ ନୂଆ ନିଯୁକ୍ତି ଦେଇଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ଜଳ ସଂପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିବେ । ଚଳିତ ମାସ ପହିଲାରୁ ତାଙ୍କ!-->…
Read More...
Read More...