Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଉରକେଲାରେ ପହଞ୍ଚିବ ଏକାନ୍ତବାସ ଟ୍ରେନ: କରୋନା ଆକ୍ରାନ୍ତଙ୍କ ପାଇଁ ୫୮ ସ୍ଲିପର କୋଚ୍କୁ ଆଇସୋଲେସନ ୱାର୍ଡ଼
ରାଉରକେଲା : କରୋନା ମୁକାବିଲା ପାଇଁ ଲଢ଼ୁଛି ସମଗ୍ର ବିଶ୍ୱ । ସହରଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ପ୍ରସ୍ତୁତି ହୋଇସାରିଛି ସ୍ୱତନ୍ତ୍ର ସଙ୍ଗରୋଧ କକ୍ଷ । ଆସନ୍ତା ମଇ ୩ ଲକଡାଉନ୍ ଖୋଲିବା ପରେ ରାଜ୍ୟ ବାହାରେ ରହୁଥିବା ହଜାର ହଜାର ଶ୍ରମିକ ଫେରୁଥିବା ନେଇ ଉଭୟ ସରକାର ଓ ଜିଲ୍ଲା!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା : କରୋନା ନିୟନ୍ତ୍ରଣରେ ସାରା ଦେଶରେ ଓଡିଶା ଇତିହାସ ସୃଷ୍ଟି କରିପାରିବ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଦେଇ କରୋନା ଜନିତ ସଂକ୍ରମିତକୁ ଆମେ କିପରି ପ୍ରତିହତ କରିପାରିବା ତାହା ଉପରେ ସତର୍କ ବାଣୀ ଶୁଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କଠାରୁ ବହୁତ ଭଲ ଅଛି । ଆମେ!-->…
Read More...
Read More...
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କେବଳ ନାଁକୁ ମାତ୍ର, ବଣ୍ଡଗୁଡ଼ା ପଞ୍ଚାୟତରେ ରାସନକାର୍ଡ଼ ହିତାଧିକାରୀଙ୍କୁ ମିଳୁନି…
କ.ନୂଆଗାଁ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ମୁଣ୍ଡପିଛା ୧୫ କେଜି ଚାଉଳ ଓ ପରିବାର ପିଛା ୩ କେଜି ଡାଲି ମାଗଣାରେ ବଣ୍ଟନ କରିବା ନିମନ୍ତେ ସରକାରଙ୍କ ତରଫରୁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତରେ ରାସନକାର୍ଡ଼!-->…
Read More...
Read More...
ଡିଆଇଜି ସତ୍ୟବ୍ରତ ଭୋଇଙ୍କ ସମୀକ୍ଷା ବୈଠକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗସ୍ତରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଆସି ଆନ୍ଧ୍ର-ଓଡିଶା ସୀମାନ୍ତଗୁଡିକ ବୁଲି ଦେଖିବାସହ ଏକ ସମୀକ୍ଷା ବୈଠକ ଏସପିଙ୍କ କାର୍ଯ୍ୟାଳୟରେ କରିଥିଲେ । ପାରଳାଖେମୁଣ୍ଡିକୁ ଲାଗିରହିଥିବା ପଡୋଶୀ ଆନ୍ଧ୍ରପ୍ରଦେଶର ପାତପାଟନମ ମଣ୍ଡଳରେ ୪ଗୋଟି କରୋନା!-->…
Read More...
Read More...
ଲକ୍ ଡାଉନ ସମୟରେ ପାସ୍ ପ୍ରସଙ୍ଗ : ଜାଲ୍ପାସ୍ର ଚେର ଲମ୍ବିଛି ବହୁ ଦୂରକୁ !
