Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଯୁବ ରେଡକ୍ରସ୍ ପକ୍ଷରୁ ୩ଦିନିଆ ତାଲିମ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ କଲେଜର ଯୁବ ରେଡକ୍ରସ୍ ଓ ଗଜପତି ଜିଲ୍ଲା ରେଡକ୍ରସ ସମିତି ପକ୍ଷରୁ ଏହାକୁ ଆୟୋନ କରାଯାଇଛି । ଏହି ୩ଦିନିଆ ତାଲିମ ଶିବିରକୁ କଲେଜର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ଅନୁମୋଦନ କ୍ରମେ!-->…
Read More...
Read More...
ସମୀର ମହାନ୍ତିଙ୍କୁ ମିଳିଲା ନୂଆ ଦାୟିତ୍ୱ
ଭୁବନେଶ୍ୱର: ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ମିଳିଲା ନୂଆ ଦାୟିତ୍ୱ । ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସେ ସ୍ଥାନ ପାଇଛନ୍ତି । ସମୀର ମହାନ୍ତିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା!-->…
Read More...
Read More...
ବିଜେଡିରେ ମିଶିଲେ ବେଲପଡ଼ା ବ୍ଲକ ସରପଞ୍ଚ ସଂଘର ସଭାପତି
ପାଟଣାଗଡ : ପାଟଣାଗଡ଼ ବଲାଙ୍ଗିର ଜିଲ୍ଲାପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲପଡ଼ା ବ୍ଲକ ସରପଞ୍ଚ ସଂଘର ସଭାପତି ବେଲପଡ଼ା ପଞ୍ଚାୟତ ସରପଞ୍ଚ ହରିଶ ବୁଡେକ ଓ କପାଣି ସରପଞ୍ଚ ଭୂମିସୂତା ଧରୁଆ ଆଜି ବେଲପଡ଼ା ନବୀନ ଧର୍ମଶାଳାଠାରେ ପାଟଣାଗଡ ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ସରୋଜ!-->…
Read More...
Read More...
୨୬ରେ କଟକ ଆସିବେ ରାଷ୍ଟ୍ରପତି
କଟକ: ଆସନ୍ତା ୨୬ ତାରିଖରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଏସ୍ସିବି ମେଡିକାଲ୍ କଲେଜ ଛାତ୍ର ସଂସଦର ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ । ଏନେଇ ରାଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ଆସିଥିବା ଚିଠି ଏସ୍ସିବି କଲେଜ କର୍ତ୍ତୃପକ୍ଷଙ୍କ!-->…
Read More...
Read More...
ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ବରସୁଆଁ ରେଞ୍ଜ ଅନ୍ତର୍ଗତ କୋଇଡ଼ା ବ୍ଲକ ଡେଙ୍ଗୁଳା ଗ୍ରାମରେ ଜଣେ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା। ସ୍ବାମୀ ପରମା ମୁଣ୍ଡା ଓ ସ୍ତ୍ରୀ ସୀତା ମୁଣ୍ଡା ରାତିରେ ଦୁଇ ଛୁଆଙ୍କ ସହ ଘରେ ଶୋଇଥିଲେ। ଗୁରୁବାର ଭୋର୍ ସମୟରେ ଗୋଠଛଡ଼ା ଦନ୍ତାହାତୀ ଖାଦ୍ୟ ଅନ୍ବେଷଣରେ!-->…
Read More...
Read More...
ହରଭଙ୍ଗା ବ୍ଲକ କଳା ସଂସ୍କୃତି ସଙ୍ଘର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ କେଦାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବ୍ଲକ କଳା ସଂସ୍କୃତି ସଙ୍ଘର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ବୈଠକ ବୈଷ୍ଣବ ମହାକୁଡ଼ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଙ୍ଘର କଳାକାର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଓ ସମସ୍ତ!-->…
Read More...
Read More...
ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଉପଦେଷ୍ଟା କନ୍ଧମାଳ ଗସ୍ତ
ଫୁଲବାଣୀ : ଓଡ଼ିଶା ସରକାରଙ୍କର ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ଉପଦେଷ୍ଟା ଅନୁଭବ ପଟ୍ଟନାୟକଙ୍କ ଗସ୍ତର ଦ୍ୱିତୀୟ ଦିନରେ ବାଲିଗୁଡ଼ା, କେ. ନୂଆଗାଁ ଓ ଫିରିଙ୍ଗିଆ ବ୍ଳକ କାର୍ଯ୍ୟାଳୟ ରେ ଥିବା ମୋ ସେବା କେନ୍ଦ୍ର, ଓୱାନ୍ କକ୍ଷ, ଭିସି ହଲ୍, ଆଧାର!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲାରେ ଗଡ଼ିଲା ଭ୍ରାମ୍ୟମାଣ ଚାରା ବଣ୍ଟନ ସଚେତନତା ରଥ
ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ବନଖଣ୍ଡ ବିଭାଗ ଓ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାର ପକ୍ଷରୁ ସର୍ବ ସାଧାରଣଙ୍କୁ ଚାରା ବଣ୍ଟନ ପାଇଁ ଏକ ମୋବାଇଲ ଭ୍ୟାନ ସଚେତନତା ରଥ ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ଶୁଭାରମ୍ଭ କରାଯାଇଛି । ସୁବର୍ଣ୍ଣପୁର ଜ଼ିଲ୍ଲାପାଳ!-->…
Read More...
Read More...
୪ ଦଫା ଦାବିରେ ଅଧ୍ୟାପକ ଓ କର୍ମଚାରୀଙ୍କ ଶୋଭାଯାତ୍ରା
ଫୁଲବାଣୀ : ନିଖିଳ ଓଡ଼ିଶା ୬୬୨ (+୨ ଓ +୩) ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ କନ୍ଧମାଳ ଶାଖା ନିଜର ୪ ଦଫା ଦାବି ପତ୍ର ନେଇ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚି ନିଜର ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି । ସୂଚନା ଯୋଗ୍ୟ ଯେ ଦୀର୍ଘ ୧୫୦ ଦିନ ହେଲା!-->…
Read More...
Read More...
ବ୍ରିଜ୍ ତଳକୁ ଖସିଲା ଟ୍ରକ୍
ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ଅନ୍ତର୍ଗତ ଜାତୀୟ ରାଜପଥ-୫୭ ନମ୍ବର ସଂପଡା ମେଗାନର୍ସରୀ ନିକଟରେ ଏକ ଟ୍ରକ୍ ବ୍ରିଜ୍ ତଳକୁ ଖସି ପଡିଥିବା ଜଣାପଡିଛି । ଖବରରୁ ଜଣାପଡିଛି ଯେ, ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ ନୟାଗଡରୁ ଦଶପଲ୍ଲା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଟ୍ରକଟି!-->…
Read More...
Read More...