Browsing Category

ରାଜ୍ୟ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା : ରିସ୍କ ନେବାକୁ କେହି ରାଜି ନୁହଁନ୍ତି

ଭୁବନେଶ୍ୱର : ଅକ୍ଷୟ ତୃତୀୟଠାରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ । ତେବେ ଆଜି ମଧ୍ୟ ନୃସିଂହ ଚତୁର୍ଦ୍ଦଶୀରେ ରଥ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଇତି ମଧ୍ୟରେ ଦୁଇଥର ପରିଚାଳନା କମିଟି ବସିଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଶ୍ରୀମନ୍ଦିର ପ୍ରଶାସନ,
Read More...

ଜୁଲାଇ ୨୪ରୁ ଯୁକ୍ତତିନି ଫାଇନାଲ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ୱର : ବିଶ୍ୱ କରୋନା ମହାମାରୀ ପାଇଁ ହଲଚଲ ହୋଇଯାଇଥିବା ଶିକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପଦକ୍ଷେପ ନେଇଛି । ଏହି କ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ସମସ୍ତ ଦ୍ୱନ୍ଦ୍ୱ ଦୂର କରି ଛାତ୍ରଛାତ୍ରୀମାନଙ୍କୁ ନୂଆ ବାର୍ତ୍ତା ଦେଇଛନ୍ତି
Read More...

ଡ୍ରାଇଭର ସାଜିଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ

ବୌଦ୍ଧ : ତେଲେଙ୍ଗାନା ରାଜ୍ୟ ସିକନ୍ଦରାବାଦରୁ ବୌଦ୍ଧକୁ ଫେରୁଥିବା ୧୨ଜଣ ଶ୍ରମିକଙ୍କୁ ବରଗଡ ଜିଲ୍ଲା ସୋହେଲା ଲୁହୁରାଚଟି ଆନ୍ତଃରାଜ୍ୟ ସୀମାରୁ ଉଦ୍ଧାର କରି ମନ୍ତ୍ରୀ ସୁଶାନ୍ତି ସିଂ ନିଜେ ଗାଡି ଚଳାଇ ବୌଦ୍ଧରେ ଛାଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ସାଜିଛି । ମିଳିଥିବା ସୂଚନା ଅନୁଯାୟୀ
Read More...

ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କଲେ ସିଆରପିଏଫ୍ ଯବାନ

ରାଉରକେଲା : ଡ୍ୟୁଟିରେ ଥିବା ବେଳେ ଜଣେ ସିଆରପିଏଫ୍ ଯବାନ୍ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଗତକାଲି ରାଉରକେଲାରେ ଏହି ଘଟଣା ଘଟିଛି । ଘଟଣା ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାକୁ ନେଇ କୌଣସି ସିଆରପିଏଫ୍ ଅଧିକାରୀ ମୁହଁ ଖୋଲୁନାହାନ୍ତି । ସିଆରପିଏଫ୍ ଯବାନଙ୍କ
Read More...

ଆଇନ ସେବା ପ୍ରାଧିକରଣ ତରଫରୁ ନିଃସହାୟ ଓ ଗରିବ ମାନଙ୍କୁ ମାଗଣା ମାସ୍କ ଓ ଖାଦ୍ୟ ବଣ୍ଟନ

ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଦ୍ଵାରା ପ୍ରଦତ୍ତ ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଜପତି ଙ୍କ ଦ୍ଵାରା ଏକ ବିପର୍ଯ୍ୟୟ ପରିଚାଳନା ଦଳ ଗଠନ କରାଯାଇ କୋଭିଡ଼-19 ବା କୋରନା ଭାଇରସ ଭୟାବହତାରୁ ମୁକୁଳିବା
Read More...

ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୭୯ରେ ପହଞ୍ଚିଲା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୧୭୯ରେ ପହଞ୍ଚିଛି । ଏହି ନୂଆ କରୋନା ଆକ୍ରାନ୍ତ ଜଣକ ଯଜାପୁରର ବୋଲି ଜଣାପଡ଼ିଛି । ଯାଜପୁରରେ ବର୍ତ୍ତମାନ ସୁଦ୍ଧା ୫୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣେ
Read More...

