Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସ୍ୱାଧୀନତା ସଂଗ୍ରାମରେ ପଶ୍ଚିମ ଓଡ଼ିଶାର ଭୂମିକାକୁ ଲୋକଲୋଚନକୁ ଆଣିବାକୁ ଆହ୍ୱାନ
ସମ୍ବଲପୁର: ଭାରତୀୟ ଇତିହାସ ଓ ଗବେଷଣା ପରିଷଦ(ଆଇସିଏଚଆର)ର ପ୍ରାୟୋଜନ କ୍ରମେ ଗଂଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଆନୁକୂଲ୍ୟରେ ଦ୍ୱିଦିବସୀୟ ଜାତୀୟ ସମ୍ପାନ ଆଜି ସମ୍ପନ୍ନ ହୋଇଛି । ଏହି ସମ୍ପାନରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରୋ. ଏନ ନାଗାରାଜୁ, ପ୍ରୋ. ଅଖିଳ ବିହାରୀ ଓତା,!-->…
Read More...
Read More...
ଉତ୍କଳ ଆଲୁମିନା ପକ୍ଷରୁ ମଲ୍ଟି ସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ
ରାୟଗଡା: ଏହି ଅଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଦିଗରେ ନିଜର ନିରନ୍ତର ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଚଳିତ ଅକ୍ଟୋବର ମାସ ୫ ତାରିଖରେ ପୁନରୁତ୍ଥାନ ଭଲ୍ୟୁଣ୍ଟାରୀ!-->…
Read More...
Read More...
ଅଜଣା ଗାଡି ଧକ୍କାରେ ଅଜଗର ମୃତ
ଗଣିଆ : ଗଣିଆ ବ୍ଲକ ତହସିଲ କାର୍ଯ୍ୟାଳୟ ନିକଟରେ ଶୁକ୍ରବାର ସନ୍ଧ୍ୟା ୦୭:୩୦ ମିନିଟ ସମୟରେ ଏକ ୧୦ ଫୁଟର ଅଜଗର ସାପ ରାସ୍ତା ଅତିକ୍ରମ କରିବା ସମୟରେ ଏକ ଅଜଣା ଗାଡି ସାପଟିର ମୁଣ୍ଡରେ ମାଡିଯାଇଥିବାରୁ ଘଟଣା ସ୍ଥଳରେ ଅଜଗର ସାପଟିର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଗଣିଆ!-->…
Read More...
Read More...
ନୂଆଗାଁ ବ୍ଲକର କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାମଲଙ୍କ ଦେହାନ୍ତ
ନୂଆଗାଁ : ନୂଆଗାଁ ବ୍ଲକର କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାମଲଙ୍କ ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ପରଲୋକ ହୋଇଯାଇଛି । ସେ ନୂଆଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ, ପୂର୍ବତନ ବ୍ଲକ ବିଜେଡି ସଭାପତି ଦାୟିତ୍ୱ ତୁଲାଇଥିବା!-->…
Read More...
Read More...
ବାଣିଗୋଛା ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ
ଦଶପଲ୍ଲା : ଆଜି ବାଣିଗୋଛା ପୋଲିସ ପକ୍ଷରୁ ସ୍ଥାନୀୟ ବୀଣାପାଣି କ୍ଲବ୍ ପରିସରରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ବାଣିଗୋଛା ଅଂଚଳର ଜନସାଧାରଣଙ୍କୁ ସାଇବର ଅପରାଧ ଓ ଠକେଇ ଉପରେ ସଚେତନ କରାଯାଇଥିଲା । ବାଣିଗୋଛା ଥାନା ଅଂଚଳଟି ଏକ!-->…
Read More...
Read More...
ଉପଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗର ଚଢାଉ,ଜବତ ହେଲା ୬୧ଟି ଘରୋଇ ଗ୍ୟାସ୍ ସିଲିଣ୍ଡର
ରାୟଗଡା: ରାୟଗଡା ଉପଖଣ୍ଡ ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ସହରରେ ଥିବା ବିଭିନ୍ନ ହୋଟେଲ ଗୁଡିକରେ ବେଆଇନ ଭାବେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର କରାଯାଉଥିବା ନେଇ ଆଜି ଚଢାଉ କରାଯାଇଥିଲା । ବ୍ୟବହୃତ ହେଉଥିବା ତଥା ଗଚ୍ଛିତ ରଖାଯାଇଥିବା ୬୧ଟି!-->…
Read More...
Read More...
ସୌମ୍ୟଶେଖରଙ୍କ ବାପାଙ୍କୁ ଭେଟିଲେ “ମାଇଣ୍ଡ ଗେମ’ ଫିଲ୍ମର ପ୍ରଯୋଜକ
ପାଟଣାଗଡ଼ : ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ଫିଲ୍ମ ମାଇଣ୍ଡ ଗେମର ରିଲିଜ ପୂର୍ବରୁ ଫିଲ୍ମର ପ୍ରଯୋଜକ ଶ୍ରୀଧର ମାର୍ଥା ଘଟଣାରେ ମୃତ ସୌମ୍ୟଶେଖରଙ୍କ ବାପାଙ୍କୁ ତାଙ୍କ ପାଟଣାଗଡ ବ୍ରହ୍ମପୁରା ସ୍ଥିତ ବାସଭବନରେ ଯେଉଁଠାରେ ବୋମାବିସ୍ଫୋରଣ ଘଟିଥିଲା, ସେଠାରେ ଭେଟି!-->…
Read More...
Read More...
ବାଲିଗୁଡା ବିଜେପିର ବିଧାନସଭା କୋର କମିଟି ବୈଠକ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡାକୁ ଦିନିକିଆ ଗସ୍ତରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଆସିଥିବାରୁ ତାଙ୍କୁ ବାଲିଗୁଡାର ଦଣ୍ଡପଦର ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ସେଠାରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ନାରାବାଜି ଦେଇ ସମଗ୍ର ସହର!-->…
Read More...
Read More...
ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ଗୁପ୍ତପୂଜା ଆରମ୍ଭ
ହରଭଙ୍ଗା,୬/୧୦:- ବୌଦ୍ଧଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବାସିନୀ, ବାଉଁଶବଣର ରାଣୀ ମାଁ ଭୈରବୀଙ୍କ ପୀଠରେ ଶୁକ୍ରବାର ଦିନ ୧୬ ପୂଜା ବା ଖଣ୍ଡା ବସା ପର୍ବ ଆରମ୍ଭ ହୋଇଛି । ଅପରାହ୍ନ ୪ଟା ସମୟରେ ମାଁ ଙ୍କ ପାଟ ଖଣ୍ଡା ଦେହୁରୀଙ୍କ ଘରୁ ବାହାରିବା ସହ ବିଜୟ ପ୍ରତିମା ଘଣ୍ଟଛତ୍ର ,!-->…
Read More...
Read More...
ନବବଧୂଙ୍କ ମୃତଦେହ ଉଦ୍ଧାର,ସ୍ୱାମୀ ଗିରଫ
ବ୍ରହ୍ମପୁର: ବଡ଼ ବଜାର ଥାନା ଅର୍ନ୍ତଗତ ଧାନମେରା ସାହିର ଏକ ଘରୁ ଗତ ମଙ୍ଗଳବାର ଦିନ ନବ ବଧୂ ଭୁବନେଶ୍ୱରୀ ମୁଖୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ । ଏ ନେଇ ମୃତ ଭୁବନେଶ୍ୱରୀଙ୍କ ବାପା ଲିଙ୍ଗରାଜ ମୁଖୀ ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ଏକ ଯୌତୁକ!-->…
Read More...
Read More...