Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନିଆଁ ଲାଗି ପାଉଁଶ ହେଲା ୩ ଗଦା ଧାନ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଠାରେ ପ୍ରାୟ ୭ ଏକର ଜମିର ୩ ଜଣ ଚାଷୀଙ୍କର ୩ ଗୋଟି ଧାନ ଗଦାରେ ନିଆଁ ଲାଗି ନଷ୍ଟ ହୋଇଯାଇଛି । ଆଜି ଦିନ ଦ୍ୱିପହରରେ ସାଢେ଼ ତିନି ଘଣ୍ଟ ସମୟରେ ନୂଆଗାଁର ତୁଳା ରାମ ମାଝୀ, ନବୀନ ମାଝୀ ଓ!-->…
Read More...
Read More...
କୁମ୍ଭକାରମାନଙ୍କ ୫ ଦିନିଆ କୁରାଳ ପଞ୍ଚମୀ ପର୍ବ ଆରମ୍ଭ
ପୁରୀ: ଶ୍ରୀକ୍ଷେତ୍ର ସମେତ ସମଗ୍ର ଓଡିଶାରେ କୁମ୍ଭକାରମାନଙ୍କ ପବିତ୍ର କୁରାଳପଞ୍ଚମୀ ପର୍ବ ଆଜିଠାରୁ ଆରମ୍ଭ ହୋଇଛି । ମାର୍ଗଶୀର ଶୁକ୍ଳ ପଞ୍ଚମୀ ତିଥିରୁ ଏହି ପର୍ବ ପାରମ୍ପରିକ ରୀତି ଅନୁସାରେ ୫ ଦିନ ପାଳିତ ହୋଇ ଆସନ୍ତା ୨୧ ତାରିଖରେ ଉଦ୍ଯାପିତ ହେବ । ସ୍ଥାନୀୟ କୁମ୍ଭାରପଡା, ଜେନାପୁର,!-->…
Read More...
Read More...
ଶ୍ରୀମନ୍ଦିରରେ ପଲିଥିନ ବ୍ୟବସ୍ଥା ଉପରେ ପୁଣି ଲାଗିଲା କଟକଣା
ପୁରୀ : ଶ୍ରୀମନ୍ଦିରରେ ପଲିଥିନ ବ୍ୟବସ୍ଥା ଉପରେ ପୁଣି ଲାଗିଲା କଟକଣା । ଏଣିକି ଭକ୍ତ ହୁଅନ୍ତୁ କିମ୍ବା ସେବାୟତ କେହି ବି ମନ୍ଦିର ଭିତରେ ପଲିଥିନ ବ୍ୟବହାର କରିପାରିବେ ନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବରୁ ପଲିଥିନ!-->…
Read More...
Read More...
ଗଡଜାତ ସାଂସ୍କୃତିକ ମହୋତ୍ସବ ଉଦଘାଟିତ
ବୌଦ୍ଧ,୧୫/୧୨:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ହାଇସ୍କୁଲ ପଡିଆଠାରେ ସପ୍ତମ ଗଡଜାତ ଲୋକ ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ମ୍ରୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ । ବୌଦ୍ଧ ଗଡଜାତର କଳା, ସଂସ୍କୃତି ଓ!-->…
Read More...
Read More...
୧୪୭ ଆସନରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଠିଆ ହେବି: କାର୍ତ୍ତିକ
ଭୁବନେଶ୍ୱର ୧୫ା୧୨: ମୋର କୌଣସି ପଦପଦବୀ ଆଶା ନାହିଁ; ଆଗାମୀ ନିର୍ବାଚନରେ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ୟର ୧୪୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ, ଅର୍ଥାତ୍ ମୁଖ୍ୟମନ୍ତ୍ରୀ ସମସ୍ତ ୧୪୭ ଆସନରେ ଠିଆ!-->…
Read More...
Read More...
ପୁଣି ପୁରୁଣାକଟକ ଥାନା ଅଞ୍ଚଳରୁ ବାଇକ୍ ଚୋରି, ଟେର ପାଉନି ପୁଲିସ
ହରଭଙ୍ଗା : ପୁରୁଣାକଟକ ଥାନାକୁ ଚାଲେଞ୍ଜ କାରି ପୁଣି ବାଇକ ଚୋରି । ଟେର ପାଉନି ପୋଲିସ । ବାରମ୍ବାର ଚୋରି ପରେ ପୋଲିସ ପ୍ରଶାସନ ଉପରେ ସାଧାରଣ ଜନତାଙ୍କ ଅସ୍ଥା ତୁଟୁଛି । ଯାହାର ସତ୍ୟ ଘଟଣା ଆଜି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ମିଳିଥିବା ଖବର ଅନୁସାରେ ଗତ!-->…
Read More...
Read More...
ଗଜସାଥୀ ପ୍ରଶିକ୍ଷଣ ଶିବିର
ନୂଆଗାଁ : ନୟାଗଡ଼ ଜିଲ୍ଲା ସଂପଡା ମେଗା ନର୍ସରୀ ମଧ୍ୟରେ ଗଜସାଥୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଶିବିର ଅନୁଷ୍ଠିତ ହୋଇଯାଛି । ଜଙ୍ଗଲ ମଧ୍ୟରେ ହାତୀଙ୍କ ସୁରକ୍ଷା ଲାଗି ପ୍ରତିବର୍ଷ ଏହି ପ୍ରଶିକ୍ଷଣ!-->…
Read More...
Read More...
ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷକୁ ବୃଦ୍ଧି କରିଛନ୍ତି।ସୂଚନାଯୋଗ୍ୟ ଯେ, ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି। ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫!-->…
Read More...
Read More...
ନିଆଁ ନିୟନ୍ତ୍ରଣ ପାଇଁ ବନବିଭାଗ, ପୋଲିସ ପ୍ରଶାସନ ଓ ଅଗ୍ନିଶମର ମିଳିତ ବୈଠକ
ହରଭଙ୍ଗା : ହରଭଙ୍ଗା ବ୍ଲକ ବୀରନରସିଂପୁର ସ୍ଥିତ ସ୍ଥାୟୀ ନର୍ସରୀଠାରେ ଆଗାମୀ ଗ୍ରୀଷ୍ମ ଋତୁରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାର ତିନିଗୋଟି ବିଭାଗକୁ ନେଇ ଏକ ସଚେତନତା ବାର୍ତ୍ତା ସହିତ ମଗଡ୍ରିଲ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବନ!-->…
Read More...
Read More...
କୋଟସମଲାଇ ମଣ୍ଡିରୁ ଆରମ୍ଭ ହେଲା ନବନିର୍ମାଣ କୃଷକ ସଙ୍ଗଠନର ମଣ୍ଡି ଚାଲ ଅଭିଯାନ
ସୁବର୍ଣ୍ଣପୁର:ଆଜି ସୋନପୁର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ “ମଣ୍ଡି ଚାଲ ଅଭିଯାନ” ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାରଙ୍କ ନେତୃତ୍ୱରେ ସଂଗଠନର ଅନ୍ୟ କର୍ମକର୍ତ୍ତାମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ । ସଂଗଠନର ପ୍ରତିନିଧିମାନେ ଉଲୁଣ୍ଡା ବ୍ଲକ୍ର!-->…
Read More...
Read More...