Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରତିଷ୍ଠା ହେବ ନୂତନ ରାଷ୍ଟ୍ରାୟତ ଉଦ୍ୟୋଗ କାବିଲ
ନୂଆଦିଲ୍ଲୀ : ତିନୋଟି ରାଷ୍ଟ୍ରାୟତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ), ହିନ୍ଦୁସ୍ତାନ କପର ଲିମିଟେଡ (ଏଚସିଏଲ) ଓ ମିନେରାଲ ଏକ୍ସପ୍ଲୋରେସନ କମ୍ପାନୀ ଲିମିଟେଡ (ଏମିସିଏଲ)ର ସହଭାଗୀତାରେ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ (କାବିଲ) ନାମକ ଏକ ଯୌଥ ଉଦ୍ୟୋଗ ପ୍ରତିଷ୍ଠା!-->…
Read More...
Read More...
ଆଇଏମ୍ଡ଼ିର ପୂର୍ବାନୁମାନ : ଅଗଷ୍ଟ ଓ ସେପ୍ଟେମ୍ବରରେ ଭଲ ବର୍ଷା ହେବ
ନୂଆଦିଲ୍ଲୀ : ଗତ ଜୁନ୍ ଓ ଜୁଲାଇ ମାସରେ ପୂର୍ବାନୁମାନ ଅନୁସାରେ ବୃଷ୍ଟିପାତ ହେଲାନାହିଁ । ଏହି ଦୁଇମାସରେ ଦେଶରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି । ଯେଉଁଥିପାଇଁ ଚାଷୀମାନେ ସମସ୍ୟାରେ ପଡ଼ିଛନ୍ତି । ତେବେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସ୍ୱାଭାବିକ ବୃଷ୍ଟିପାତ ହେବ । ଏଭଳି ପୂର୍ବାନୁମାନ!-->…
Read More...
Read More...
ସାଇକୋ କିଲର ନାରାୟଣ ଗିରଫ
ଭୁବନେଶ୍ୱର : କଟକ ଟ୍ରିପଲ ମର୍ଡର ଭାବେ ଅଭିଯୁକ୍ତ ଭାବେ ଦର୍ଶାଯାଉଥିବା ନୟାଗଡର ନାରାୟଣ ସାହୁକୁ ଆଜି ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ଏ ସଂପର୍କରେ କଟକ ଡିସିପି ଅଖିଲେଶ ସିଂ କହିଛନ୍ତି ଯେ, ନାରାୟଣ ତିନୋଟି ହତ୍ୟାକାଣ୍ଡରୁ ଦୁଇଟିରେ ସଂପୃକ୍ତ ଥିବା ତଥ୍ୟ ପ୍ରମାଣ ମିଳିଛି!-->…
Read More...
Read More...
ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ ଗାଡି,7ଜଣ ଆହତ
କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମିଡିଆକିଆ ଘାଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ ଗାଡି,ସାତଜଣ ଆହତ। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ରେ ଭର୍ତ୍ତି କରାଇଛନ୍ତି ।
!-->!-->!-->…
Read More...
Read More...
ଦାରିଙ୍ଗବାଡି ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ସିମନବାଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଦାରିଙ୍ଗବାଡି ଅଞ୍ଚଳକୁ ଅପରାଧ ମୁକ୍ତ କରିବାସହ ଟ୍ରାଫିକ୍ ସମସ୍ୟା କିପରି ଦୁର କରାଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା ଏହି!-->…
Read More...
Read More...
କନ୍ଧମାଳରେ ପୁଣି ମାଓ ପୋଷ୍ଟର
ଦାରିଙ୍ଗବାଡି : କନ୍ଧମାଳରେ ପୁଣି ମାଓ ପୋଷ୍ଟର । ମାଓବାଦୀଙ୍କ ସହିଦ୍ ସପ୍ତାହର ଚତୁର୍ଥ ଦିନରେ ଦାରିଙ୍ଗବାଡି ଥାନା ସିମନବାଡି ବଜାରରେ ଦେଖିବାକୁ ମିଳିଛି ବା.ଘୁ.ନା.(ବାସଧାରା ଘୁମୁସର ନାଗାବଳୀ) ଡିଭିଜନର ପୋଷ୍ଟର । ଆଜି ସକାଳୁ ସିମନବାଡି ବଜାରର ଗୋଟିଏ ଦୋକାନ ବାରଣ୍ଡାରେ ହାତଲେଖା!-->…
Read More...
