Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁରୀରେ ମହିଳାଙ୍କ ହାତରୁ ଝାମ୍ପିନେଲେ ୩ ଲକ୍ଷ ଟଙ୍କା
ପୁରୀ : ପୁରୀରେ ମହିଳାଙ୍କ ହାତରୁ ଝାମ୍ପିନେଲେ ୩ ଲକ୍ଷ ଟଙ୍କା । ପୁରୀ ତାଳବଣିଆ ଥାନା ମଧୁବନର ଜଣେ ମହିଳାଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଆଉ ମହିଳା ଜଣଙ୍କ ହେଲେ ମଧୁବନ ଦ୍ୱିତୀୟ ଲେନର ୫୦ ବର୍ଷୀୟା ବିଚିତ୍ରା ବିଶ୍ୱାଳ । ସେ ନିଜ ଝିଅର ବାହାଘର ପାଇଁ ସୁନା ଗହଣା!-->…
Read More...
Read More...
ମହାନଦୀବିହାରରୁ ପୁରୀକୁ ଗଡିଲା ଏସି ମୋ ବସ୍
କଟକ : ଦୀର୍ଘଦିନ ଧରି କଟକ ପୂର୍ବାଚଂଳ ବାସିନ୍ଦା ପୁରୀକୁ ଯିବା ନିମନ୍ତେ ଏସି ମୋ ବସ ଚଳାଚଳ ପାଇଁ କରି ଆସୁଥିବା ଦାବି ଆଜି ବାସ୍ତବତାର ରୂପନେଇଛି । ଏହି ଅବସରରେ ଆଜି (ଶୁକ୍ରବାର) ସକାଳ ୮ ଘଟିକା ୩୦ ମନିଟ୍ ସମୟରେ ମହାନଦୀବିହାର ମୋ ବସ ଷ୍ଟାଣ୍ଡରେ ଚୌଦ୍ଵାର କଟକ ପୂର୍ବତନ ବିଧାୟକ ଡଃ!-->…
Read More...
Read More...
ସମସ୍ୟା ଘେରରେ ଗୋଧୁଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଚମ୍ପୁଆ: ଚମ୍ପୁଆ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡରେ ଥିବା ଗୋଧୁଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଶ୍ରେଣୀ ଗୃହ ଅଭାବରୁ ବିଦ୍ୟାଳୟର ଛତ୍ରଛାତ୍ରୀ ମାନେ ବାରଣ୍ଡାରେ ବସି ଶିକ୍ଷା ଗ୍ରହଣ କରୁଥିଲେ ମଧ୍ୟ ବିଭାଗର ନଜର ଏହା ଉପରେ ପଡିପାରୁ ନାହିଁ ।!-->…
Read More...
Read More...
ଉପ ନିର୍ଦ୍ଦେଶକଙ୍କ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ
ପୁରୀ : କଟକ ସ୍ଥିତ କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ହେମନ୍ତ କୁମାର ନାୟକ ଆଜି ଦିନିକିଆ ପୁରୀ ଜିଲ୍ଲା ଗସ୍ତରେ ଆସି ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ପରେ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ବିଭାଗର ସମ୍ମାନ!-->…
Read More...
Read More...
ଦାସିଆ ଅଜାଙ୍କ ପାଠାଗାରକୁ ପୁରୁଣା ପତ୍ରିକା ଓ ବିଦେଶୀ ସାମଗ୍ରୀ ପ୍ରଦାନ
ନୂଆଗାଁ : ଆଜି ମିଳିଥିବା ସୂଚନା ମୁତାବକ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଂଚାୟତ ବିରଖ୍ୟାତ ସଂଗ୍ରାହକ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ୱାରା ନୂଆଗାଁ ବ୍ଲକ୍ର ଉଦୟୁର ଗାଁରେ ପ୍ରତିଷ୍ଠିତ ବିଶ୍ୱ ପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟ ଗବେଷଣା କେନ୍ଦ୍ରକୁ ପୁରୀ!-->…
Read More...
