Browsing Category

ରାଜ୍ୟ

୪ ଅଭିଯୁକ୍ତ ଗିରଫ ସହ ବିପୁଳ ଚୋରି ସାମଗ୍ରୀ ଜବତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ବଲୋଦା ଗାଁସ୍ଥିତ ଶିରିଡ଼ି ସାଇ ମନ୍ଦିର ଦାନବକ୍ସରୁ ଟଙ୍କା ଓ ରୋଷେଇ ସାମଗ୍ରୀ ଚୋରି ଘଟଣାରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ଖରିଆରରୋଡ଼ ଖୋପେତରାର
Read More...

ବାର୍‌ହା ଆକ୍ରମଣରେ ମା ମୃତ, ପୁଅ ଗୁରୁତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସମେତ ବିଭିନ୍ନ ଅଞ୍ଚଳରେ ଜଙ୍ଗଲି ବାରହାଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ବାରହାଙ୍କ ଆକ୍ରମଣରେ କାହାର ଜୀବନ ଚାଲିଯାଉଛି ତ ଆଉ କିଏ ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଆଜି ସକାଳ ସମୟରେ ଚାଷଜମିକୁ
Read More...

ବିଶୁଦ୍ଧ ପାନୀୟ ଜଳ ପାଇଁ ହନ୍ତସନ୍ତ ଡଙ୍ଗରିଗୁଡା ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଅମଳାଭଟ୍ଟା ପଞ୍ଚାୟତର ଡଙ୍ଗରିଗୁଡାରେ ବହୁତ ବର୍ଷ ହେଲା ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରୁନାହିଁ । ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁ ଉଠାଣିଆ ରାସ୍ତାର ୨୦୦ ମିଟର ଦୂରରୁ ନେଇକି ଯାଉଛନ୍ତି । ଡଙ୍ଗରିଗୁଡାରେ ଆନୁମାନିକ ୨୫
Read More...

୪ରେ ପୁଣି ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୪ ତାରିଖବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ୩ରୁ ବର୍ଷା ବଢ଼ିପାରେ । ଭାରତୀୟ ପାଣିପାଗ ବିଭାଗର (ଆଇଏମ୍‌ଡି)ର ବିସ୍ତାରିତ ପୂର୍ବାନୁମାନରେ ଲଘୁଚାପ ସମ୍ଭାବନା ନେଇ ସୂଚନା ଦିଆଯାଇଛି ।ଅନୁମାନ କରାଯାଉଛି,
Read More...

ସୋନପୁରରେ ନବଦିନାତ୍ମକ ଯାତ୍ରା ସାରି ବାହୁଡିଲେ ମହାବାହୁ

ସୁବର୍ଣ୍ଣପୁର : ଗତକାଲି ବଡ଼ବଜାର ଗୁଣ୍ଡିଚା ମନ୍ଦିରରୁ ବଡ଼ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ତାଙ୍କର ନବଦିନାତ୍ମକ ଲୀଳା ସାରି ସ୍ୱମନ୍ଦିର ଅଭିମୁଖେ ବାହାରି ଗତକାଲି ଘଣ୍ଟ, ଶଙ୍ଖ, ହୁଳହୁଳି ଧ୍ୱନୀରେ ପ୍ରକମ୍ପିତ ହୋଇ ପହଣ୍ଡିରେ ରଥାରୂଢ ହୋଇଥିଲେ । ଗତକାଲି ଶେଷ ସାଂସ୍କୃତିକ
Read More...

ଭିନ୍ନ ଏକ ପରମ୍ପରା, ନାରାୟଣନଗରର ବାସି ବାହୁଡ଼ା ଯାତ୍ରା

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଲୋକ କଳା ଗ୍ରାମ ନାରାୟଣ ନଗରରେ ଗୁରୁବାର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବୁଧବାର ସକାଳେ ନିତିକାନ୍ତି ପରେ ଅପରାହ୍ନ ସନ୍ଧ୍ୟା ସାଢେ଼ ଛଅଟାରେ ଠାକୁରଙ୍କୁ ମାଉସୀ ମା ମନ୍ଦିରରୁ ଅଣାଯାଇ ଧାଡ଼ି ପହଣ୍ଡିରେ ନିଆଯାଇଥିଲା
Read More...

ମହିଳା ଗୋଷ୍ଠୀଙ୍କ ସ୍ୱାବଲମ୍ବୀ ପାଇଁ ଖଲି ଦନା ତିଆରି ମେସିନ ପ୍ରଦାନ

ହରଭଙ୍ଗା : ହରଭଙ୍ଗା ବ୍ଲକର ବଣ ପାହାଡ଼ ଘେରା ଉପାନ୍ତ ଅଞ୍ଚଳରେ ରହୁଥିବା ଆଡେନିଗଡ଼ ପଞ୍ଚାୟତର କଣ୍ଡରା ଗ୍ରାମକୁ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସ୍ୱାବଲମ୍ବୀକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ଗୁରୁବାର ଦିନ ବ୍ଲକର ଚାରିଛକ ଫରେଷ୍ଟ ବଙ୍ଗଳା ଠାରେ ମାଁ
Read More...

ବେଆଇନ ବିହନ ଓ ସାର ବିକ୍ରୟ କେନ୍ଦ୍ରରେ ଚଢ଼ାଉ, ୬୬ କ୍ୱିଣ୍ଟାଲ ବିହନ ଓ ୧୯ କ୍ୱିଣ୍ଟାଲ ସାର ଜବତ

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଥିବା ମହିମା ବିହନ ଓ ସାର ବିକ୍ରୟ କେନ୍ଦ୍ରରେ ଚଢ଼ାଉ କରି ବେଆଇନ ବିକ୍ରି କରାଯାଉଥିବା ୬୬.୬ କ୍ୱିଣ୍ଟାଲ ବିହନ ଓ ୧୯ କ୍ୱିଣ୍ଟାଲ ସାର ଜବତ କରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୂଆପଡା ଜିଲ୍ଲା ମୁଖ୍ୟ କୃଷି
Read More...

ଏନ୍‌.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ, ନୂଆଗାଁ (ଏ) ଚମ୍ପିୟାନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଗହିଙ୍ଗିଆ ଖେଳ ପଡ଼ିଆ ଠାରେ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ୍‌ ମ୍ୟାଚରେ କ.ନୂଆଗାଁ (ଲିଜେଣ୍ଡ) ଓ କ.ନୂଆଗାଁ (ଏ) ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏଥିରେ କ.ନୂଆଗାଁ (ଏ) କ.ନୂଆଗାଁ (ଲିଜେଣ୍ଡ)କୁ ଛଅ
Read More...

କନ୍ଧତଇଲା ଗ୍ରାମର ଟ୍ରାନ୍ସଫର୍ମର ପୋଡି ଘଟଣା,୨୪ଘଣ୍ଟା ଭିତରେ ଗ୍ରାମରେ ଲାଗିଲା ଟ୍ରାନ୍ସଫର୍ମର

ହରଭଙ୍ଗା: ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ କନ୍ଧତଇଲା ଗ୍ରାମରେ ଦୀର୍ଘ ଦଶ ଦିନ ହେଲା ଗ୍ରାମର ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ଅନ୍ଧାରରେ ଦିନ ବିତାଉଥିଲେ ଗ୍ରାମବାସୀ । ବିଦ୍ୟୁତ ବିଭାଗକୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲା ପରେବି ସମସ୍ୟାର ସମାଧାନ ନ ହେବାରୁ ଗତ ସୋମବାର ଦିନ
Read More...