Browsing Category

ରାଜ୍ୟ

କରୋନା ନାମରେ ଅନ୍ୟରୋଗୀ ଅବହେଳିତ ଅଭିଯୋଗ

ବୌଦ୍ଧ: ମାର୍ଚ୍ଚ ୨୪ ତାରିଖରୁ କରୋନା ପାଇଁ ଲକଡାଉନ ହୋଇଥିବାରୁ ସାଧାରଣତଃ ବିଭିନ୍ନ ରୋଗରେ ପୀଡିତ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । କରୋନା ସଂକ୍ରମଣ ଭୟରେ ଲୋକେ ଡାକ୍ତରଖାନା ନଆସିବାକୁ ପ୍ରଶାସନର ନିଷ୍ପତ୍ତି ଅନେକ ରୋଗୀ ହଇରାଣ ହେଉଛନ୍ତି । ସରକାର ଯଦିଓ
Read More...

କଣ୍ଟେନମେଣ୍ଟ ଜୋନ ଅଂଚଳର ଚାଷୀ ଚିନ୍ତିତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଆଜି ଯାଏ ମିଳିଥିବା ଜିଲ୍ଲାର ସମସ୍ତ 1541ରିପୋର୍ଟ ନିଗେଟିଭ I ଏପରିକି ଲିଖିରିଆ ଠାରେ ଗତ 1ମେରେ ଦୁଇ ଜଣ ଯୁବକଙ୍କ ରିପୋର୍ଟ ପୋଜିଟିଭ ଜଣାଯିବା ପରେ ଗୁଡଭେଲା, ଦେଓଗା ଓ ତୁଷାରା ର କଣ୍ଟେନମେଣ୍ଟ ଜୋନ ଅଂଚଳର 700ରୁ ହସ୍ତଗତ
Read More...

ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆୱାର୍ଡ ପକ୍ଷରୁ ରାସନ ଓ ମାକ୍ସ ବଣ୍ଟନ

ଖଜୁରିପଡା:ସମଗ୍ର ଦେଶ ଓ ରାଜ୍ୟରେ କରୋନା ମହାମାରୀ ଭୁତାଣୁ ସଂକ୍ରମଣ ପ୍ରଭାବ ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ନିର୍ଦେଶ ନାମ ଜାରିକରି ସମସ୍ତଙ୍କୁ ନିଜ ଘର ଭିତରେ ରହି ବାହାର କୁ କେହି ନ ବାହାରି ବାକୁ କଟକଣା କଲାପରେ ଲୋକଙ୍କ ଜୀବନଜୀବିକାରେ ବ୍ୟାଘାତସୃଷ୍ଟି ଦେଖାରୁ ସରକାର ଆଗୁଆ
Read More...

ବୌଦ୍ଧରେ ଆଉ ଏକ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫ ହେଲା

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ କରୋନା ରୋଗୀ ଚିହ୍ନଟ ହୋଇଚାଲିଛନ୍ତି । ଗତ ଦୁଇଦିନ ମଧ୍ୟରେ ୪ଜଣଙ୍କ ନିକଟରୁ କରୋନା ପଜିଟିଭ ବାହାରିଥିବା ବେଳେ ଆଜି ଆଉ ଜଣଙ୍କ ଦେହରୁ ଭୂତାଣୁ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି । ବୌଦ୍ଧ ପଞ୍ଚାୟତ
Read More...

ସଡକ ଦୁର୍ଘଟଣାରେ ଜଣେ ଗୁରୁତର

ବୌଦ୍ଧ : ଆଜି ରାତି ୮ ଘଣ୍ଟା ସମୟରେ ଜାତୀୟ ରାଜପଥ ୫୭ର ବୃନ୍ଦାବନ (ଲୁହୁରାଗାଡଆ) ଗ୍ରାମ ନିକଟରେ ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମାନସିକ ଭିନ୍ନକ୍ଷମ ଥିବା ଜଣେ ବୃଦ୍ଧା ରାଧାନଗର ଅଂଚଳରେ ଭିକ୍ଷାବୃତ୍ତି କରି ରହୁଥିଲେ । ଆଜି ରାତି
Read More...

