ଭିଡ଼ିଓ କଂନଫେରାନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଲେ ଗଜପତି ଜିଲ୍ଲା ପଞ୍ଚାୟତ ପ୍ରତିନିଧିମାନଙ୍କୁ

0 149

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କଂନଫେରାନ୍ସ ମାଧ୍ୟମରେ ଗଜପତି ଜିଲ୍ଲା ପଞ୍ଚାୟତ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିବା ସହ ଶପଥ ପାଠ କରାଇଛନ୍ତି।ଜିଲ୍ଲାର ସରପଞ୍ଚ ମାନେ ଶପଥ କରିଛନ୍ତି ଯେ ମୋ ପଞ୍ଚାୟତରେ କୋରନାକୁ ରୋକିବା ପାଇଁ ମୋତେ ଦିଆଯାଇଥିବା ଦାୟିତ୍ୱ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବି,ଅନ୍ୟ ରାଜ୍ୟରୁ ଗାଁ କୁ ଆସୁଥିବା ଲୋକମାନଙ୍କୁ କ୍ୱାରେଣ୍ଟଟାଇନରେ ରଖିବି ସେମାନଙ୍କ ରହିବା,ଖାଇବା ଓ ଚିକିତ୍ସା ର ଉଚିତ ବ୍ୟବସ୍ଥା କରିବି ।କୋରନାକୁ ରୋକିବା ପାଇଁ ସରକାର ଙ୍କ ସବୁ ପଦକ୍ଷେପକୁ ମୋ ପଞ୍ଚାୟତର ଭାଇଭଉଣୀ ମାନଙ୍କ ମଙ୍ଗଳ ପାଇଁ କଡ଼ାକଡ଼ି ଭାବରେ ପାଳନ କରିବି ।ମୋ ପଞ୍ଚାୟତ ରେ କୋରନାକୁ ପଶିବାକୁ ଦେବି ନାହିଁ।

hiranchal ad1
Leave A Reply

Your email address will not be published.

four × three =