Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାୟଗଡାରେ ଜଣେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ଅକାଳ ବିୟୋଗ
ରାୟଗଡା: ପରିଣତ ବୟସରେ ଘରୁ ବାହାରି ତୀର୍ଥଯାତ୍ରା କରିବାକୁ ଯାଇଥିଲେ ଜଣେ ତୀର୍ଥଯାତ୍ରୀ । ହେଲେ ଆଉ ସେ ଘରକୁ ଫେରିଲେ ନାହିଁ । ରାୟଗଡାରେ ତାଙ୍କର ଅକାଳ ବିୟୋଗ ଘଟିଛି । ମୃତ ତୀର୍ଥଯାତ୍ରୀ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲ୍ଳା ସଦର ମହକୁମା ସ୍ଥିତ ପୂଜାରିଗୁଡା ସାହିର ୬୬ବର୍ଷିୟ!-->…
Read More...
Read More...
ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ସେନଫେଷ୍ଟ-୨୦୨୩ ଉଦଘାଟିତ
ରାୟଗଡା : ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ସେନଫେଷ୍ଟ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥୀ ରୂପେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେହିପରି ସମ୍ମାନୀତ ଅତିଥୀ ଭାବେ ରାୟଗଡା!-->…
Read More...
Read More...
ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ ଓଡିଶା :ଯୁବ ଓଡିଶା ନବୀନ ଓଡିଶା’ର ଉଦଯାପନୀ ସମାରୋହ
ହରଭଙ୍ଗା :ପୁରୁଣାକଟକ ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ନୂଆ ଓଡିଶା :ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଦିବସ ମହା ସମାରୋହରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଧରିତ୍ରୀ ରାଣୀ କାନୁନଗୋଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ!-->…
Read More...
Read More...
ବ୍ୟଞ୍ଜନ ଦ୍ୱାଦଶୀରେ ଲାଗିହେଲା ୮୫୧ପ୍ରକାର ବ୍ୟଞ୍ଜନ
ପୁରୀ : ଆଜି ପବିତ୍ର ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି । ଆଜିର ଦିବସରେ ଯଶୋଦା ମା ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ଅଛି । ଏହି ଅବସରରେ ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମଠାରେ ବ୍ୟଞ୍ଜନ!-->…
Read More...
Read More...
ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୩ ଉଦଯାପିତ
ପାରଳାଖେମୁଣ୍ଡି:ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ପଞ୍ଚମ ଦିନ ତଥା ଶେଷ ସନ୍ଧ୍ୟାରେ ମହା ଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଶନିବାର ସ୍ମୃତିରଞ୍ଜନ ପ୍ରଧାନ, ଜିଲ୍ଲାପାଳ-ତଥା-ଅଧକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ ଗଜପତି ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ!-->…
Read More...
Read More...
ଜାନୁଆରୀ ୧୫ରୁ ବରଗଡ ଧନୁଯାତ୍ରା; ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ
ବରଗଡ଼ ; ଜାନୁଆରୀ ୧୫ରୁ ଆରମ୍ଭହେବ ବରଗଡ ଧନୁଯାତ୍ରା । ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ । ୨୫ ତାରିଖ ଯାଏଁ ୧୧ ଦିନ ଧରି ବରଗଡରେ ଚାଲିବ ମହାରାଜ କଂସଙ୍କ ରାଜୁତି । ଯାତ୍ରା ସମୟରେ କୌଣସି ପ୍ରକାର ବିଘ୍ନ ସୃଷ୍ଟିନହେବାପାଇଁ ତଥା ମଞ୍ଚ ଗୁଡିକୁ ଦେବରାଜ ଇନ୍ଦ୍ରଙ୍କ କୋପରୁ!-->…
Read More...
Read More...
ପ୍ରଶାସନର ତୃଟିପୂର୍ଣ୍ଣ ବ୍ୟବସ୍ତାପାଇଁ ମାଲାମାଲ୍ ହେଉଛନ୍ତି ଆନ୍ଧ୍ର ବ୍ୟବସାୟୀ
ଗଜପତି ; ମଣ୍ଡି ନ ଖୋଲିବାରୁ ଚାଷି ବାଧ୍ୟ ହୋଇ ଧାନ ଆନ୍ଧ୍ର ବେପାରୀଙ୍କୁ ବିକ୍ରି କରୁଛନ୍ତି। ଖରିଫଋତୁରେ ଚାଷହେଉଥିବା ଧାନ ଅମଳ ହୋଇସାରିଲାଣି କିନ୍ତୁ ଏଯାଏଁ ଗଜପତି ଜିଲ୍ଲାରେ ଧାନମଣ୍ଡି ଖୋଲାଯାଇନାହିଁ।ସେଥିପାଇଁ ବାଧ୍ୟହୋଇ ଚାଷି ଆନ୍ଧ୍ର ବେପାରୀଙ୍କୁ ଧାନ ବିକ୍ରିକରୁଥିବାର ଦେଖିବାକୁ!-->…
Read More...
Read More...
କଟକ ମେଡିକାଲ ପରିସରରେ ଉତ୍ତେଜନା
କଟକ ; କଟକ ମେଡ଼ିକାଲ ପରିସରରେ ଉତ୍ତେଜନା । ପୁରୀ ଚନ୍ଦନପୁର ଅଂଚଳରେ ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ । ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚରେ ବିଳମ୍ବ ହେବା କାରଣରୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଉତେଜନା ପରେ ଘଟଣା ସ୍ଥଳରେ!-->…
Read More...
Read More...
ଜାଡ଼ରେ ଥରୁଛି ସାରା ଓଡ଼ିଶା,୧୦ ଡିଗ୍ରୀ ତଳେ ୮ ସହର
ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଗତ କିଛି ଦିନ ହେବ ଲାଗି ରହିଛି ଶୀତ ଲହରି । ଏପରିକି ୧୦ଡିଗ୍ରୀ ତଳେ ରହିଛି ୮ ସହରର ତାପମାତ୍ରା । ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ବୃଦ୍ଧି ହୋଇଛି ।
ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଅନୁସାରେ କୋରାପୁଟରେ ସର୍ବନିମ୍ନ!-->!-->!-->…
Read More...
Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା; ମୃତ, ଦୁଇ ଆହତ
ହରଭଙ୍ଗା : ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ସ୍ୱାଦିଷ୍ଟ ଢ଼ାବା ନିକଟରେ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାଇ ଗତ ରାତ୍ରିରେ ପୁରୁଣାକଟକ ଥାନା ଅଞ୍ଚଳ ସ୍ୱାଦିଷ୍ଟ ଢ଼ାବା ନିକଟରେ ଏକ ଓଟୋକୁ ଆଇଚର ଧକ୍କା ଦେବା ଫଳରେ!-->…
Read More...
Read More...