Read More...
ଡ୍ରାଇଭର ମହାସଂଘ ତରଫରୁ ଡ୍ରାଇଭର ଦିବସ ସହ ରକ୍ତ ଦାନ ଶିବିର ଆୟୋଜିତ
ସୁବର୍ଣ୍ଣପୁର: ଓଡିଶା ଡ୍ରାଇଭର ମହାସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଆଜି ବଡ଼ଝିଙ୍କିଠାରେ ଥିବା ଡ୍ରାଇଭର ୟୁନିଅନ ଅଫିସଠାରେ ଡ୍ରାଇଭର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସଂଘ ପକ୍ଷରୁ ଏକ ବଡ ପଟୁଆରରେ ଶହଶହ ଡ୍ରାଇଭର ମାଆ ସୁରେଶ୍ୱରୀ ମନ୍ଦିରରୁ ବାହାରି ବଡଝିଙ୍କି!-->…
Read More...
Read More...
ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ
ବାଲିଗୁଡ଼ା: ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗୁମିକିଆ ଗ୍ରାମ ପଞ୍ଚାୟତର ରାଣୀପଦର ଗ୍ରାମରେ । ମୃତ ଦୁଇ ଶିଶୁ ରାଣୀପଦର ଗ୍ରାମର ପିତସ ପ୍ରଧାନ ଓ ଲଳିତ ପ୍ରଧାନଙ୍କ ପାଞ୍ଚ ବର୍ଷର ଦୁଇ ଶିଶୁ!-->…
Read More...
Read More...
କମ୍ବିଂ ବେଳେ ଜୀବନ୍ତ ଲ୍ୟାଣ୍ଡମାଇନ୍ ଉଦ୍ଧାର
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଗତ କାଲି ବିଭିନ୍ନ ଜାଗାରେ ମାଓ ପୋଷ୍ଟର ସହ କେକେବିଏନ୍ ତରଫରୁ ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ନିରୀହ ଲୋକଙ୍କୁ ଜେଲ୍ ପଠାଇବାକୁ ବିରୋଧ କରିବା ସହ ଗଞ୍ଜେଇ ଚାଷ ଅଞ୍ଚଳର ଆର୍ଥିକ ମାନଦଣ୍ଡକୁ ସୁଦୃଢୁ କରୁଥିବାରୁ ଚାଷକୁ!-->…
Read More...
Read More...
ଟିକପାଲିରେ ପୂର୍ବଶତ୍ରୁତାକୁ ନେଇ ହତ୍ୟାକାଣ୍ଡ
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଏନଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ଟିକପାଲିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜିତେନ୍ଦ୍ର ବନଗୁଳାକୁ ହତ୍ୟା କରାଯାଇଛି । ଘଟଣା ସ୍ଥଳରେ ପାଟଣାଗଡ ପୋଲିସ୍ ପହଞ୍ଚିଛି ଜିତେନ୍ଦ୍ରକୁ ଡାକ୍ତରଖାନାକୁ ପଠାଇଥିଲେ । ଡାକ୍ତର ଜିତେନ୍ଦ୍ରକୁ ମୃତ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜୁ ଛାତ୍ର ଜନତା ଦଳର ସଦସ୍ୟ
ପୁରୀ: ସମଗ୍ର ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ୫-ଟି ଯୋଜନାରେ ସ୍କୁଲ୍, କଲେଜ ଗୁଡିକର ରୂପାନ୍ତରଣ କାର୍ଯ୍ୟ ଚାଲିଛି । ପୁରୀ ଜିଲ୍ଲା ର ୩୮ ଟି କଲେଜ କୁ ୫ଟି ଯୋଜନାରେ ରୂପାନ୍ତରଣ ନେଇ ରାଜ୍ୟ ସରକାର ୨୭ କୋଟି ଟଂକା ମଞ୍ଜୁର!-->…
Read More...
Read More...