Browsing Category

ରାଜ୍ୟ

ପ୍ରଶାସନ ତରଫରୁ ହୋଟେଲ ଓ ଲଜ୍‌ରେ ଚଢ଼ାଉ ,୧୦ ଘରୋଇ ଗ୍ୟାସ ସିଲିଣ୍ଡର ଜବତ

ଦାରିଙ୍ଗବାଡ଼ି: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନ ଋତୁ ଆସିଲେ ଦାରିଙ୍ଗବାଡ଼ିକୁ ପ୍ରତ୍ୟେକ ଦିନ ଶତାଧିକ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲ ଓ ଲଜ୍‌ରେ ଦାରିଙ୍ଗବାଡି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର,
Read More...

ହାତୀ ଆକ୍ରମଣରେ ନାବାଳକ ଗୁରୁତର

ଚମ୍ପୁଆ, ୦୩ ।୧୧: ଚମ୍ପୁଆ ରେଂଜ ଅନ୍ତର୍ଗତ କଂଚନପୁର ହୁଡି ସାହିରେ ହାତୀ ଆକ୍ରମଣରେ ଜଣେ ୧୪ ବର୍ଷର ପିଲା ଗୁରୁତର ହୋଇ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ବନରଖି ଶ୍ରାବଣୀ ମହାନ୍ତଙ୍କ କହିବା ଅନୁଯାୟୀ ଆଜି ଅପରାହ୍ନ ୪.୩୦ ସମୟରେ କଂଚନପୁର ହୁଡିଉପରେ ଥିବା ଗୋଟିଏ
Read More...

ରେଡ୍ ରିବନ୍ କ୍ଲବ୍ ପକ୍ଷରୁ ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ଏଡ୍ସ ଦିବସ ପାଳିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ପରିସରରେ ରେଡ୍ ରିବନ୍ କ୍ଲବ୍ ପକ୍ଷରୁ ବିଶ୍ଵ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଏଥରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଡାକ୍ତର ବିବେକାନନ୍ଦ ମଲାନା ଯୋଗ ଦେଇଥିଲେ ।
Read More...

ଯୌତୁକ ନିର୍ଯାତନା ଅଭିଯୋଗର ମାମଲା ଶୁଣାଣୀ : ସପରିବାର ନିର୍ଦ୍ଦୋଷରେ ଖଲାସ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ବନ୍ଧସାହି ରେ ଗତ ୨୦୧୪ ମସିହାରେ ଏକ ଯୌତୁକ ନିର୍ଯାତନା ଅଭିଯୋଗରେ ବୋହୂକୁ ପୋଡି ମାରି ଦେଇଥିବା ଅଭିଯୋଗରେ ସପରିବାର ଗିରଫ ହୋଇ ଜେଲ ଯାଇଥିଲେ । ଉକ୍ତ ଘଟଣାରେ ସପରିବାର ନିର୍ଦ୍ଦୋଷରେ ଖଲାସ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତ ୨୦୧୪
Read More...

ଉପାନ୍ତ ଅଞ୍ଚଳକୁ ମନ୍ତ୍ରୀଙ୍କ ଗସ୍ତ, ଲୋକଙ୍କ ମୌଳିକ ସୁବିଧା ଉପରେ କଲେ ଆଲୋଚନା

ହରଭଙ୍ଗା :ହରଭଙ୍ଗା ବ୍ଲକର ଉପାନ୍ତ ଅଂଚଳ ଗସ୍ତରେ ଶୁକ୍ରବାର ଦିନ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ,ପାନୀୟ ଜଳ, ପଞ୍ଚାୟତ ରାଜ ଓ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଏହି ଗସ୍ତରେ ପ୍ରଥମେ କୁଶଙ୍ଗ ପଞ୍ଚାୟତର କ୍ଷତ୍ରିୟ ବଡ଼ ସୁଦ ସମାଜର କୋଠ ଘର ଉଦଘାଟନ ପରେ
Read More...

ବରିଷ୍ଠ ସାମ୍ବାଦିକ ବିଜୟ କୁମାର ମିଶ୍ରଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ଖବରଦାତା ବିଜୟ କୁମାର ମିଶ୍ର (୬୬)ଙ୍କ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଶୁକ୍ରବାର ଭୋର୍‌ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରିଛନ୍ତି ।
Read More...

ସହରର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବିଜେପି ପକ୍ଷରୁ ବରଗଡ଼ ପୌର କାର୍ଯ୍ୟାଳୟ ଘେରାଓ

ବରଗଡ଼: ଆଜି ବରଗଡ଼ ସହରର ବିଭିନ୍ନ ସମସ୍ୟାର ସମାଧାନ ଓ ପୌରପରିଷଦରେ ଚାଲିଥିବା ବିଭିନ୍ନ ଦୁର୍ନୀତି ବିରୋଧରେ ଭାରତୀୟ ଜନତା ପାର୍ଟି ବରଗଡ଼ ନଗର ତରଫରୁ ବରଗଡ଼ ପୌରକାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ଏହି ଅବସରରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ୧୦ ଦଫା ଦାବିପତ୍ର
Read More...

ପୁରୀରେ ଉଦଘାଟିତ ହେଲା ମଲ୍ଟି ଲେବୁଲ କାର ପାର୍କିଂ

ପୁରୀ: ପୁରୀରେ ଉଦଘାଟିତ ହେଲା ମଲ୍ଟି ଲେବୁଲ କାର ପାର୍କିଂ । ପୁରୀ ଜେଲ ରୋଡ ସ୍ଥିତ ନବନିର୍ମିତ ପାର୍କିଂ ଆଜି ଉଦଘାଟିତ ହୋଇଛି । ଏହି ପାର୍କିଂରେ ୫୦୦ କାର ଓ ୫୦୦ ବାଇକ ଏକକାଳୀନ ପାର୍କିଂ ହେବାର କ୍ଷମତା ରହିଛି । ପ୍ରତି ଚାରିଚକିଆ ଯାନକୁ ୪ଘଣ୍ଟା ପିଛା ୫୦ ଟଙ୍କା ଦେଇ ପାର୍କିଂ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ,ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର:ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି
Read More...

ପାରାଦ୍ୱୀପ ବନ୍ଦରରେ ସନ୍ଦିଗ୍ଧ ପ୍ୟାକେଟ୍

ପାରାଦ୍ୱୀପ ବନ୍ଦରରେ ମିଳିଲା ସନ୍ଦିଗ୍ଧ ପ୍ୟାକେଟ୍ । ବର୍ଥରେ ଲାଗିଥିବା ଏକ ଜାହାଜ ଭିତରୁ ମିଳିଛି ୮ଟି ସନ୍ଦେହଜନକ ପ୍ୟାକେଟ୍ । ଜାହାଜରେ ପୋଲିସ, ସିଆଇଏସଏଫ ଓ ଡଗ୍ ସ୍କ୍ୱାଡ୍ ପକ୍ଷରୁ ଯାଞ୍ଚ କରାଯାଇଛି । ଜବତ ୮ ଟି ପ୍ୟାକେଟ୍ କଷ୍ଟମ୍ସ ବିଭାଗକୁ ହସ୍ତାନ୍ତର କରାଯାଇଛି । ପିଆଇସିଟି
Read More...