ବୌଦ୍ଧ: ଲକ୍ଡାଉନ ସମୟରେ ଗାଡିମଟର ଓ ସାଧାରଣ ଜନତାଙ୍କ ଚଳପ୍ରଚଳ ଉପରେ ସରକାର କଟକଣା ଜାରି କରିଛନ୍ତି । କୌଣସି ଜରୁରୀ କାମରେ ଆବଶ୍ୟକତାକୁ ଉପଲବ୍ଧିକରି ପ୍ରଶାସନ ପାସ୍ ଦେଇପାରିବାର ବ୍ୟବସ୍ଥା ମଧ୍ୟ ସରକାର ରଖିଛନ୍ତି । ଏହି ସୁଯୋଗର ଦୁରୁପଯୋଗ କରି ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ!-->…
Read More...
Read More...
ଡାକୁଛି ହୀରାକୁଦର ପର୍ଯ୍ୟଟନ ବିଭବ, କିଏ ନିରବ ?
ସମ୍ବଲପୁର:ଆମ ଆଖପାଖରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ପ୍ରାକୃତିକ ମନୋରମ ସ୍ଥାନ ରହିଛି ଯାହାକି ସହସ୍ରାଧିକଙ୍କୁ ରୋଜଗାର ଯୋଗାଇବା ସହିତ ରାଜ୍ୟପାଇଁ ବିପୁଳ ପର୍ଯ୍ୟଟନ ରାଜସ୍ୱ ଆଣିଦେଇପାରିବ କିନ୍ତୁ ରାଜ୍ୟସରକାର ଚରମ ଅବହେଳା କରିଆସୁଥିବା ଅଭିଯୋଗ ହୋଇଥାଏ ।
!-->!-->!-->!-->!-->…
Read More...
Read More...
ଅବକାରୀ ବିଭାଗର ଚଢ଼ଉ: ୬୦ ଲିଟର ମହୁଲି ମଦ ସହ ମଦ ରନ୍ଧା ସାମଗ୍ରୀ ଓ ୧୮୮୦ କେଜି ମହୁଲପୋଚ ଜବତ
ଦେବଗଡ଼ : ଜିଲାରେ କରୋନା ଲକ୍ଡ଼ାଉନ୍ ଚାଲିଥିବା ବେଳେ ସମସ୍ତ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଥିବାବେଳେ ଏହାର ସୁଯୋଗ ନେଇ ଚୋରା ମଦ କାରବାରକୁ ରୋକିବା ନେଇ ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ଜିଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ!-->…
Read More...
Read More...
ଆରପାରିରେ ଅଭିନେତା ଇର୍ଫାନ୍ ଖାଁନ୍
ନୂଆଦିଲ୍ଲୀ : ଫିଲ୍ମ ଦୁନିଆରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ଇର୍ଫାନ୍ ଖାଁନଙ୍କ ଆଜି ଏଠାକାର କୋକିଳବେନ୍ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ସେ ଅସୁସ୍ଥ ଥିବାରୁ ଜୟପୁର ଯାଇ ପାରି ନଥିଲେ ଏବଂ ଭିଡ଼ିଓ କଲ୍ ଜରିଆରେ ଜୟପୁରରେ ଥିବା!-->…
Read More...
Read More...
ଆଜି ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ, ଏହି 3 ଜିଲ୍ଲାକୁ ବ୍ୟାପିଲା
ଭୁବନେଶ୍ୱର : ଆଜି ପୁଣି ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି । ଏହି ୩ ଆକ୍ରାନ୍ତ କେନ୍ଦୁଝର, ଝାରସୁଗୁଡା. ଓ ଦେବଗଡ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି କରୋନା!-->…
Read More...
Read More...
ଜୁଆ ଆଡ୍ଡାରେ ଚଢ଼ାଉ : ୬ ଜୁଆଡ଼ି ଗିରଫ
ବାଲିଗୁଡ଼ା: ଜୁଆ ଆଡ୍ଡାରେ ତୁମୁଡ଼ିବନ୍ଧ ପୋଲିସ୍ ପକ୍ଷରୁ ଚଢ଼ାଉ । ନଗଦ ୧୪ହଜାର ୩୫୦ଟଙ୍କା ଜବତସହ ଛ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ୍ । କରୋନା ମୁକାବିଲା ପାଇଁ ସରକାର ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ସାରା ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର । ସଂକ୍ରମଣ ରୋକିବା ପାଇଁ!-->…
Read More...
Read More...