Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କନ୍ଧମାଳର ଶିକ୍ଷୟତ୍ରୀ ପାଇଲେ ନେସନ ବିଲ୍ଡର ଆୱାର୍ଡ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଗୁଡ୍ରିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଛବିଲତା ନାୟକ ପାଇଲେ ଗଞ୍ଜାମ ଜିଲ୍ଲା ଅନ୍ତଃର୍ଜାତୀୟ ରୋଟାରୀ ତରଫରୁ ନେସନ ବିଲ୍ଡର ଆୱାର୍ଡ । ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ!-->…
Read More...
Read More...
ବିଜେଡିର ଆରମ୍ଭ ହେଲା ଜନସମ୍ପର୍କ ପଦଯାତ୍ରା
ଫୁଲବାଣୀ: ଆଜି ହେଉଛି ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଏହି ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଠାରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଚାରୋଟି ବ୍ଲକ ଏବଂ ମୁନିସିପାଲିଟିକୁ ନେଇ ଦଶ ଦିନିଆ ଜନସମ୍ପର୍କ ପଦଯାତ୍ରା ଜିଲ୍ଳା ସଭାପତି ସରୋଜ କର୍ଣ୍ଣଙ୍କ!-->…
Read More...
Read More...
ଆରଢିପା ପାଇଲା ଶ୍ରେଷ୍ଠ ପାଣି ପଞ୍ଚାୟତ ପୁରସ୍କାର
ଚମ୍ପୁଆ: ଓଡିଶା ଉଠା ଜଳସେଚନ ନିଗମରେ ୫୧ ତମ ପ୍ରତିଷ୍ଠା ଦିବସରେ ଚମ୍ପୁଆ ଉଠା ଜଳସେଚନ ବିଭାଗରେ କଙ୍କଡା ଗ୍ରାମର ଆରଢିପା ପାଣି ପଞ୍ଚାୟତକୁ ଶ୍ରେଷ୍ଠ ପାଣି ପଂଚାୟତ ଭାବେ ପୁରସ୍କୃତ କରାଯାଇଛି । ଗୁରୁ କେଳୁଚରଣ ମହାପାତ୍ର ଓଡିଶା ଗବେଷଣା କେନ୍ଦ୍ର ଭୁବନେଶ୍ୱର ଅନୁଷ୍ଠିତ ପ୍ରତିଷ୍ଠା!-->…
Read More...
Read More...
ଗାନ୍ଧୀ ଜୟନ୍ତୀରେ ଦଳିତ ବର୍ଗର ୫ ଜଣ ବିଶେଷ ବ୍ୟକ୍ତି ସମ୍ବର୍ଦ୍ଧିତ
ସମ୍ବଲପୁର: ସମଗ୍ର ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଉଥିବା ବେଳେ, ସମ୍ବଲପୁରରେ ଭାଜପା ପକ୍ଷରୁ ସ୍ଥାନୀୟ କମିଶନର୍ସ କଲୋନୀ ଗାନ୍ଧୀ ଶିଶୁ ଉଦ୍ୟାନ ସ୍ଥିତ ମହାତ୍ମା ଗାନ୍ଧୀଜୀଙ୍କ!-->…
Read More...
Read More...
ସାଇବର ସୁରକ୍ଷା ସଚେତନତା ରଥ ଉଦଘାଟିତ
ପୁରୀ : ଆଜି ଅପରାହ୍ନରେ ପୁରୀ ଟାଉନ ଥାନା ସମ୍ମୁଖରେ ସାଇବର ସୁରକ୍ଷା ରଥକୁ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି ଡା କନୱର ବିଶାଲ ସିଂ ପତାକା ଦେଖାଇ ଉଦଘାଟନ କରିଛନ୍ତି ।ଏହି ରଥ ସାଇବର ଠକେଇ ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇବା ସହ ସାଧାରଣ ଜନତାଙ୍କ ଦାୟିତ୍ୱ ସମ୍ପର୍କରେ ମଧ୍ୟ ଅବଗତ!-->…
Read More...
