Browsing Category

ରାଜ୍ୟ

ଶିବଶକ୍ତି କ୍ରସରରେ ଚାଲିଗଲା ନିରୀହ ଶ୍ରମିକଙ୍କ ଜୀବନ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ରାହାଡପୁର ଅଞ୍ଚଳରେ ଥିବା ଶିବଶକ୍ତି କ୍ରସର୍‌ରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି ।କ୍ରସର ଚକା ଖୋଲୁଥିବା ବେଳେ ଚାଲି ଯାଇଛି ଜଣେ ନିରୀହ ଶ୍ରମିକର ଜୀବନ । ଖାଲି ସେତିକି ନୁହଁ ଆଉ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ଜୀବନ ସହ ସଙ୍ଘର୍ଷ କରୁଛନ୍ତି
Read More...

ପୁରୀ ଆରଟିଓଙ୍କ ଅଚାନକ ଚଢ଼ାଉ

ଭୁବନେଶ୍ୱର: ଗତ ୦୧-୦୩- ୨୦୨୪ ରୁ ୧୧-୦୩ ଯାଏଁ ପୁରୀ ଆରଟିଓ, ଏମ ଭି ଆଇ ଓ ପୋଲିସ୍‌ର ମିଳିତ ସହଯୋଗରେ ସଦମହକୁମାର ବାସେଳିସାହି ଥାନା ଅଞ୍ଚଳ ସମେତ ଜିଲ୍ଲା ର ବିଭିନ୍ନ ଜାଗାରେ ଅଚାନକ ଚଢ଼ାଉ କରି ୨୯ ଜଣ ମାଦକ ଦ୍ରବ୍ୟ ସେବନ କରିଥିବା ଚାଳକଙ୍କ ଗାଡ଼ିକୁ ଜବତ କରି ଚାଲାଣ କରିଥିବା ବେଳେ
Read More...

ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ ଓ ବୈଠକ ଭତ୍ତାରେ ବୃଦ୍ଧି

ଭୁବନେଶ୍ବର:ରାଜ୍ୟର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି।ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ପଞ୍ଚାୟତିରାଜ ପ୍ରତିନିଧିମାନେ ତାଙ୍କୁ
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା:ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଅଧିକ ୧୦ ଦିନ ବାର୍ଷିକ ସାମୟିକ ଛୁଟି

ଭୁବନେଶ୍ବର:ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାର୍ଷିକ ୨୫ ଦିନର ସାମୟିକ ଛୁଟି ଘୋଷଣା କରିଛନ୍ତି।ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣତଃ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଦିଆଯାଉଥିବା ବେଳେ
Read More...

ବଲାଙ୍ଗିର, କେନ୍ଦୁଝର,ଖୋର୍ଦ୍ଧା, ବୌଦ୍ଧ ଓ କଟକ ଜିଲ୍ଲାରେ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ…

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପଗୁଡିକ ହେଲା – ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର
Read More...

ଓଏସ୍‌ଆରଟିସି ବସକୁ ପଛରୁ ପିଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଟ୍ରକ ଚାଳକ ଓ ୩୦ ଯାତ୍ରୀ

ହରଭଙ୍ଗା :ଛିଡା ହୋଇଥିବା ଓଏସ୍‌ଆରଟିସି ବସକୁ ପଛରୁ ଧକ୍କା ଦେଲା ଦ୍ରୁତ ଗାମୀ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର ଓ ଯାତ୍ରୀ । ବସଟି ବ୍ରହ୍ମପୁରରୁ ଝାରସୁଗୁଡା ଯାଉଥିବା ବେଳେ ୫୭ନଂ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ ବ୍ରହ୍ମପୁର ରୁ ଝାରସୁଗୁଡ଼ା ଯାଉଥିବା ବସ
Read More...

ବାଲିଗୁଡା ପଞ୍ଚୁଦଣ୍ଡ ପରିଚାଳନା ସମିତିର ବୈଠକ : ଏପ୍ରିଲ ୭ରେ ୧୩ ଶମ୍ଭୁ ମିଳନ ପାଇଁ ନିଷ୍ପତ୍ତି

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ସାତାଜାର୍ଗୀ ଠାରେ ପଞ୍ଚୁଦଣ୍ଡ ପରିଚାଳନା ସମିତିର ଏକ ବୈଠକ ରବିବାର ଦିନ ସଭାପତି କିଶୋର କୁମାର ପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ବିବରଣୀ ପଠନ କରିଥିଲେ । ଚଳିତ ବର୍ଷର ତେରଶମ୍ଭୁ
Read More...

ବାଲୁକା କଳା ମାଧ୍ୟମରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ପବିତ୍ର ମହା ଶିବରାତ୍ରୀ ଅବସରରେ ଏକ ନିଆରା ଢଙ୍ଗରେ ଭକ୍ତଙ୍କୁ ପବିତ୍ର ଶିବ ରାତ୍ରୀର ଶୁଭେଚ୍ଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପବିତ୍ର ଶିବ ରାତ୍ରୀ ଅବସରରେ ପୁରୀର ନିଳାଦ୍ରୀ ବିଚ୍‌ରେ ଏକ ବିଶାଳ ବାଲୁକା ଚିତ୍ରକଳା କରିଛନ୍ତି ସୁଦର୍ଶନ ।
Read More...

ଶ୍ରୀଲୋକନାଥଙ୍କ ପୀଠରେ ପ୍ରଜ୍ଜ୍ୱଳିତ ହେଲା ସର୍ବବୃହତ ଜଗତମଙ୍ଗଳ ଜାଗର ଦୀପ

ପୁରୀ : ମହା ଶିବରାତ୍ରୀର ଅବ୍ୟବହିତ ପୂର୍ବରୁ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଶ୍ରୀଲୋକନାଥଙ୍କ ପୀଠରେ ପ୍ରଜ୍ୱଳିତ ହୋଇଛି ଦ୍ୱାଦଶ ବାର୍ଷିକ ସର୍ବବୃହତ ଜଗତମଙ୍ଗଳ ଜାଗର ଦୀପ । ସନ୍ଧ୍ୟାରେ ଆରକ୍ଷୀ ଅଧିକ୍ଷକ ପିନାକ୍‌ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବରିଷ୍ଠ ଦଇତାପତି
Read More...

କାର ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ନୂଆଗାଁ : ନୂଆଗାଁ ଥାନା ୫୭ତମ ଜାତୀୟ ରାଜପଥ ଗଦାଧରପୁର ନିକଟରେ କାର ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି । ସୂଚନା ଥାଉକି ଏକ କାର ନଂ OD02AL3080 ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ସମୟରେ ଗଦାଧରପୁରଠାରେ ଛିଡା ହୋଇଥିବା ବାଇକଚାଳକ ବାଇଗେନିଆ ଗ୍ରାମର ଶରତ
Read More...