Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଦୁଇ ଚାଳକ ଗୁରୁତର
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ କଲୋନୀ ସାହି ନିକଟରେ ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା । ଫଳରେ ଦୁଇ ମୋଟରସାଇକେଲ ଚାଳକ ଗୁରୁତର ଆହତ । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ଉଦ୍ଧାର । ଘଟଣା ପ୍ରକାରେ ଆଜି ସକାଳ ପ୍ରାୟ ୧୦.୩୦ ମିନିଟ୍ ସମୟରେ କୋଟଗଡ଼ କଲୋନୀ ସାହିର ଭିମ ନାୟକଙ୍କ!-->…
Read More...
Read More...
ବୌଦ୍ଧ ବ୍ଲକରେ ସୁନେତ୍ର କାର୍ଯ୍ୟକ୍ରମ
ବୌଦ୍ଧ : ଚଳିତ ୨୦୨୩-୨୪ ଶିକ୍ଷା ବର୍ଷରେ ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗଙ୍କ ମିଳିତ ସହଯୋଗରେ ବୌଦ୍ଧ ବ୍ଲକରେ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସୁନେତ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୭ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ଆମ ଗାଁ ବ୍ୟାଙ୍କ ଉଦ୍ଘାଟିତ
ନୂଆଗାଁ : ନୟାଗଡ ଜିଲ୍ଲା (ନୂଆଗାଁ ) ବ୍ଲକ ମଧ୍ୟରେ ୨ଟି ପଂଚାୟତ ମଧ୍ୟରେ ଆଜି ଭର୍ଚୁଆଲ ମାଧ୍ୟମରେ ଆମ ଗାଁ ବ୍ୟାଙ୍କ ସେବା ଶୁଭ ଉଦଘାଟନ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪୩୦୦ରୁ ଊର୍ଦ୍ଧ୍ୱ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତରେ ସିଏସ୍ପି ପ୍ଲସ୍ ଶାଖାର ଉଦଘାଟନ!-->…
Read More...
Read More...
ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶରଥପୁର ବ୍ଲକ କାର୍ଯ୍ୟାଳୟରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର
ଯାଜପୁର: ଆଜି ପୂର୍ବାହ୍ନରେ ଦଶରଥପୁର ବ୍ଳକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଅଶୋକ କୁମାର!-->…
Read More...
Read More...
ଘର ପୋଡିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ହରଭଙ୍ଗା : ହରଭଙ୍ଗା ତହସିଲ ବିରାନରସିଂପୁର ରାଜସ୍ୱ ଅନ୍ତର୍ଗତ ଶ୍ୟାମସୁନ୍ଦର ପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାଇ ମଙ୍ଗଳବାର ଦିନ ଅପରାହ୍ନ ରେ ଗ୍ରାମର ସୁବାସ ମାହାରଙ୍କ ୨ବଖରା ଘର କୌଣସି କାରଣରୁ ପୋଡି ଯିବାରୁ ଗ୍ରାମବାସୀ ଦେଖି ବୌଦ୍ଧ ଅଗ୍ନିଶମ!-->…
Read More...
Read More...
ଟ୍ରକ୍ ଧକ୍କାରେ ଜଣେ ଶ୍ରମିକ ମୃତ
ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ରାମକୋ ସିମେଣ୍ଟ କାରଖାନା ଫାଟକ ସମ୍ମୁଖରେ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ, ସୋମବାର ଦିନ ଭୋର ୪ ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବାଣିଆବସା ଗ୍ରାମର ଭାସ୍କର ଦେହୁରୀଙ୍କ ପୁଅ ରଞ୍ଜିତ!-->…
Read More...
Read More...
ମୃତ ବାରହା ଓ ବାଇକ୍ ଜବତ, ଶିକାରୀ ଚମ୍ପଟ
ଦଶପଲ୍ଲା: ଗତରାତି ୧୧:୩୦ ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଜାମେଣ୍ଢି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାଞ୍ଚେରାପଲ୍ଲୀ ନିକଟରେ ଏକ ଗୁଳିବିଦ୍ଧ ମୃତ ବାରହାକୁ ଜବତ କରିଛି ବାଣୀଗୋଛା ବନବିଭାଗ ।ଦଶପଲ୍ଲା ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ସୂଚନା ଅନୁସାରେ କାଲିରାତି ୧୧:୩୦!-->…
Read More...
Read More...
ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୩
ଚମ୍ପୁଆ: କୃଷିି ଜିଲା ଚମ୍ପୁଆ ଆନୁକୁଲ୍ୟାରେ ଚମ୍ପୁଆ ପଂଚାୟତ ସମିତି ପରିସରରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୩ ଅନୁଷ୍ଠିତ ହୋଇଯାଇଛି । ୩ ଦିନ ଧରି ଅନୁଷ୍ଠିତ ଏହି ମେଳାକୁ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କୃଷି ଓ କୃଷକର!-->…
Read More...
Read More...
ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଇୱାଇଡିପିର ସ୍ପୋର୍ଟସ ଇଭେଣ୍ଟ ଆରମ୍ଭ
ଫୁଲବାଣୀ : ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ନୂଆଓ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର କ୍ରୀଡା ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ମାଗଣା ଚକ୍ଷୁ ପରୀକ୍ଷା ସେବା ଶିବିର ଆୟୋଜନ!-->…
Read More...
Read More...
ଯୁବ ଓଡ଼ିଶା, ନବୀନ ଓଡ଼ିଶା ଆନୁକୂଲ୍ୟରେ ଭୈରବୀ ମହାବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ
ହରଭଙ୍ଗା :ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣା କଟକ ଠାରେ ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାଂସ୍କୃତିକ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୁରୁଣା କଟକ ସରପଞ୍ଚ ଅଶୋକ କୁମାର ସେଠୀ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ!-->…
Read More...
Read More...