Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାଳ ହେଲା ମାଛ ଧରିବା, ପାଣିରେ ବୁଡି ଧୀବର ମୃତ
ହରଭଙ୍ଗା : ଜୀବନ ଜୀବିକା ନେଲା ନିରୀହ ଜୀବନ । ଏମିତି ଏକ ଘଟଣା ଆଜି ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ଅନ୍ତର୍ଗତ କୃଷ୍ଣ ପାଲି ଗ୍ରାମରେ ଘଟିଛି । ସୂଚନା ମୁତାବକ କୃଷ୍ଣ ପାଲି ଗ୍ରାମର ସୁନିଲ ବେହେରା (୩୫)ଜଣେ ଧିବର (କୈବର୍ତ୍ତ )ସମ୍ପ୍ରଦାୟର ହୋଇଥିବା ବେଳେ ନିଜ କୁଳ ବେଉସା ମାଛ ମାରି!-->…
Read More...
Read More...
ମହାନଦୀରେ ହରଗୌରୀଙ୍କ ଭଷାଣୀ ସହ ଉଦଯାପିତ ହେଲା ହରଗୌରୀ ଯାତ୍ରା
ସୁବର୍ଣ୍ଣପୁର : ନଅଦିନ ବ୍ୟାପି ସହରର ଢେରାପଡା ଠାରେ ଚାଲିଥିବା ହରଗୌରୀ ଯାତ୍ରା ଆଜି ଉଦଯାପିତ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ହରଗୌରୀ ବିଭିନ୍ନ ଦ୍ୱାରରେ ପୂଜା ପାଇବା ପରେ ଉଭୟ ଦେବଦମ୍ପତିଙ୍କୁ ଏକ ସୁସଜ୍ଜିତ ଗାଡି ଉପରେ ବସାଯାଇଥିଲା । ପରେ ମଧ୍ୟରାତ୍ରୀରେ ବିଭିନ୍ନ!-->…
Read More...
Read More...
ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଗଜପତି ଜିଲ୍ଲାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡ଼ିଓ ପକ୍ଷରୁ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି ।ଏହି ଦୁଇ ଦିନିଆ ମେଗା ନୃତ୍ୟ ପ୍ରତିଯୋଗୀତାକୁ ପାରଳାଖେମୁଣ୍ଡି ପୌରଧ୍ୟକ୍ଷା ନିର୍ମଳା ସେଠୀ!-->…
Read More...
Read More...
କୁଳତା ଯୁବ ସମ୍ମୁଖ୍ୟ ତରଫରୁ ମାଗଣା ମେଗା ଆୟୁର୍ବେଦିକ ସ୍ୱାସ୍ଥ୍ୟ ଶିବିର
ପାଟଣାଗଡ଼:ପାଟଣାଗଡ଼ ବ୍ଲକ ସ୍ଥାନୀୟ ଗଡ଼ଭିତର ଭୁଲିଆ ସମାଜ ଧର୍ମଶଳା ଠାରେ କୂଳତା ଯୁବ ସମୁଖ୍ୟ ତରଫରୁ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ଼ ପୀତବାସ ସା ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଶୁଭ ଉଦଘାଟନ!-->…
Read More...
Read More...
ଜିଲ୍ଲା ସ୍ତରୀୟ ସୁରଭି ଓ ମିଲେଟସ ପ୍ରତିଯୋଗିତା
ବୌଦ୍ଧ :ସ୍ଥାନୀୟ ଟାଉନହଲ ଓ ଭିକାରି କଳାମଣ୍ଡପ ଠାରେ ଜିଲ୍ଲସ୍ତରୀୟ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ ସୁରଭି ଓ ଓଡିଶା ମିଲେଟସ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ଉଦଘାଟନ କରି ମିଲେଟସର ଉପାଦେୟତା କହିଥିବା ବେଳେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ!-->…
Read More...
Read More...
