Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶିକ୍ଷାନୁଷ୍ଠାନରେ ସାମୁହିକ ଗାୟନ ହେଲା ବନ୍ଦେ ମାତରମ୍
ଭୁବନେଶ୍ୱର: ଓଡ଼ିଶା ଗାଇଲା 'ବନ୍ଦେ ମାତରମ୍' । 'ବନ୍ଦେ ମାତରମ୍'ର ସଙ୍ଗୀତର ୧୫୦ ତମ ଶତବାର୍ଷିକୀ ପାଳିତ। ସମସ୍ତ ଶିକ୍ଷାନୁଷ୍ଠାନରେ ସାମୁହିକ ଗାୟନ ହେଲା ବନ୍ଦେ ମାତରମ୍। ଦିନ ୧୧ଟା ବେଳେ ଏକାଠି ଗାଇଲା ସାରା ରାଜ୍ୟ। ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ସାମୂହିକ ‘ବନ୍ଦେ!-->…
Read More...
Read More...
ରାଉରକେଲା ବିମାନ ଦୁର୍ଘଟଣା,ସ୍ଥିତି ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ
ରାଉରକେଲା : ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ। ସ୍ଥିତି ଅନୁଧ୍ୟାନ କଲେ ବିଭୂତି ଜେନା। କହିଲେ ଦୁର୍ଘଟଣା ଅଭାବନୀୟ ଥିଲା, ହେଲେ ଭଗବାନ ରକ୍ଷା କରିଦେଲେ। ସମସ୍ତଙ୍କୁ ତତ୍କାଳ ଉଦ୍ଧାର କରାଯାଇଥିଲା। ଆହତଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ ସରକାର ପ୍ରସ୍ତୁତ। କାହିଁକି!-->…
Read More...
Read More...
ସ୍ପାନିସ ସମେତ ୧୩ଟି ଭାଷାରେ ପ୍ରକାଶିତ କୁଦୋପାଲି ପୁସ୍ତକ ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ :…
ନୂଆଦିଲ୍ଲୀ:କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତ ମଣ୍ଡପମ୍ ଠାରେ 'ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା (ଏନଡିଡବ୍ଲୁବିଏଫ) ୨୦୨୬'ର ଉଦଘାଟନ କରିଛନ୍ତି । ଏହି ବର୍ଷର ମେଳାରେ ଓଡ଼ିଶାର ୧୮୫୭ ସଂଗ୍ରାମର ଅନାଲୋଚିତ ଅଧ୍ୟାୟ 'କୁଦୋପାଲି'କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି ।!-->…
Read More...
Read More...
ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତରେ ଯାଇ ସେଠାରେ ଜିଲ୍ଲା ପାଇଁ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି । ସୂଚନା ଯୋଗ୍ୟ ଯେ ସେଥିରୁ ୫୭ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ୧୪ଟି!-->…
Read More...
Read More...
ଏଣିକି ପିଲା ସ୍କୁଲ ନଆସିଲେ, ଘରକୁ ଯିବେ ଶିକ୍ଷକ
ଭୁବନେଶ୍ୱର ଡ୍ରପ୍ ଆଉଟ୍ ହାର ବଢ଼ୁଛି । ଏହାକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର । ଯଦି କୌଣସି ପିଲା ସ୍କୁଲକୁ ସପ୍ତାହେ ଧରି ନଆସନ୍ତି ଘରକୁ ସ୍କୁଲ କର୍ତ୍ତୃପକ୍ଷ ଯିବେ । କାହିଁକି ସ୍କୁଲ ଆସୁନି? କ’ଣ ଅସୁବିଧା ରହିଛି? ଏସବୁର ତଥ୍ୟ ସଂଗ୍ରହ କରିବେ । ପିତାମାତା ସହ ଆଲୋଚନା କରିବେ ।!-->…
Read More...
Read More...
ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା
ଫୁଲବାଣୀ : କନ୍ଧମାଳ ଜିଲ୍ଲା କନ୍ଧମାଳ ଷ୍ଟାଡିୟମ୍ ଫୁଲବାଣୀ ଠାରେ ଗତ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫/୨୬ ଅନୁଷ୍ଠିତ ହୋଇଯାଇଅଛି। କନ୍ଧମାଳ ମହୋତ୍ସବ, ପଲ୍ଲୀଶ୍ରୀ ମେଳା, କୃଷି ଯନ୍ତ୍ରପାତି ମେଳା ସହିତରେ ମତ୍ସ୍ୟ ପ୍ରାଣୀସମ୍ପଦ ମେଳାର ଶୁଭ ଉଦଘାଟନ!-->…
Read More...
Read More...
ଥରୁଛି ସାରା ଓଡିଶା, ରେକର୍ଡ ଭାଙ୍ଗୁଛି ଶୀତ
ଭୁବନେଶ୍ବର: ସାରା ରାଜ୍ୟରେ ପ୍ରବଳ ଶୀତ ପ୍ରକୋପ ଜାରି ରହିଛି। ମାଘ ଆରମ୍ଭରୁ ହାଡ଼ଭଙ୍ଗା ଜାଡ଼ରେ ଥୁରୁ ଥୁରୁ ହେଉଛି ସାରା ଓଡ଼ିଶା। କନ୍ଧମାଳ ଜିଲାର ଘୁ. ଉଦୟଗିରିରେ ପାରଦ ୨.୬ ଡିଗ୍ରୀକୁ ଖସିଛି। ରାଉରକେଲାରେ ରାତି ତାପମାତ୍ରା ୩.୬ ଡିଗ୍ରୀ ରହିଥିଲା। ସମତଳ ଅଞ୍ଚଳ ମଧ୍ୟରେ ରାଉରକେଲା!-->…
Read More...
Read More...
ନୂଆ ଦଳ ଗଠନ ନେଇ ଏମିତି କହିଲେ ମହମ୍ମଦ ମୋକିମ୍
ଭୁବନେଶ୍ଵର: ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ୍ ଙ୍କ ବଡ଼ ଘୋଷଣା। ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ। ମୋକିମ୍ କହିଛନ୍ତି ଯେ, 'ନୂଆ ଦଳ ନେଇ ସମୀକରଣ ଚାଲିଛି, ପୂରା ରାଜ୍ୟରୁ ମତାମତ ନିଆଯାଉଛି। ବଡ଼ କାର୍ଯ୍ୟକ୍ରମ ପୂର୍ବରୁ ଅନେକ ପରାମର୍ଶ ଆବଶ୍ୟକ। ପର୍ଯ୍ୟାୟ କ୍ରମେ ଆଗକୁ ବଢୁଛୁ, ମାର୍ଚ୍ଚ!-->…
Read More...
Read More...
କ୍ୟାବିନେଟରେ ୮ ଟି ବିଭାଗର ୧୧ଟି ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ୱର :ଆଜି ରାଜ୍ୟ କ୍ୟାବିନେଟର ୩୪ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ!-->…
Read More...
Read More...
ଯାତ୍ରା ଖଳନାୟକ କାହ୍ନୁଚରଣ ସ୍ୱାଇଁଙ୍କ ପରଲୋକ
କେନ୍ଦୁଝର: ପୁଣି ଜଣେ ଯାତ୍ରା କଳାକାରଙ୍କ ମୃତ୍ୟୁ ହୋଇଛି । ଯାତ୍ରା ଖଳନାୟକ କାହ୍ନୁଚରଣ ସ୍ୱାଇଁଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାହ୍ନୁ ଓଡ଼ିଶାର ପ୍ରମୁଖ ଯାତ୍ରାନୁଷ୍ଠାନରେ କାମ କରିବା ବେଳେ ବଳିଷ୍ଠ ଅଭିନୟ ଦ୍ୱାରା ଦର୍ଶକଙ୍କୁ ନିଜ ଆଡକୁ ଆକୃଷ୍ଟ କି ରଖିଥିଲେ ।!-->…
Read More...
Read More...