Browsing Category

ରାଜ୍ୟ

ମହେନ୍ଦ୍ର ଗିରି ବନାଚଞ୍ଚଳ ତରଫରୁ ବାରର୍ଘଲା ଗ୍ରାମରେ କରୋନାକୁ ନେଇ ସଚେତନତା

ଗଜପତି ଜିଲ୍ଲା ମହେନ୍ଦ୍ର ଗିରି ବନାଞ୍ଚଳ ପକ୍ଷରୁ ବାର ବାରର୍ଘଲା ଗ୍ରାମ ଠାରେ ବାରର୍ଘଲା ବନ ସୁରକ୍ଷା ସମିତି ପକ୍ଷରୁ କରୋନା ଭୁତଣୁକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଜିଲ୍ଲା ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଏହି ସଚେତନତା
Read More...

ପ୍ରାଣ ବିକଳରେ ଅସୁରକ୍ଷିତ ମୁମ୍ବାଇ ଯାତ୍ରା

ସମ୍ବଲପୁର : ଲକଡାଉନ ପରେ ଜୀବିକାର ସମସ୍ତ ପନ୍ଥା ବନ୍ଦ ହୋଇ ଯିବାରୁ ବାହାର ରାଜ୍ୟ ରୁ ଏଠାକୁ ଆସିଥିବା ଶ୍ରମିକଙ୍କ ପାଇଁ ଘରକୁ ଫେରିବା ଜୀବନମରଣ ର ସମସ୍ୟା ହୋଇଯାଇଛି । ସେମାନେ ଅବଶ୍ୟ କେହି ଭୋକରେ ରହୁ ନ ଥିଲେ, କିନ୍ତୁ ଅନ୍ୟର ଦୟାରେ ରହିବା ସେମାନଙ୍କ ସ୍ବାଭିମାନ କୁ ଆଘାତ କରୁଛି ଓ
Read More...

ଚିନ୍ତା ବଢାଇଲେ ସୁରତ ଫେରନ୍ତା : ରାଜ୍ୟରେ ଆଉ ୨୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଗତ କିଛି ଦିନ ହେଲାଣି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବ୍ରେକ୍ ଲାଗୁନି । ଆଜି ପୁଣି ରାଜ୍ୟରେ ୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୧୯ ଜଣ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡାରୁ ୫ ଓ ଭଦ୍ରକରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ
Read More...

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ବୌଦ୍ଧ : ମନମୁଣ୍ଡା-କଣ୍ଟାମାଳ ରାସ୍ତାର ମନମୁଣ୍ଡା ମଦଭାଟି ନିକଟରେ ଆଜି ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣ ଆହତ ହେବା ସହିତ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା
Read More...

କଖାରୁ ବୋଝେଇ ଟ୍ରକ୍ ଓଲଟିଲା

ବୌଦ୍ଧ : ଆଜି ସଂଧ୍ୟା ଘ.୬.୩୦ମି. ସମୟରେ ଜାତୀୟ ରାଜପଥ ନଂ୫୭ର ବଦଲା ନିକଟରେ ଏକ କଖାରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ଜୟପୁରରୁ କଖାରୁ ବୋଝେଇ କରି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବୌଦ୍ଧ-ନୟାଗଡ ଜିଲ୍ଲା ସୀମାନ୍ତ
Read More...

ରାଜ୍ୟରେ ଆଉ ୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ତିନି ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଣେ ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୯କୁ ବୃଦ୍ଧି ପାଇଛି । ସେହିପରି ଜଗତସିଂହପୁରରେ
Read More...

କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ଵାରା ଦଶ ଜଣ ପ୍ରବାସୀ ଓଡ଼ିଆ କନ୍ଧମାଳ ଆସିଲେ

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ପ୍ରବାସୀ ଓଡ଼ିଆ ଆନ୍ଧ୍ରପ୍ରଦେଶ ରୁ ଚାଲି ଚାଲି ବ୍ରହ୍ମପୁର ଆସିବା ପରେ ଏକ ଟ୍ରକ ରେ ଲିଫ୍ଟ ମାଗି ସେମାନେ କଳିଙ୍ଗା ରେ ଓଲ୍ହେଇବାର ଥିଲା କିନ୍ତୁ ଡ୍ରାଇଭର ଜଣକ ଭୂଲ ରେ ଦଶପଲ୍ଲା ନେଇଯାଇ ଓଲ୍ହେଇ ଦେଇଥିଲେ । ଏମାନେ ଦଶ ଜଣ ସବୁ କନ୍ଧମାଳ ଜିଲ୍ଲାର ବୋଲି ଜଣା
Read More...

ରେଡ୍ ଜୋନରେ ସାମିଲ ହେଲା ଗଞ୍ଜାମ

ଭୁବନେଶ୍ୱର : ଆଜି ଗୋଟିଏ ଦିନରେ ଗଞ୍ଜାମରେ ୧୭ଜଣ ଚିହ୍ନଟ ପରେ ରାଜ୍ୟ ସରକାର ଗଞ୍ଜାମକୁ ରେଡ୍ ଜୋନରେ ସାମିଲ କରିଛନ୍ତି । ଏଥି ସହିତ ମୟୁରଭଞ୍ଜ, ଜଗତିସଂପୁର ଜିଲ୍ଲାକୁ ଅରେଞ୍ଜ ଜୋନ ଭାବରେ ମଧ୍ୟ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ବିଏମ୍‌ସି ଅର୍ଥାତ
Read More...

କ୍ୱାରେଣ୍ଟାଇନ ଅବଧି ବଢ଼ାଇପାରନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ପ୍ରବାସୀ ଓଡିଆମାନଙ୍କ ଆଗମନ ରାଜ୍ୟରେ ଧୀରେ ଧୀରେ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ କ୍ଷେତ୍ରରେ ପଜିଟିଭ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଥିବା ବେଳେ ୧୪ ଦିନର କ୍ୱାରେଣ୍ଟାଇନ ଯଥେଷ୍ଟ ନୁହେଁ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ
Read More...

ହାଇକୋର୍ଟ ନିର୍ଦ୍ଦେଶ : ପ୍ରଥମ ସ୍ୱାସ୍ଥ୍ୟ ପରୀକ୍ଷା ତା’ପରେ କ୍ୱାରେଣ୍ଟାଇନ

ଭୁବନେଶ୍ୱର : ରାଜ୍ୟକୁ ଫେରୁଥିବା ପ୍ରବାସୀମାନଙ୍କ ଉପରେ ଗୁରୁବାର ଓଡିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏକ ଜନସ୍ୱାର୍ଥ ମାମଲାର ବିଚାର କରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଓଡିଶା ଫେରିବା ପୂର୍ବରୁ ପ୍ରବାସୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପ୍ରଥମ ଜରୁରୀ
Read More...