Read More...
୪୩ ବର୍ଷରେ ପଦାର୍ପଣ : ଭଙ୍ଗା ଗୃହରେ ବିପଦସଙ୍କୁଳ ଅବସ୍ଥାରେ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ, ପ୍ରଶାସନର ନିଘା ନାହିଁ
ବାଲିଗୁଡ଼ା: ଭଙ୍ଗା ଶ୍ରେଣୀ ଗୃହରେ ବିପଦ ସଂକୁଳ ଅବସ୍ଥାରେ ଏବଂ ବାରଣ୍ଡାରେ ଭବିଷ୍ୟତ ଗଢା ଚାଲିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକରେ । ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତର ମେଣ୍ଡିପାଙ୍ଗା ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ୪୩ ବର୍ଷରେ ପଦାର୍ପଣ!-->…
Read More...
Read More...
ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୩ ପାଳିତ
ଫୁଲବାଣୀ : ଜିଲ୍ଲା ପ୍ରଶାସନ କନ୍ଧମାଳ ଓ ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଆଜି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୩ ମହାସମାରୋହର ସହିତ ପାଳିତ ହୋଇଯାଇଛି ।
ଏହି ଉପଲକ୍ଷେ!-->!-->!-->…
Read More...
Read More...
ରାସ୍ତା କଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ଉଲୁଣ୍ଡା: ନବଜାତ ଶିଶୁପୁତ୍ର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ଗାଁମୁଣ୍ଡ ରାସ୍ତାରୁ ଆଜି ସକାଳୁ ଏହି ନବଜାତ ଶିଶୁପୁତ୍ରଟି ଉଦ୍ଧାର ହୋଇଛି । ରାତିରେ ଜନ୍ମ ହୋଇଥିବା ଏହି ଶିଶୁପୁତ୍ରଟିକୁ କେହି ଏକ ବ୍ୟାଗରେ ପୁରାଇ ରାସ୍ତାକଡରେ ରଖି ଦେଇଥିବାବେଳେ ଗାଁର!-->…
Read More...
Read More...
ବୌଦ୍ଧ ମହାନଦୀ ଆଳତୀ ଘାଟରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କାର୍ଯ୍ୟକ୍ରମ
ବୌଦ୍ଧ,୧/୧୦:- ଭାରତ ସରକାରଙ୍କ ପକ୍ଷରୁ ଆଜି ନିଜ ପରିସରରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କରିବାକୁ ପରାମର୍ଶ ଦିଆଯାଇଛି । ଭାରତ ସ୍ୱାଭିମାନ ନ୍ୟାସ ବୌଦ୍ଧ ଶାଖା ପକ୍ଷରୁ ମହାନଦୀ ଆଳତୀ ଘାଟ ପରିସରକୁ ସଫେଇ କରାଯାଇଥିଲା । ମହାନଦୀକୁ ପରିମଳ ମୁକ୍ତ ଓ ସ୍ୱଚ୍ଛ କରିବା ପାଇଁ ବ୍ୟବହାର କରୁଥିବା!-->…
Read More...
Read More...
ରାଜ୍ୟ ବିଦ୍ୟାଳୟସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ଉଦ୍ଯାପିତ ବାଳିକାରେ କଟକ ଓ ବାଳକରେ ଭୁବନେଶ୍ୱର ଚଂପିଆନ
ବୌଦ୍ଧ,୧/୧୦:- ଦୁଇଦିନ ଧରି ସ୍ଥାନୀୟ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଦ୍ୟାଳୟସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ କ୍ରୀଡାସଂଗଠନ ଓ ବୌଦ୍ଧ ଜିଲ୍ଲା କ୍ରୀଡା ସଂଗଠନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି!-->…
Read More...
Read More...