ଶାଲବଣିଆ ହତ୍ୟାକାଣ୍ଡ ମାମଲାରେ ୪ଜଣ ଗିରଫ

ସମ୍ବଲପୁର : ସ୍ଥାନୀୟ ନାକଟିଦେଉଲ ବ୍ଳକ ଅନ୍ତର୍ଗତ ସାଲେଭଟା ପଞ୍ଚାୟତର ଶାଲବଣିଆ ଗାଁ ଦାଣ୍ଡରେ ଘଟିତ ଏକ ହତ୍ୟାକାଣ୍ଡ ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଏହି ଚାରିଜଣ ଅଭିଯୁକ୍ତଙ୍କୁ ସେହି ଗାଁରଗିରିଧାରୀ ମାଝି (୪୫), ଅଶୋକ ମାଝି (୧୯), ସଞ୍ଜୟ ମାଝି (୪୦) ଓ ଅଶ୍ବିନୀ ମାଝି (୨୪)
Read More...

ଅନ୍‌ଲାଇନ ପାଠପଢ଼ାର ଏସ୍‌ଓପି ଉନ୍ମୋଚିତ

ଢେଙ୍କାନାଳ : କରୋନା ପ୍ରଭାବରେ ଦେଶରେ ଲକଡାଉନ ବଢ଼ିବାରେ ଲାଗିଛି । ଫଳରେ ଅନ୍ୟକ୍ଷେତ୍ର ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାହତ ହୋଇଛି । ଏହି ପ୍ରତିକୂଳ ପରିସ୍ଥିତିରେ ଜ୍ଞାନର ଆଦାନପ୍ରଦାନକୁ ଚାଲୁ ରଖିବା ପାଇଁ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟଗୁଡି଼କ ଅନଲାଇନ ଶିକ୍ଷାଦାନ ପଦ୍ଧତିକୁ
Read More...

ପିତାଙ୍କ ଶୁଦ୍ଧିକ୍ରିୟା କରିବାକୁ କାର୍ ଯୋଗେ ଦିଲ୍ଲୀରୁ ବାଉଁଶୁଣୀ ଯାତ୍ରା

ବୈାଦ୍ଧ:ସୋମବାର ସନ୍ଧ୍ୟାରେ ପ୍ରବାସୀ ଓଡିଆଙ୍କୁ ଛାଡି ଗୁଜୁରାଟକୁ ଫେରୁଥିବା ଏକ ଯାତ୍ରୀବାହୀ ବସ୍ ଧକ୍କାରେ ବାଉଁଶୁଣୀ ଡୁମୁରିପାଲିର କ୍ଷେତ୍ର ଦେହୁରୀଙ୍କ ମୃତ୍ୟୁ ଘଟିଥିଲା । ଏକ ଜାତୀୟକରଣ ବ୍ୟାଙ୍କ ଅଧିକାରୀ ଭାବେ ଅବସର ନେଇ କ୍ଷେତ୍ର ଦେହୁରୀ ସପତ୍ନୀକ ଡୁମୁରିପାଲିରେ ରହୁଥିବାବେଳେ
Read More...

ଛତ୍ରଙ୍ଗ ହାଟରେ ଲୋକଙ୍କୁ ସଚେତନ କଲା ପ୍ରଶାସନ

ବୈାଦ୍ଧ : ଜିଲ୍ଲାରେ ବସୁଥିବା ସମସ୍ତ ସାପ୍ତାହିକ ହାଟ ମାନଙ୍କରେ ଲୋକେ ସାମାଜିକ ଦୂରତାକୁ ମାନୁନଥିବା ଓ ମାସ୍କ ବ୍ୟବହାର କରୁନଥିବା ସବୁବେଳେ ଅଭିଯୋଗ ହୋଇଆସୁଛି । ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏ ସଂପର୍କୀତ ଖବରମାନ ପ୍ରକାଶିତ ହୋଇ ଆସୁଛନ୍ତି ।ଆଜି ବୁଧବାର ଦିନ ହରଭଙ୍ଗା ବ୍ଲକ
Read More...