Read More...
ସଂସଦରେ କନ୍ଧମାଳ ସାଂସଦ ଡଃ ସାମନ୍ତଙ୍କ ଦାବି : ସରକାରୀ ଓ ପ୍ରାଇଭେଟ୍ ମେଡ଼ିକାଲ୍ କଲେଜ୍ ମଧ୍ୟରେ ପ୍ରଭେଦ ରଖାନଯାଉ
ନୂଆଦିଲ୍ଲୀ : ଯେକୌଣସି ଏକ ଦେଶର ବିକାଶ ବା ଅଭିବୃଦ୍ଧି ପାଇଁ କେତେକ ସାମାଜିକ ସଙ୍କେତକ ବା ଇଣ୍ଡିକେଟର ରହିଥାଏ । ତନ୍ମଧ୍ୟରୁ ମୁଖ୍ୟ ହେଉଛି ସ୍ୱାସ୍ଥ୍ୟ ସେବା । ଯେଉଁ ଦେଶର ସ୍ୱାସ୍ଥ୍ୟ ସେବା ଯେତେ ଉନ୍ନତ, ସେ ଦେଶର ବିକାଶ ମଧ୍ୟ ତଦନୁସାରେ ହୋଇଥାଏ । ଭାରତରେ ମେଡ଼ିକାଲ୍ ଶିକ୍ଷାକୁ!-->…
Read More...
Read More...
ଆନ୍ଦୋଳନରତ ନର୍ସିଂ ଛାତ୍ରଛାତ୍ରୀ କଲେକ୍ଟରେଟ ଘେରିଲେ : ପନ୍ଦର ଦିନରେ ପହଞ୍ଚିଲା ନର୍ସିଂସ୍କୁଲ ଆନ୍ଦୋଳନ
ସମ୍ବଲପୁର : ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଓ ଗବେଷଣା ସ°ସ୍ଥାନ ଅନ୍ତର୍ଗତ ନର୍ସିଂ ସ୍କୁଲର ଛାତ୍ରଛାତ୍ରୀମାନେ ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ନିରନ୍ତରଭାବେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କଲାପରେ ଆଜି ଜିଲ୍ଲା କଲେକ୍ଟରେଟ ଘେରିଲେ । ଏକ ପଟୁଆରରେ ବିଭିନ୍ନ ନାରାବାଜୀ ସହିତ ରାଲିକରି!-->…
Read More...
Read More...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା :ଜଣେ ମୃତ
ତୁମୁଡିବନ୍ଧ ଥାନା ଡଡ଼ଙ୍ଗ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛକୁ ପିଟିଲା ଟ୍ୟାଙ୍କର । ଗାଡିରୁ ଛିଟିକି ରାସ୍ତାରେ ପଡି ଗାଡିରେ ବସିଥିବା ଯନ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ । ମୃତକ RKD ଠିକା ସଂସ୍ଥାର ସିଭିଲ୍ ଇଞିନିୟର ସୁର୍ଯ୍ୟକାନ୍ତ ସେନାପତି ବୋଲି ଜଣାପଡିଛି!-->…
Read More...
Read More...
ଦେଶରେ ପ୍ରଥମ : କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ବେଦିକ୍ ମେମୋରି ଲାବ୍ ଉଦ୍ଘାଟିତ
ଭୁବନେଶ୍ୱର : ଦେଶର ପ୍ରଥମ ବେଦିକ୍ ମେମୋରୀ ଲ୍ୟାବ୍ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ରେ ସୋମବାର ଉଦ୍ଘାଟିତ ହୋଇଯାଇଛି । ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଲୋକେନ୍ଦ୍ର ବାହାଦୂର ଚାନ୍ଦ ଏହି ଲ୍ୟାବ୍କୁ ଉଦ୍ଘାଟନ କରି କହିଲେ, ବୈଦିକ ଯୁଗରେ କୌଣସି ଲିଖିତ ବ୍ୟବସ୍ଥା ନଥିବାରୁ!-->…
Read More...
Read More...