Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଚତୁର୍ଥ ସନ୍ଧ୍ୟା
ହରଭଙ୍ଗା : ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଚତୁର୍ଥ ସଂଧ୍ୟା ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଚତୁର୍ଥ ସଂଧ୍ୟାରେ ଆଞ୍ଚଳିକ କଳାକାରଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ କଳା ପରିବେଷଣ କରାଯାଇ ଥିଲା ଓ ମାଙ୍କ ଠାରେ!-->…
Read More...
Read More...
ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ,ଗଜପତି ଶାଖା ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ବିସ୍ମୟ କାରୁ କଳା ଜାତୀୟ ସ୍ତରରେ ଓଡିଶାର ଆଜି ବହୁ ପ୍ରଶଂସିତ ବୋଲି ଆଜିର ମୁଖ୍ୟ ଅତିଥି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଥିଲେ । ଗଜପତି ଜିଲ୍ଲାରେ ତିନୋଟି କେନ୍ଦ୍ର ମଧ୍ୟରୁ ପୌରାଞ୍ଚଳର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର -୦୧ରୁ ୨୨୫ଜଣ!-->…
Read More...
Read More...
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଦୁଇ ଜଣିଆ ଟିମ ଭିତ୍ତିଭୂମି ପରଖିଲେ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ରହିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ସାଙ୍ଗକୁ ଉନ୍ନତ ଶିକ୍ଷା ବ୍ୟବସ୍ଥାକୁ ପରଖିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଦୁଇ ଜଣିଆ ଟିମ ଭୁବନେଶ୍ୱରରୁ କନ୍ଧମାଳ ଜିଲ୍ଲା ଆସି ତିନି ଦିନ ବିଭିନ୍ନ ବିଦ୍ୟାଳୟ ବୁଲି ଦେଖିଛନ୍ତି । ପ୍ରଥମ!-->…
Read More...
Read More...
ହବିଷ୍ୟାଳୀ ମା’ମାନଙ୍କୁ ଶାଲ ବଣ୍ଟନ
ପୁରୀ :ହବିଷ୍ୟାଳୀ ମା ମାନଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପରାମର୍ଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାଲ ବଣ୍ଟନ କରାଯାଇଛି । ଆଜି ପୂର୍ବାହ୍ନରେ ବୃନ୍ଦାବତୀ ନିବାସ ଠରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ!-->…
Read More...
Read More...
ବାଲିଗୁଡ଼ା ଥାନା ଅଞ୍ଚଳରେ ଆରମ୍ଭ ହେଲା ଅପରେସନ୍ ନୀଳ ଜହର
ବାଲିଗୁଡ଼ା: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବାଲିଗୁଡ଼ା ଥାନା ଅଞ୍ଚଳରେ ଆରମ୍ଭ ହେଲା ଅପରେସନ୍ ନୀଳ ଜହର । କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳର ଲୋକେ କୁଚକ୍ରିଙ୍କ ପ୍ରୋଲଭନରେ ପଡ଼ି ନିଜ ବ୍ୟବସାୟ ଛାଡ଼ି ରାତାରାତି କୋଟିପତି ହେବାର!-->…
Read More...
Read More...
ଆରମ୍ଭ ହେଲା ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ
ପୁରୀ : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ । ତେବେ ମରାମତି କାର୍ଯ୍ୟ ପାଇଁ ଲୁହା ପାଇପ୍ ସ୍କାଫୋଲ୍ଡିଙ୍ଗକୁ ସଂଯୋଗ କରାଯାଇ ଏକ ୱାର୍କିଙ୍ଗ ପ୍ଲାଟଫର୍ମ ତଥା ଭାରା ତିଆରି ହେବ । ସେଠାରେ ଏଏସାଆଇ କର୍ମଚାରୀ ରହି ନାଟମଣ୍ଡପର ମରାମତି!-->…
Read More...
Read More...
ବୁଣାକାର ମହାସଂଘର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
କଟକ: ଓଡିଶା ବୁଣାକାର ମହାସଂଘ ପକ୍ଷରୁ ବୁଣାକାରମାନଙ୍କ ସମସ୍ୟା ସମ୍ବଳିତ ୬ ଗୋଟି ପ୍ରସ୍ତାବ ପୂରଣ ନିମନ୍ତେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରସ୍ତାବଗୁଡିକ ମଧ୍ୟରୁ ଜଣେ ବୁଣାକାରର ପକ୍କା ଘରଟିଏ ଥିଲେ ମଧ୍ୟ ଲୁଗା ବୁଣୁଥିବା ପ୍ରତ୍ୟେକ ବୁଣାକାରଙ୍କୁ ୧ ଲକ୍ଷ!-->…
Read More...
Read More...
ବିଜେପିରେ ମିଶିଲେ ପୂର୍ବତନ ଆଇଆର୍ଏସ୍ ଅଧିକାରୀ ସମ୍ବିତ୍ ତ୍ରିପାଠୀ
କଟକ: ପଦ୍ମ ଧରିଲେ ପୂର୍ବତନ ଆଇଆର୍ଏସ୍ ଅଧିକାରୀ ସମ୍ବିତ ତ୍ରିପାଠୀ । ପ୍ରଧାନମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ଏହି ପୂର୍ବତନ ପ୍ରାଶାସନିକ ଅଧିକାରୀ । କଟକ ଜିଲ୍ଲା ବଡମ୍ବାରେ ଦଳର ଯେଉଁ ସଂଗଠନ ଅଛି ତାହା ବହୁତ ସୁଦୃଢ ଅଛି । ତୃଣମୂଳ!-->…
Read More...
Read More...
ଭାରତୀୟ ଦଳର ବିଜୟ ପାଇଁ ଇଷ୍ଟଦେବୀ ସୁରେଶ୍ୱରୀଙ୍କ ଠାରେ ଦୀପଦାନ
ସୁବର୍ଣ୍ଣପୁର : ଆଜି ବହୁ ପ୍ରତିକ୍ଷିତ କ୍ରିକେଟ୍ ୱାର୍ଲ୍ଡ କପ୍ର ଫାଇନାଲ ମ୍ୟାଚ୍ । ଏଥିରେ ଭାରତୀୟ କ୍ରିକେଟ ଦଳ ଓ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ମଧ୍ୟରେ ହେବ ମହାସମର । ଏହି ଖୁସିରେ ଭାରତୀୟ କ୍ରିକେଟ୍ ଦଳ ର ବିଜୟ ପାଇଁ ଶୁଭ ମନାସି ଆଜି ମାଁ ସୁରେଶ୍ୱରୀଙ୍କ ଠାରେ ସ୍ୱଚ୍ଛ ଭାରତ,!-->…
Read More...
Read More...
ବିଶାଳ ବିଶ୍ୱକପ ପ୍ରତିକୃତି ତିଆରି କରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
ପୁରୀ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୨୦୨୩ ବିଶ୍ୱକପ କ୍ରିକେଟ ମ୍ୟାଚ୍ର ଫାଇନାଲ ମ୍ୟାଚ୍ । ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଇତିହାସ ରଚିବାକୁ କ୍ରିକେଟ ପ୍ରେମୀ ପ୍ରାର୍ଥନା କରୁଛନ୍ତି । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସ୍ୟାଣ୍ଡ!-->…
Read More...
Read More...