Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲିଗୁଡାରେ ପ୍ରବଳ ପବନ ସହ ଘଡଘଡି : ଜଳିଗଲା ନଡ଼ିଆ ଗଛ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ରବିବାର ଅପରାହ୍ନରେ ସାମାନ୍ୟ ବର୍ଷା ସହ ପ୍ରବଳ ପବନ, ଘଡଘଡି ଓ ବିଜୁଳି ମାରିବାରୁ କେତେକ ସ୍ଥାନରେ ଛୋଟ ବଡ଼ ଧରଣର ଘରର ଟିଣ, ଆଜବେଷ୍ଟସ ଉଡାଇ ନେଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ବିଦ୍ୟୁତ ତାର!-->…
Read More...
Read More...
ବୌଦ୍ଧ: ଶ୍ରୀଜିଉଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ
ବୌଦ୍ଧ: ସ୍ଥାନୀୟ ଶ୍ରୀଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ସ୍ନାନମଣ୍ଡପରେ ଆଜି ଶ୍ରୀଜିଉମାନଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କ ସମସ୍ତ ନୀତିକାନ୍ତି ଓ ଭୋଗଲାଗି ହେବାପରେ ବ୍ରାହ୍ମଣ ସମାଜ ତରଫରୁ ବ୍ରାହ୍ମଣମାନେ ଠାକୁରମାନଙ୍କୁ ମନ୍ଦିର ଗମ୍ଭୀରାରୁ ପହଣ୍ଡିରେ ଆଣି ସ୍ନାନ ମଣ୍ଡପରେ!-->…
Read More...
Read More...
ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଅଣହିନ୍ଦୁ
ପୁରୀ :ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅଭାବନୀୟ ଘଟଣା।ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଜଣେ ଅଣହିନ୍ଦୁ। କଲୋମ୍ବିଆର ଜଣେ ଅଣହିନ୍ଦୁ ବନ୍ଦନାନନ୍ଦ ଦାସ ପ୍ରବେଶ କରିଥିଲେ।କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ସେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିଥିଲେ।ଆଜି ସକାଳୁ ସେ ବ୍ୟାରିକେଡ଼!-->…
Read More...
Read More...
ଟ୍ରେନ ଟ୍ରାଜେଡି ଉପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟ ଶାସନ ସଚିବ
ପୁରୀ : ବହନାଗା ଟ୍ରେନ ଟ୍ରାଜେଡି ଉପରେ ମୁଖ୍ୟ ଶାସନ ସଚିବଙ୍କ ପ୍ରତିକ୍ରିୟା । ଉଦ୍ଧାର କାର୍ଯ୍ୟ ସରିଛି । ଲାଇନ ପୁନଃରୁଦ୍ଧର ଜାରି ରହିଛି । ଆଜି ପୁନଃରୁଦ୍ଧର କାର୍ଯ୍ୟ ସରିବ । ସେପଟେ ହସ୍ପିଟାଲରେ ଆହୁରି ୩୦୦ ଆହତ ରହିଛନ୍ତି । ୧୬୦ ମୃତ ଶରୀରକୁ ଭୁବନେଶ୍ୱରରେ ମର୍ଚୁଆରୀରେ ରଖାଯାଇଛି ।!-->…
Read More...
Read More...
ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ପୁରୀ : ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ଗହଳି ଲାଗିଛି । ଭିଡ ଭିତରେ ଆଜି ଶ୍ରୀମନ୍ଦିର ପରିସରରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ସେ ପ୍ରଥମେ ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ସିଂହଦ୍ୱାର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ!-->…
Read More...
Read More...
କୋକାକୋଲା ଫାଉଣ୍ଡେସନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଦଶପଲ୍ଲା : କୋକାକୋଲା ଫାଉଣ୍ଡେସନ ପ୍ରକଳ୍ପ ଉନ୍ନତି ଅମ୍ରିତ ସ୍ୱଦେଶୀ ଅନୁଷ୍ଠାନ ପକ୍ଷରୁ ଦଶପଲ୍ଲା ବ୍ଲକ୍ , ଘୁଗୁଡିପଡା ଗ୍ରାମପଂଚାୟତ ଅନ୍ତର୍ଗତ ମର୍ଦ୍ଦାବାଡି ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମରେ ୧୦ ଏକର ଜମି ଚିହ୍ନଟ କରାଯାଇ ଡେମୋନଷ୍ଟ୍ରେସନ ଆରମ୍ଭ ହୋଇଛି!-->…
Read More...
Read More...
ଟ୍ରେନ୍ ଟ୍ରାଜେଡି : ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାରେ ରାଜ୍ୟର ମୃତକ ଓ ଆହତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ।ବାହାନଗା ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇପ୍ରାଣ ହରାଇଥିବା ବ୍ୟକ୍ତିଙ୍କ!-->…
Read More...
Read More...
ଭୟଙ୍କର ଟ୍ରେନ୍ରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା ଉଦ୍ଦେଶ୍ୟରେ ବାଲିଗୁଡ଼ା ସାମ୍ବାଦିକ ସଂଘ…
ବାଲିଗୁଡ଼ା: ବାଲେଶ୍ୱର ଜିଲ୍ଲାର ବାହାନାଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳୁଛି । ଏହି ଦୁଃଖଦ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାର ଶୋକ ଦିବସ ପାଳନ କରୁଥିବା ବେଳେ!-->…
Read More...
Read More...
ନିମଖଣ୍ଡି ଶିବ ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
କୁକୁଡାଖଣ୍ଡି :ନିମଖଣ୍ଡି ଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମ ମଧ୍ୟରେ ରହିଥିବା ଶିବ ମନ୍ଦିର ପରିସରରୁ ଜଣେ ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର କରିଛି ନିମଖଣ୍ଡି ଥାନା ପୋଲିସ । ମୃତ ବ୍ୟକ୍ତି ଜଣକ ନିମଖଣ୍ଡି ସାହୁ ସାହିର ସୁରେନ୍ଦ୍ର ରଥ(୪୫)ସେ ଦୈନିକ ଶିବ ମନ୍ଦିର ପାର୍ଶ୍ୱରେ ବସିରହୁଥିବା!-->…
Read More...
Read More...
ବଜ୍ରାଘାତରେ ଦୁଇଗୋରୁ ମୃତ, ସରକାରୀ ସହାୟତା ପାଇଁ ଚାଷୀଙ୍କ ଦାବି
ହରଭଙ୍ଗା,୩/୬- ଗ୍ରୀଷ୍ମ ପ୍ରଭାବ ଗୋଟିଏ ପଟେ ବ୍ୟତିବ୍ୟସ୍ତ କରୁଥିବାବେଳେ ହଠାତ ବଜ୍ରାଘାତରେ ଦୁଇଟି ଗୋରୁ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ଶନିବାର ଅପରାହ୍ନ ପ୍ରାୟ ୧ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତ ଅନ୍ତର୍ଗତ କିରାମାସ୍କା ଗ୍ରାମର ଚାଷୀ ଧନେଶ୍ୱର!-->…
Read More...
Read More...