Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଲକଡାଉନ୍ ପ୍ରଭାବ : ସାମୟିକ କର୍ମଚାରୀ ଓ କେନ୍ଦୁପତ୍ର ତୋଳାଳି ଚିନ୍ତାରେ
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ କେନ୍ଦୁପତ୍ର ତୋଳିବା, ବାନ୍ଧିବା ଆଦି କାମରେ ହଜାର ହଜାର ପରିବାର ନିୟୋଜିତ ହୋଇ ଏଥିରୁ ବାର୍ଷିକ କିଛି ମାସର ଗୁଜୁରାଣ ମେଣ୍ଟାଇଥାନ୍ତି । ଚଳିତ ବର୍ଷ ଅଦିନିଆ ବର୍ଷା ଓ ବର୍ତ୍ତମାନ ଲକଡାଉନ ଯୋଗୁଁ ଗୋଛାକଟା, ଫଡି ମରାମତି ଆଦି କାମ ଠିକ୍ ଭାବରେ ହୋଇପାରୁନାହିଁ ।!-->…
Read More...
Read More...
ସମ୍ବଲପୁର କୋଭିଡ ହସ୍ପିଟାଲ ୧୫ରୁ ଆରମ୍ଭ ହେବ
ସମ୍ବଲପୁର : ଏଠାକାର ଜିଲ୍ଲା ସଦର ହସ୍ପିଟାଲ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ କୋଭିଡ ହସ୍ପିଟାଲ ହୋଇଗଲାଣି । ଏଠାରେ ଅନ୍ତର୍ବିଭାଗର ସବୁ ରୋଗୀକୁ ଅନ୍ୟତ୍ର ପଠାଯାଇ ସେଠାରେ କୋଭିଡ ଚିକିତ୍ସା ପାଇଁ ନୂତନ ବ୍ୟବସ୍ଥା କରାଯାଉଛି । ଏସବୁ ଯୁଦ୍ଧ ସ୍ତରରେ ଚାଲିଛି ଓ ଆଗାମୀ ବୁଧବାର ୧୫ ଏପ୍ରିଲ!-->…
Read More...
Read More...
ବୌଦ୍ଧର ପ୍ରଣାମ ଅନୁଷ୍ଠାନ ତରଫରୁ ରେଡକ୍ରସ ପାଣ୍ଠିକୁ ୧୦ ହଜାର ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା…
ବୈାଦ୍ଧ: କରୋନା ପରି ଏକ ଜାତୀୟ ବିପତ୍ତିକୁ ହୃଦୟଙ୍ଗମ କରି ବୌଦ୍ଧର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସହାୟତାର ହାତ ବଢାଇଛନ୍ତି । ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ୧୦ହଜାର ଟଙ୍କା ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା!-->…
Read More...
Read More...
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ରାଜଜେମା କଲ୍ୟାଣି ଗଜପତି ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କଲେ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାଜଜେମା କଲ୍ୟାଣି ଗଜପତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ଚେକ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି। କୋରନାର ମୁକାବିଲା ଓ ଜନକଲ୍ୟାଣ ଉଦ୍ୟେଶରେ!-->…
Read More...
Read More...
ସାୱନ ସନ୍ଧ୍ୟା ଲେଡିଜ୍ କ୍ଲବ ପକ୍ଷରୁ ମାସ୍କ ବଣ୍ଟନ
ବୌଦ୍ଧ : ବୌଦ୍ଧ ସହର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାୱନ ସନ୍ଧ୍ୟା ଲେଡିଜ୍ କ୍ଲବ ପକ୍ଷରୁ ବୌଦ୍ଧ ସହର ୧୭ ନମ୍ବର ୱାର୍ଡ ବୁଟୁପାଲି ଖଦାକସାହିରେ ମାଗଣାରେ ମାସ୍କ ବଣ୍ଟନ କରାଯାଇଛି । ବୌଦ୍ଧ ଏନଏସିର ପୂର୍ବତନ ନଗରପାଳ ଶ୍ରୀମତୀ ଦିପ୍ତିପ୍ରଭା ସ୍ୱାଇଁ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ!-->…
Read More...
Read More...