କଟକ ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ କର୍ମଶାଳା
କଟକ: ଏଆଇଟିୟୁସି ସମ୍ବନ୍ଧିତ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ କଟକ ଜିଲ୍ଲାର ବିଶେଷ କର୍ମଶାଳା ବାରବାଟୀ ଷ୍ଟାଡିୟମଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଗୋବିନ୍ଦଚନ୍ଦ୍ର ନାୟକ ସଭାପତିତ୍ୱ କରିଥିବା ବେଳେ ଇସକଫ ଜାତୀୟ ସଂପାଦକ ବିଜୟ କୁମାର ପଢିହାରୀ, ରାଜ୍ୟ ନିର୍ମାଣ ଶ୍ରମିକ!-->…
Read More...
Read More...
ସ୍ମାର୍ଟ ସ୍କୁଲରେ ‘ସ୍ମାର୍ଟଲଭ୍’ ର ଫର୍ମୁଲା ଶିଖାଉଛନ୍ତି ଶିକ୍ଷକ!
ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଲଭ୍ର ଫର୍ମୁଲା ଶିଖାଉଛନ୍ତି ଶିକ୍ଷକ! ସାର୍ଙ୍କ ଫର୍ମୁଲାକୁ ପ୍ରୟୋଗ କରି ଯେଉଁମାନେ ସଫଳ ହେଉଛନ୍ତି, ସେମାନଙ୍କୁ ଭାଇରାଲ୍ କରିଦେବାର ଧମକ ଦେଉଛନ୍ତି। ଏଥିସହ ରାତି ଅଧିଆ ଛାତ୍ରୀଙ୍କ ସହିତ ଅଶ୍ଲୀଳ ଚାଟିଂ କରୁଛନ୍ତି। ଏପରି ଅଭିଯୋଗ ଭଦ୍ରକ ଜିଲ୍ଲାରୁ ଆସିଛି।!-->…
Read More...
Read More...
କାମ କଲାନି ପାୱାର, ଜେଲ୍ରେ କଟିଲା ବିବାଦୀୟ ପ୍ରଯୋଜକଙ୍କ ରାତି
ଜେଲରେ ବିନା ଫୋନ୍ ରେ ଏବଂ ବିନା ଏସି ରୁମ୍ ରେ ଟୁଟୁଙ୍କ ରାତି କଟିଛି। ଜାମିନ୍ ନାମଞ୍ଜୁର ହେବାପରେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକଙ୍କର ଶନିବାର ରାତି ଝାରପଡା ଜେଲରେ ପରିସର ରେ କଟିଛି । ସାମ୍ବାଦିକାଙ୍କ ଅଭିଯୋଗ ପରେ ପୁଲିସ ଟୁଟୁଙ୍କୁ!-->…
Read More...
Read More...
ମହେଶ୍ୱର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ଜାଳିଲେ ବିଜେଡି କର୍ମୀ
ପୁରୀ : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ପୁରୀ ବିଜେଡି ତରଫରୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି । ଏହି ଅବସରରେ ସବ୍ୟସାଚୀ ମହାପାତ୍ର, ସୁରେନ୍ଦ୍ର ନାଥ ଦାଶ, କୃଷ୍ଣଚନ୍ଦ୍ର ପଣ୍ଡା, ବିଶ୍ୱନାଥ ରାଓ, ଶ୍ରୀପ୍ରକାଶ ମିଶ୍ର,!-->…
Read More...
Read More...
ସାପ କାମୁଡ଼ାରେ ମହିଳା ଗୁରୁତର,ବିଷ ଟାଣିବାକୁ ଯାଇ ଜଣେ ବ୍ୟକ୍ତି ଗୁରୁତର
ବାଲିଗୁଡ଼ା: ଶିଆଳି ପତ୍ର ତୋଳୁଥିବା ବେଳେ ସାପ କାମୁଡାରେ ମହିଳା ଗୁରୁତର । ବିଷ ଟାଣିବାକୁ ଯାଇ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର । ଉଭୟେ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ପଞ୍ଚାୟତର ସାପାକାମ୍ପା ଗାଁ ରେ!-->…
Read More...
Read More...