Browsing Category

ରାଜ୍ୟ

ନବରଙ୍ଗପୁର ଅବକାରୀ ଅଧିକ୍ଷକ ଗଙ୍ଗା ପାଇକରାୟଙ୍କ ଘରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର,(ହୀ.ପ୍ର): ନବରଙ୍ଗପୁର ଅବକାରୀ ଅଧିକ୍ଷକ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁରସ୍ଥ ଭଡ଼ା ଘର, ଅଫିସ, ଜୟପୁରସ୍ଥ ପୈତୃକ ଘର ସହ ୬ଟି ସ୍ଥାନରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ବିଭାଗ ତରଫରୁ ଏକକାଳୀନ ୮ଗୋଟି ଟିମ୍‌ ଦ୍ୱାରା ଚଢ଼ଉ କରାଯାଇଛି । ସନ୍ଧାନ
Read More...

ମାଣ୍ଡିଆଢିପ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,୧୦୪ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି ।ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୦୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।ପ୍ରକଳ୍ପଟି ହେଉଛି – ଅଙ୍ଗ ନଦୀରେ ମାଣ୍ଡିଆଢିପ
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଙ୍କଚୁଡ଼ ବେଶ

ପୁରୀ : ଆଜି କାର୍ତ୍ତିକମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଅତ୍ୟନ୍ତ ଚିତ୍ତାକର୍ଷକ ବାଙ୍କଚୁଡ଼ ବେଶ ଅନୁଷ୍ଠିତ ହୋଇଛି । ଯେତେବେଳେ ଅକ୍ରୁର ଯାଇଥିଲେ ଗୋପପୁରକୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ ସେ ସମୟରେ ବ୍ରଜ ଦାଣ୍ଡରେ ଏହି
Read More...

ଶ୍ରୀ ସତ୍ୟସାଇ ବାବାଙ୍କ ୯୮ ତମ ଜୟନ୍ତୀ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସତ୍ୟ ସାଇ ମନ୍ଦିର ପରିସରରେ ଭାଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୮ ତମ ଜୟନ୍ତୀ ଆବାହକ ରାଜୀବ ନେତ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଭୋର ୫ ଟାରୁ ଓଁ କାର ଓ ନଗର ସଙ୍କୀର୍ତ୍ତନ ପୂଜା ହୋମ ପରେ ପତାକା ଉତ୍ତୋଳନ
Read More...

ବୌଦ୍ଧ ଜିଲ୍ଲାରେ ବୁଲିଲା ପୋଷ୍ୟସନ୍ତାନ ଗ୍ରହଣ ସଚେତନତା ରଥ

ବୌଦ୍ଧ,୨୩/୧୧:- ନଭେମ୍ବରମାସକୁ ଆର୍ନ୍ତଜାତୀୟ ପୋଷ୍ୟସନ୍ତାନ ଗ୍ରହଣ ସଚେତନତା ମାସଭାବେ ପାଳନ କରାଯାଉଛି । ଏହି ପରିପେକ୍ଷୀରେ ଆଜି ଜିଲ୍ଲା ଶିଶୁସୁରକ୍ଷା ବିଭାଗ ବୌଦ୍ଧ, ମହିଳା ଓ ଶିଶୁବିକାଶ ବିଭାଗ, ଓଡିଶା ସରକାରଙ୍କ ଆନୁକୂଲ୍ୟରେ ପୋଷ୍ୟସନ୍ତାନ ଗ୍ରହଣ ସଚେତନତା ରଥର ଶୁଭାରମ୍ଭ କରାଯାଇଛି
Read More...

ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ମେଳା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ମେଳାରେ ମୁଖ୍ୟ ବିଷୟବସ୍ତୁ ଭାବେ ଅବିରତ ବିକାଶ ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମେତ ଅବିରତ କୃଷି
Read More...

ବୌଦ୍ଧ ଜିଲ୍ଲା ସାଲକୀ ନଦୀରେ ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୩୨୪ କୋଟି ଟଙ୍କା…

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୨୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।ପ୍ରକଳ୍ପଟି ହେଉଛି – ସାଲକୀ ନଦୀରେ ସତୀଘାଟ
Read More...

ଗାଡି ଜବତ, ୨ ଚୋର ଅଟକ

ହରଭଙ୍ଗା :ବୌଦ୍ଧ ଜିଲ୍ଲାରେ ଦିନକୁଦିନ ଚୋରି କାଣ୍ଡ ବଢୁଥିବା ବେଳେ ଜ଼ିଲ୍ଲାର ହରଭଙ୍ଗା ଥାନା ତଳଗାଁ ପଚାୟତ ଗଣ୍ଡି ସର ଗ୍ରାମରେ ବିଳମ୍ବିତ ରାତ୍ରିରେ ୨ଜଣ ଚୋରଙ୍କୁ ଗ୍ରାମବାସୀ କାବୁ କରିଥିବା ଜଣାପଡ଼ିଛି । ସୂଚନା ମତେ ଗତ ୨୧ ତାରିଖ ରାତ୍ରି ୧୧ଘଣ୍ଟା ସମୟରେ ଗଣ୍ଡିସର ଗ୍ରାମରେ
Read More...

ଗଜପତି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନ, ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି
Read More...

ରାମଗଡ ଗ୍ରାମରେ କୈଳାସୀ ଯାତ୍ରା ଅନୁଷ୍ଠିତ

ହରଭଙ୍ଗା :କାର୍ତ୍ତିକ ମାସ ବଡ଼ ଏକାଦଶୀ ବା କୈଳାସୀ ଓଷା ଗୁରୁବାର ଦିନ ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ କୈଳାସୀ ମାଙ୍କ ଓଷାକୋଠିରେ ପୂଜାର୍ଚ୍ଚନା ପରେ ଭକ୍ତଙ୍କ ଗହଣରେ ଛତି, ଛାତ୍ର, ଘଣ୍ଟଘଣ୍ଟାର ଶୋଭାଯାତ୍ରାରେ ମହାନଦୀକୁ ଯାଇ ପୂର୍ଣ୍ଣ ଜଳ କୁମ୍ଭ
Read More...