ବୌଦ୍ଧ: ଫୋନ ଯୋଗେ ମିଳିପାରିବ ଚିକିତ୍ସା ସୁବିଧା
ବୈାଦ୍ଧ: କରୋନା ଯୋଗୁଁ ଲକ୍ଡାଉନର ଅବଧି ବଢିଥିବା ବେଳେ ସାମାନ୍ୟ ଅସୁସ୍ଥତା ଓ ଆବଶ୍ୟକ ଚିକିତ୍ସା ଟେଲିଫୋନ ଯୋଗେ ଲୋକଙ୍କୁ ଉପଲବ୍ଧ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି । ଘରେ ରହି ଲୋକମାନେ ବିଭିନ୍ନ ବିଶେଷଜ୍ଞ ମାନଙ୍କ ଠାରୁ ଡାକ୍ତରୀ ପରାମର୍ଶ ଫୋନ୍ଯୋଗେ ଏଣିକି!-->…
Read More...
Read More...
କେତେକ ଶୈବପୀଠରୁ ଉଠିଲାଣି ଦଣ୍ଡ : ସାମାଜିକ ଦୂରତାକୁ ପାଳନ କରିବେ ତ ଦଣ୍ଡୁଆ ?
ବୈାଦ୍ଧ : ଲକ୍ଡାଉନ ଯୋଗୁଁ ବିଭିନ୍ନ ଶୈବପୀଠ ମାନଙ୍କରୁ ବାହାରିପାରିନଥିବା ଦଣ୍ଡଯାତ୍ରା ଦଳମାନେ ଏବେ ପଣାସଂକ୍ରାନ୍ତି ପୂର୍ବରୁ ପାରଂପରିକ ବିଧିପାଳନ ପାଇଁ ଦଣ୍ଡ ଉଠାଇଥିବା ଦେଖିବାକୁ ମିଳୁଛି । ଗତ ୨/୩ଦିନ ମଧ୍ୟରେ ପ୍ରାୟ ୧୦/୧୫ ଦଣ୍ଡ ଦଳ ଦଣ୍ଡ ଉଠାଇଥିବା ସୂଚନା ମିଳିଛି । ୧୩ କିମ୍ବା!-->…
Read More...
Read More...
ଉପାନ୍ତ ଅଞ୍ଚଳରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ସହ ମାସ୍କ ବଣ୍ଟନ
ବାଲିଗୁଡ଼ା: ଦିନକୁଦିନ କରୋନା ସାରା ବିଶ୍ବରେ କାୟା ମେଲେଇ ଚାଲିଛି । କରୋନା ମୁକାବିଲା ନେଇ ଗାଁ ଠୁ ସହର ସବୁଠି ଲୋକଙ୍କୁ ବିଭିନ୍ନ ଉପାୟରେ ରିତିମତ ସଚେତନ କରାଉଛି ପୋଲିସ୍ । ତଥାପି କିଛି ଏମାନିଆ ଏଯାଏଁ ସୁଧୁରୁନାହାନ୍ତି । ସହର ସମେତ ଉପାନ୍ତ ଅଞ୍ଚଳରେ ପହଁଚି ରିଅଲିଟି ଚେକ୍ କରିଛି!-->…
Read More...
Read More...
ଭଦ୍ରକରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ
ଭଦ୍ରକ : ଓଡିଶା ସରକାରଙ୍କ ତରଫରୁ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଏନଟିପିସର ସହାୟତାରେ ଭଦ୍ରକଠାରେ କାର୍ଯ୍ୟକ୍ଷମ କରାଯାଇଛି । ଏହାର ପରିଚାଳନା ସାଳନ୍ଦୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହଭାଗିତାରେ କରାଯାଉଛି । ଏହି ଏକକ ହସ୍ପିଟାଲ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ!-->…
Read More...
Read More...
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କଲେ ଗୋପାଳ କୃଷ୍ଣ ନାୟକ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସାକ୍ଷାତ କରି ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କୁ ଗୋପାଳ କୃଷ୍ଣ ନାୟକ10,000 ଟଙ୍କାର ଚେକ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠକୁ ପ୍ରଦାନ କରିଛନ୍ତି ଯାହାଦ୍ୱାରା କୋରନାର!-->…
Read More...
Read More...