Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୩
ଚମ୍ପୁଆ: କୃଷିି ଜିଲା ଚମ୍ପୁଆ ଆନୁକୁଲ୍ୟାରେ ଚମ୍ପୁଆ ପଂଚାୟତ ସମିତି ପରିସରରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୩ ଅନୁଷ୍ଠିତ ହୋଇଯାଇଛି । ୩ ଦିନ ଧରି ଅନୁଷ୍ଠିତ ଏହି ମେଳାକୁ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କୃଷି ଓ କୃଷକର!-->…
Read More...
Read More...
ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଇୱାଇଡିପିର ସ୍ପୋର୍ଟସ ଇଭେଣ୍ଟ ଆରମ୍ଭ
ଫୁଲବାଣୀ : ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ନୂଆଓ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର କ୍ରୀଡା ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ମାଗଣା ଚକ୍ଷୁ ପରୀକ୍ଷା ସେବା ଶିବିର ଆୟୋଜନ!-->…
Read More...
Read More...
ଯୁବ ଓଡ଼ିଶା, ନବୀନ ଓଡ଼ିଶା ଆନୁକୂଲ୍ୟରେ ଭୈରବୀ ମହାବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ
ହରଭଙ୍ଗା :ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣା କଟକ ଠାରେ ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାଂସ୍କୃତିକ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୁରୁଣା କଟକ ସରପଞ୍ଚ ଅଶୋକ କୁମାର ସେଠୀ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ!-->…
Read More...
Read More...
ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ଭୁବନେଶ୍ୱର: ମଙ୍ଗଳବାର ଭୁବନେଶ୍ୱରର ଝାରପଡା ସ୍ପେଶାଲ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କଏଦୀଙ୍କ ନାମ ସୁକାନ୍ତ ଭୋଇ ବୋଲି ଜଣାପଡିଛି ।ମିଳିଥିବା ଖବର ଅନୁସାରେ, ଯୌତୁକ ନିର୍ଯ୍ୟାତନ ଓ ହତ୍ୟାମାମଲାରେ ସୁକାନ୍ତ ଭୋଇ ଦୀର୍ଘଦିନ ହେବ!-->…
Read More...
Read More...
ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ହେବ ଲେଜର୍ ସ୍କାନିଂ
ପୁରୀ:ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ହେବ ଲେଜର୍ ସ୍କାନିଂ। ଆଉ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏଏସଆଇକୁ ଅନୁମତି ମିଳିଛି। ରତ୍ନଭଣ୍ଡାର ବାହାର କାନ୍ଥରୁ ଆରମ୍ଭ ହେବ ଏହି ପ୍ରକ୍ରିୟା । ରତ୍ନଭଣ୍ଡାର ଅସୁରକ୍ଷିତ ଥିବା ଓ ଏହାର ଜରୁରୀ ମରାମତି ଆବଶ୍ୟକ ବୋଲି ବିଭିନ୍ନ ଆଡୁ!-->…
Read More...
Read More...
5T ଅଧ୍ୟକ୍ଷ ଶ୍ରୀ ପଣ୍ଡିଆନଙ୍କ ପୁରୀ ଶ୍ରୀମନ୍ଦିର ପରିଦର୍ଶନ,ପରିକ୍ରମା ପ୍ରକଳ୍ପ ଡିସେମ୍ବର ୧୫ ସୁଦ୍ଧା କାମ…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ ପାଇଁ କେତେକ ନିର୍ଦ୍ଦେଶ ଓ ପରାମର୍ଶ!-->…
Read More...
Read More...
ମହାପ୍ରଭୁଙ୍କ ଦର୍ଶନ କଲେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା
ପୁରୀ: ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଶ୍ରୀ ମନ୍ଦିର ସିଂହ ଦ୍ୱାର ନିକଟରେ ପହଞ୍ଚିବା ପରେ ତାଙ୍କର କୌଳିକ ପଣ୍ଡା ମାଧବ ମହାପାତ୍ର ଖଣ୍ଡୁଆ ଦେଇ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ!-->…
Read More...
Read More...
ରାୟଗଡା ଜିଲ୍ଲା ଡମ୍ ସମାଜର ଜିଲ୍ଲାସ୍ତରୀୟ ଦିଆଲି ପର୍ବ ଭେଟଘାଟ
ରାୟଗଡା: ରାୟଗଡା ଜିଲ୍ଲା ଡମ୍ ସମାଜର ଜିଲ୍ଲାସ୍ତରୀୟ ଦିଆଲି ପର୍ବ ଭେଟଘାଟ ମହାଆଡମ୍ବର ପାଳିତ ହୋଇଛି । ଏନେଇ ଚଳଚଂଚଳ ହୋଇଉଠିଥିଲା ରାୟଗଡ ଜିଲ୍ଲା । ଡମ୍ ସମାଜ ଏହି ଦିଆଳି ପରବ ଭେଟଘାଟ ଅବସରରେ ରାୟଗଡ ସହରର ରେଳ ଷ୍ଟେସନ, ମଝିଘରିଆଣୀ ମନ୍ଦିର,ଆମ୍ବଗୁଡା, ଚେକାଗୁଡା ଛକର ଚତୁର!-->…
Read More...
Read More...
ଲାଞ୍ଚନେବା ଅଭିଯୋଗରେ ବନ୍ଧା ହେଲେ ଆଖି ଡାକ୍ତର
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ଡାକ୍ତର ସଂଜୀବ କୁମାର କର ୫୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ସୋନପୁର ଭିଜିଲାନ୍ସ ଟିମ । ରୋଗୀଙ୍କ ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ସରକାରଙ୍କ ସବୁଠି ମାଗଣା ସୁବିଧା ଥିବାବେଳେ ସୁବର୍ଣ୍ଣପୁର ମୁଖ୍ୟ!-->…
Read More...
Read More...
ନଗର ବିଜେଡି ଓ ସଂଖ୍ୟାଲଘୁ ସେଲ ପକ୍ଷରୁ ସାଂସଦ ମୁନ୍ନା ଖାଁଙ୍କୁ ସମ୍ବର୍ଦ୍ଧନା
ଫୁଲବାଣୀ,୨୭/୧୧:- ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁନ୍ନା ଖାଁ ଘୁ. ଉଦୟଗିରି ଉପ ନିର୍ବାଚନରେ ପ୍ରଚାରର ଅନ୍ତିମ ଦିନରେ ଯୋଗଦେବା ପାଇଁ ଫୁଲବାଣୀ ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ ପହଂଚି ଥିଲେ । ନଗର ବିଜୁ ଜନତା ଦଳ ଓ ସଂଖ୍ୟାଲଘୁ ସେଲ ତରଫରୁ ସାଂସଦ ମୁନ୍ନା ଖାଁଙ୍କୁ କର୍ମକର୍ତ୍ତାଙ୍କ!-->…
Read More...
Read More...