ପୁରୀ ଜିଲାରୁ ନିଖୋଜ ଶିଶୁ ଦେବଗଡ଼ରେ ଉଦ୍ଧାର

ଦେବଗଡ଼: ପୁରୀ ଜିଲାରୁ ଗତ ୪ ମାସ ହେବ ନିଖୋଜ ହୋଇଥିବା ଏକ ଶିଶୁ ଦେବଗଡ଼ ଜିଲାର ଶିଶୁ ସୁରକ୍ଷା ବିଭାଗଦ୍ୱାରା ଉଦ୍ଧାର ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ଗତ ଫେବୃଆରୀ ମାସରେ କକା ଘରେ ରହୁଥିବା ଚିଂଟୁ ନନ୍ଦ(୧୫) କାହାକୁ କିଛି ନ କହି ପୁରୀ ରେଲ ଷ୍ଠେସନରେ ଚେନ୍ନାଇ ଅଭିମୁଖେ ଯାଇଥିବା
Read More...

କୁକୁର ଆକ୍ରମଣରୁ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହରିଣ ମୃତ

ଦେବଗଡ଼ : ତିଳେଇବଣି ବ୍ଲକ ଅନ୍ତର୍ଗତ ବରଘାଟ ଗ୍ରମାରେ ଗତକାଲି ବି,ମ୍ବିତ ରାତିରେ କୁକୁରପଲ ଆକ୍ରମଣରେ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ବରଘାଟ ଗ୍ରାମକୁ ତିଳେଇବଣି ସଂରକ୍ଷିତ ଜଂଙ୍ଗଲରୁ ଏକ ହରିଣ ବାଟବଣାହୋଇ ଚାଲିଆସିଥିଲା । ଫଳରେ ଗ୍ରାମରେ ଥିବା କୁକୁର ପଲ
Read More...

ବୌଦ୍ଧରେ ଆଉ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ : ଗତକାଲି ତିନିଜଣଙ୍କ ପାଖରେ କରୋନା ପଜିଟି ବାହାରିଥିବା ବେଳେ ଆଜି ଆଉ ଜଣଙ୍କ ଦେହରେ କରୋନା ଭୂତାଣୁ ବାହାରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ନୂତନ କରୋନା ରୋଗୀ ଜଣକ ସୁରଟ ଫେରନ୍ତା ଓ ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେରହିଥିଲେ ।
Read More...

୮ ଜୁଆଡ଼ି ଗିରଫ

କନ୍ଧମାଳ ଫିରିଙ୍ଗିଆ ଥାନା ଦ୍ୱାରା ଗତକାଲି ରାତିରେ ଏକ ଘରେ ଜୁଆ ଖେଳ ଚାଲିଥିବା ବେଳେ ଫିରିଙ୍ଗିଆ ପୋଲିସ ଚଢ଼ାଉ କରିଥିଲେ I ୮ ଜଣକୁ ଗିରଫ କରିବା ସହ ୫ଟି ମୋବାଇଲ, ୨ଟି ମୋଟର ସାଇକଲ, ନଗଦ 26038 ଟଙ୍କା ଜବତ କରିଥିଲେ I ଗିରଫ ହୋଇଥିବା ୮ ଜଣ ହେଲେ ଶ୍ରାବଣ କୁମାର ନାୟକ (30),
Read More...

ପୁଣି ୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର :   ରାଜ୍ୟରେ ପୁଣି ଆଉ ୩ଜଣ କୋଭିଡ୍ -୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ମାମଲା ୩୯୪କୁ ବୃଦ୍ଧି ପାଇଛି । ନୂଆକରି ଚିହ୍ନଟ ହୋଇଥିବା ସଂକ୍ରମିତମାନେ କଟକ, ଯାଜପୁର ଓ ମୟୂରଭଞ୍ଜର ବୋଲି ଜଣାପଡିଛି ।
Read More...