Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚାଷୀ ମୁଣ୍ଡରେ ଚଡକ : ଉଚିତ୍ ମୂଲ୍ୟ ପାଉନି, କେମିତି ସୁଝିବ ଋଣ
ଫୁଲବାଣୀ:ରାଜ୍ୟରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବଢୁଥିବା ବେଳେ ରାଜ୍ୟ ସରକାର ଏହି ସଂକ୍ରମଣରୁ ବଂଚିବ କେମିତି ବଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ।ଲକଡାଉନ ଭଳି ସମସ୍ୟା ପଦକ୍ଷେପ ନେଉଛନ୍ତି କିନ୍ତୁ ଏହି ବନ୍ଦ ଫଳରେ ଚାଷୀ ନିଜ ଚାଷରୁ ହୋଉଥିବା ଅମଳ କିଭଳି ବଜାରକୁ ଆସିବ!-->…
Read More...
Read More...
ଅନ୍ୟମାନଙ୍କ ପାଇଁ ସୃଷ୍ଟିକଲେ ଉଦାହରଣ : କରୋନା ପାଇଁ ନିଜସାହି ସାନିଟାଇଜ କଲେ ଏମସିସିର ସଦସ୍ୟ
ଢେଙ୍କାନାଳ: ମହାମାରୀ କରୋନା ଜୀବାଣୁ କେତେବେଳେ କେଉଁଆଡେ ଯାଉଛି ତାହା ଜାଣିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି । କେନ୍ଦ୍ରସରକାର ଓ ରାଜ୍ୟ ସରକାର କରୋନା ମହାମାରୀରୁ ରକ୍ଷାପାଇବା ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଢେଙ୍କାନାଳ ମଧ୍ୟ ଏହି ଲକ୍ଡାଉନରେ ରହିଛି । ଏହି ସହରକୁ ମହାମାରୀ କରୋନାରୁ!-->…
Read More...
Read More...
ଯାଜପୁରରେ ପୁଣି ୧୪ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ଓଡିଶାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢିଚାଲିଛି । ଯାଜପୁର ଜିଲ୍ଲା ବର୍ତ୍ତମାନ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଏହି ଜିଲ୍ଲାରୁ ଆଜି ଆଉ ୧୭ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସକାଳେ ୩ଜଣ ଚିହ୍ନଟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପୁଣି!-->…
Read More...
Read More...
ପୂର୍ବତନ ବିଧାୟକଙ୍କ ବୋଲେରୋ ଗାଡିକୁ ଗୁଳିମାଡ
ଫୁଲବାଣୀ: ଫୁଲବାଣୀ ଟାଉନ ଥାନା ଅର୍ନ୍ତଗତ ଏଫସିଆଇ ନିକଟସ୍ଥ ଚିତ୍ରକୁଟ ସାହିରେ ଗତ ବିଳମ୍ବିତ ରାତ୍ରରେ ଫୁଲବାଣୀର ପୁର୍ବତନ ବିଧାୟକ ଦେବେନ୍ଦ୍ର କହଁର ନିଜ ବାସଭବନ ସମ୍ମୁଖରେ ବୋଲେରୋ ଗାଡିକୁ ଗୁଳିମାଡ ହୋଇଥିବା ଜାଣି ଫୁଲବାଣୀ ଟାଉନଥାନାରେ ଅଭିଯୋଗ କରିଛନ୍ତି ।ପୁର୍ବ ଶତୃତା କିମ୍ବା!-->…
Read More...
Read More...
ପୁଲିସ ଏସଆଇ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ କରୋନା ଯୋଦ୍ଧା ଭାବେ ଅଭିନନ୍ଦନ ଜଣାଇଲେ ବିଜେପି
କ.ନୂଆଗାଁ : ପୁଲିସ ଏସଆଇ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ କରୋନା ଯୋଦ୍ଧା ଭାବେ ଅଭିନନ୍ଦନ ଜଣାଇଲେ ବିଜେପି କ.ନୂଆଗାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶ କରୋନା ବିରୁଦ୍ଧରେ ଲଢେଇ ପାଇଁ ଏକଜୁଟ ହୋଇଛନ୍ତି । ଏହି ସଂକଟପୂର୍ଣ୍ଣ ପରିସ୍ଥିତିରେ କରୋନା ବିରୁଦ୍ଧରେ!-->…
Read More...
