Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସର୍ଗିଫୁଲ’ରେ ଶିଶୁ ପ୍ରତିଭା ପ୍ରଦର୍ଶିତ
ଜହ୍ନ ।ପଙ୍କ,୨୬/୧୧: ବୌଦ୍ଧ ବ୍ଲକ ବଘିଆପଡ଼ା ପଞ୍ଚାୟତ ଅନ୍ତର୍ଗତ ମେଣ୍ଢିମାଳ ସ୍ଥିତ ସରକାରୀ ଉଚ୍ଚ଼ ବିଦ୍ୟାଳୟରେ ଜିଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ନୃସିଂହଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ!-->…
Read More...
Read More...
ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ସମ୍ବିଧାନ ଦିବସ ପାଳିତ
ରାୟଗଡା,୨୬/୧୧:- ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଜି ସିଭିଲକୋର୍ଟ ପରିସରରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ସତ୍ୟନାରାୟଣ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ଗଞ୍ଜେଇ ଚାଲାଣ ଅଭିଯୋଗରେ ସ୍ୱାମୀ ସ୍ତ୍ରୀଙ୍କୁ କୋର୍ଟ ଚାଲାଣ
ସୁବର୍ଣ୍ଣପୁର,୨୬/୧୧ - ଆଜି ସକାଳୁ ସୋନପୁର ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ବିନିକା ବ୍ଲକ କର୍ତ୍ତଙ୍ଗ ଛକ ଦେଇ ସିଜି ୧୬ସିବି୩୧୧୫ନମ୍ବର ଥିବା ଏକ କାର ଯୋଗେ ସୁଦୁର ଛତିଶଗଡ଼କୁ ଯାଉଥିବା ଏକ ସ୍ୱାମୀ ସ୍ତ୍ରୀ ଯୋଡ଼ିଙ୍କୁ ସନ୍ଦେହରେ ରାସ୍ତାରେ ଅଟକାଇ!-->…
Read More...
Read More...
୧୦୧ ଝଣ୍ଡା ଧରି ବରଗଡ଼ରୁ ଭଟଲି ଯାତ୍ରା କଲେ ଶ୍ୟାମ ଭକ୍ତ
ବରଗଡ଼: ଭାରତର ଦ୍ୱିତୀୟ ଖାଟୁ କୁହାଯାଉଥିବା ଭଟଲିରେ ମହାସମାରୋହରେ ପାଳିତ ହୋଇଯାଇଛି ଭବ୍ୟ ନିଶାନ ଯାତ୍ରା । ବରଗଡ଼ ଜିଲ୍ଲା ଭଟଲି ଠାରେ ରହିଥିବା ବାବା ଶ୍ୟାମ ମନ୍ଦିର ଯାହା ରାଜସ୍ଥାନର ଖାଟୁଠାରେ ଅବସ୍ଥିତ ଖାଟୁ ନରେଶଙ୍କ ପରେ ପରେ ଭାରତରେ ସର୍ବ ବୃହତ ଶ୍ୟାମ ମନ୍ଦିର ଭାବରେ ଜଣାଶୁଣା!-->…
Read More...
Read More...
ଦୁର୍ଗମ ଅଂଚଳରେ ମ୍ୟାଲେରିଆ ଦୂରୀକରଣ ନିମନ୍ତେ ଏଫଟିଡି କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାହଡ ଜଙ୍ଗଲ ଘେରା ଅଂଚଳ ହେତୁ ଏବଂ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଂଚ ହୋଇଥିବାରୁ ମ୍ୟାଲେରିଆ ସଂକ୍ରମଣ ଏକ ସାଧାରଣ ସମସ୍ୟା ହୋଇରହିଛି । ସରକାରଙ୍କ ତରଫରୁ ଏହାର ନିୟନ୍ତ୍ରଣ ନିମନ୍ତେ ଯଥା ସମ୍ଭବ ଚେଷ୍ଟା ଜାରିରହିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର!-->…
Read More...
Read More...
ଦାରିଙ୍ଗବାଡ଼ି ସରକାରୀ (ଏସଏସଡି) ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ
ବାଲିଗୁଡ଼ା/ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସ୍ଥିତ ସରକାରୀ (ଏସ .ଏସ.ଡି )ବିଜ୍ଞାନ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ସୌଜନ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ଆନୁକୁଲ୍ୟରେ ନୂଆ ଓଡିଶା, ଯୁବ ଓଡିଶା, ନବୀନ!-->…
Read More...
Read More...
କଟକ ବାଲିଯାତ୍ରା ପ୍ରଜ୍ଞାପନ ମେଢର ପ୍ରଦର୍ଶନ
ପୁରୀ : କଟକର ଐତିହାସିକ ବାଲିଯାତ୍ରା ପ୍ରତି ବର୍ଷ ରାସ ପୂର୍ଣ୍ଣିମାଠାରୁ ଆରମ୍ଭ ହୁଏ । ବାଲିଯାତ୍ରା ଆମ ଓଡ଼ିଆ ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଅସ୍ମିତାର ପ୍ରତୀକ । ସାଧବ ପୁଅ ବାଣିଜ୍ୟ କରି ସୁନାମ ରଟିଥିଲେ । ସେହି ମହାନ ନୌବାଣିଜ୍ୟ ପରମ୍ପରା ର ସ୍ମୃତି ବହନ କରେ କଟକର ବାଲିଯାତ୍ରା ।!-->…
Read More...
Read More...
ନବରଙ୍ଗପୁର ଅବକାରୀ ଅଧିକ୍ଷକ ଗଙ୍ଗା ପାଇକରାୟଙ୍କ ଘରେ ଭିଜିଲାନ୍ସ ଚଢାଉ
ନବରଙ୍ଗପୁର,(ହୀ.ପ୍ର): ନବରଙ୍ଗପୁର ଅବକାରୀ ଅଧିକ୍ଷକ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁରସ୍ଥ ଭଡ଼ା ଘର, ଅଫିସ, ଜୟପୁରସ୍ଥ ପୈତୃକ ଘର ସହ ୬ଟି ସ୍ଥାନରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ବିଭାଗ ତରଫରୁ ଏକକାଳୀନ ୮ଗୋଟି ଟିମ୍ ଦ୍ୱାରା ଚଢ଼ଉ କରାଯାଇଛି । ସନ୍ଧାନ!-->…
Read More...
Read More...
ମାଣ୍ଡିଆଢିପ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,୧୦୪ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି ।ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୦୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।ପ୍ରକଳ୍ପଟି ହେଉଛି – ଅଙ୍ଗ ନଦୀରେ ମାଣ୍ଡିଆଢିପ!-->…
Read More...
Read More...
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଙ୍କଚୁଡ଼ ବେଶ
ପୁରୀ : ଆଜି କାର୍ତ୍ତିକମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଅତ୍ୟନ୍ତ ଚିତ୍ତାକର୍ଷକ ବାଙ୍କଚୁଡ଼ ବେଶ ଅନୁଷ୍ଠିତ ହୋଇଛି । ଯେତେବେଳେ ଅକ୍ରୁର ଯାଇଥିଲେ ଗୋପପୁରକୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ ସେ ସମୟରେ ବ୍ରଜ ଦାଣ୍ଡରେ ଏହି!-->…
Read More...
Read More...