Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଝଳସିଲେ ମହାପ୍ରଭୁ
ପୁରୀ : ରଥଉପରେ ଶ୍ରୀଜୀଉମାନଙ୍କର ବଡତଢା଼ଉ ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଛି । ଗୁରୁବାର ସକାଳୁ ତିନିରଥ ଉପରେ ଦୈନଦିନ ନୀତି କରାଯାଇଥିବା ବେଳେ ମଧ୍ୟାହ୍ନ ଧୂପ ଓ ମଇଲମ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହୋଇଥିଲେ ଶ୍ରୀଜିଉ । ଚଳିତବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କ ଗ୍ରହଣରେ ମହାପ୍ରଭୁଙ୍କ!-->…
Read More...
Read More...
ବୌଦ୍ଧ: ଚତୁର୍ଦ୍ଧାମୂର୍ତ୍ତୀଙ୍କ ସୁନାବେଶ
ବୌଦ୍ଧ,୨୯/୬- ପବିତ୍ର ସୁନାବେଶ ଅବସରରେ ଗୁରୁବାର ସନ୍ଧ୍ୟାରେ ବୌଦ୍ଧରେ ରଥଖଳାରେ ପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ରଥଉପରେ ଶ୍ରୀଜିଉଙ୍କୁ ସୁନାବେଶ କରାଯାଇଥିଲା । ଏହି ଅପରୂପ ଦୃଶ୍ୟ!-->…
Read More...
Read More...
ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଫୁଲବାଣୀ ଜିଲ୍ଲା ଦୌରାଜଜ୍ କୋର୍ଟ କଂପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଦାଦପାଜୁ ଠାରେ ହେବାକୁ ଥିବା ନୂତନ ଜିଲ୍ଲା ଦୌରାଜଜ୍ କୋର୍ଟ କଂପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଏହାକୁ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ ଏସ ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ଗାନ୍ଧୀ ସ୍ମୃତି ଭବନ ଠାରେ ଶୁଭ ଉଦଘାଟନ!-->…
Read More...
Read More...
ଆଜି ମହାପ୍ରଭୁଙ୍କ ସୁନା ବେଶ
ପୁରୀ : ଆଜି ମହାପ୍ରଭୁଙ୍କ ସୁନା ବେଶ୍ । ଅପରାହ୍ନ ୫ଟାରେ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହେବ । ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁଯାୟୀ ଏହି ସମୟ ନିର୍ଦ୍ଧାରଣ କରଯାଇଛି । ତେବେ ରଥ ଉପରେ ବିରାଜମାନ କରିଥିବା ଶ୍ରୀଜିଉଙ୍କ ସମସ୍ତ ନୀତି ଅନୁଷ୍ଠିତ ହେଉଛି । ରଥ!-->…
Read More...
Read More...
ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘ ପକ୍ଷରୁ ଶ୍ରଦ୍ଧାଳୁଙ୍କ ରନ୍ଧା ଖାଦ୍ୟ ବଣ୍ଟନ
ପୁରୀ : ଷ୍ଟେସନ ରୋଡ ସ୍ଥିତ ଶ୍ରୀ ଶ୍ରୀ ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘ ପକ୍ଷରୁ ପବିତ୍ର ବାହୁଡା ଯାତ୍ରା ଅବସରରେ ଶ୍ରଦ୍ଧାଳୁ ଭକ୍ତ ଓ ତୀର୍ଥଯାତ୍ରୀ ମାନଙ୍କୁ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଛି ।ପ୍ରାୟ ୨୦ହଜାର ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କୁ ସଂଘ ପକ୍ଷରୁ ଏହି ଖାଦ୍ୟ!-->…
Read More...
Read More...
ଜୁଲାଇ ୧୦ରୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁକୁ ବିମାନ ସେବା !
ଝାରସୁଗୁଡ଼ା: ଆସନ୍ତା ଜୁଲାଇ ୧୦ ତାରିଖ ଠାରୁ ଝାରସୁଗୁଡ଼ାରୁ ବିଶାଖାପାଟଣା ଦେଇ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ପ୍ରାଇଭେଟ ପ୍ଲେୟାର ସ୍ପାଇସଜେଟ୍ ପକ୍ଷରୁ ଏହି ବିମାନ ସେବା ଆରମ୍ଭ କରାଯିବାର ସୂଚନା ରହିଛି । ମାତ୍ର ଏନେଇ କୌଣସି ପ୍ରକାର ବିଧିବଦ୍ଧ!-->…
Read More...
Read More...
ବାହୁଡା ଯାତ୍ରା ସହ ଶେଷ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି:ପାରଳାଖେମୁଣ୍ଡି ଠାରେ ପବିତ୍ର ରଥଯାତ୍ରା ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବାହୁଡା ଯାତ୍ରା ସନ୍ଧ୍ୟାରେ ଶେଷ ସାଂସ୍କୃତିକ!-->…
Read More...
Read More...
ସିସି ଟିଭି ନଜରରେ ନୟାଗଡ଼ ସହର
ଦଶପଲ୍ଲା : ଏଣିକି ସିସିଟିଭି ନଜରରେ ରହିବ ନୟାଗଡ଼ ସହର । ସହରରେ ଅପରାଧ କରି ପୋଲିସ ନଜରରୁ ଆଉ ଖସିପାରିବେନି ଅସାମାଜିକ ବ୍ୟକ୍ତି ଓ ଅପରାଧୀ । ନୟାଗଡ ପୋଲିସ ପକ୍ଷରୁ ଆଜି ଉଦଘାଟିତ ହୋଇଛି ୨୪ ଘଣ୍ଟିଆ ସିସିଟିଭି କଣ୍ଟ୍ରୋଲରୁମ । ଏହାସହ ଏଡିପିଓଙ୍କ କାର୍ଯ୍ୟାଳୟ ନିକଟରେ ଏକ ପୋଲିସ!-->…
Read More...
Read More...
ବନବିଭାଗ ପକ୍ଷରୁ ବାର୍ଷିକ ସ୍ଥିତ ସମୀକ୍ଷା ବୈଠକ, ତିନି କ୍ଷେତ୍ରାଞ୍ଚଳର କାର୍ଯ୍ୟ ଉପରେ କରାଗଲା ସମୀକ୍ଷା
ହରଭଙ୍ଗା :ଓଡିଶା ବନାଞ୍ଚଳ ବୌଦ୍ଧ ଜିଲ୍ଲାର ୩ଗୋଟି କ୍ଷେତ୍ରାଞ୍ଚଳର ବାର୍ଷିକ ସ୍ଥିତି ସମୀକ୍ଷା ବୈଠକ ହରଭଙ୍ଗା ବ୍ଲକ ବିରାନରସିଂପୁର ସ୍ଥିତ ସ୍ଥାୟୀ ନର୍ସରୀ ସଭାଗୃହ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଓଡିଶା ବନାଞ୍ଚଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲାର ୩ଗୋଟି!-->…
Read More...
Read More...
ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ,ଚାଳକ ଗୁରୁତର
ବାଲିଗୁଡ଼ା: ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଚାଳକକୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଘଟଣା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ବ୍ୟକ୍ତିଗତ କାର୍ଯ୍ୟ!-->…
Read More...
Read More...