Read More...
ତମିଆଁ-ମୁନ୍ଦଲସର ବ୍ରିଜ ଭୁଶିଡିବା ଘଟଣା : ତଦନ୍ତ କଲେ ଦୁଇ ଅଧିକାରୀ
ପାଟଣାଗଡ: ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ-ମୁନ୍ଦଲସର ସୁକତେଲ ବ୍ରିଜ ବୁଧବାର ମରାମତି ବେଳେ ଭାଙ୍ଗି ପଡିଥିଲା । ବ୍ରିଜ ତଳେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତର ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତିରେ ହୋଇଛନ୍ତି । ଏହି ବ୍ରିଜ୍ ଭୁଶୁଡି ପଡିବାରୁ ଆଜି!-->…
Read More...
Read More...
ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ କରୋନା ଭାଇରସ ନିମନ୍ତେ ସଚେତନତା ବାର୍ତ୍ତା
https://www.youtube.com/watch?v=THV9zEYDwPc
Read More...
Read More...
ଲକଡାଉନ ଉଠିବା ପୂର୍ବରୁ ପ୍ରବାସୀ ଓଡିଆଙ୍କ ଓଡିଶା ଆଗମନ : ରାଜ୍ୟବାସୀଙ୍କ ମନରେ ସଂକ୍ରମଣର ଭୟ !
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡିଓ ବାର୍ତ୍ତା ଜାରି କରି ପ୍ରବାସୀ ଓଡିଆମାନଙ୍କର ଆଗମନ ପରେ ରାଜ୍ୟରେ ସଂକ୍ରମଣର ବୃଦ୍ଧି ନେଇ ସୂଚନା ଦେଇଥିଲେ । ତେବେ ସେଥିପାଇଁ ଆମେ ଡରିବା ନାହିଁ, ସତର୍କ ହେବା ବୋଲି ମଧ୍ୟ ପରାମର୍ଶ ଦେଇଥିଲେ । ଏହାକୁ ଦୃଷ୍ଟିରେ ରଖି ଲକଡାଉନ!-->…
Read More...
Read More...
ୟୁଜିସି ଗାଇଡଲାଇନର ତର୍ଜମା ହେବ
ଭୁବନେଶ୍ୱର : କରୋନା ମହାମାରୀ ପାଇଁ ବିଶ୍ୱବିଦ୍ୟାଳୟସ୍ତରଠାରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟସ୍ତର ପର୍ଯ୍ୟନ୍ତ ପରୀକ୍ଷା ବନ୍ଦ ରହିଛି । କେତେକ ବିଦ୍ୟାଳୟର ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଫଳ ପ୍ରକାଶ କରାଯାଇନାହିଁ । ଏଭଳି ସ୍ଥିତିରେ ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ପରୀକ୍ଷା ଓ ପ୍ରବେଶିକା!-->…
Read More...
Read More...
କୋଭିଡ-୧୯ ମୁକାବିଲା ପାଇଁ ନିଜ ସଞ୍ଚିତ ଅର୍ଥକୁ ଦାନ କଲେ ଦୁଇଭଉଣୀ
ପାରାଦ୍ୱୀପ : ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାରତରେ ମଧ୍ୟ ତା'ର କାୟାବିସ୍ତାର କରିଚାଲିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦେଶକୁ ଲକଡାଉନ କରିଛନ୍ତି । ସେହିପରି ଆମ ରାଜ୍ୟରେ ମଧ୍ୟ ଆଜି ସୁଦ୍ଧା ୧୨୮ତମ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ!-->…
Read More...
Read More...