Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲିଗୁଡାରେ ମହା ଆଡ଼ମ୍ବରରେ ବାହୁଡ଼ା ଯାତ୍ରା ପାଳିତ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦିନ ତମାମ ସାମାନ୍ୟ ମେଘୁଆ ଓ ଖରା ପାଗ ମଧ୍ୟରେ ପବିତ୍ର ବାହୁଡ଼ା ଯାତ୍ରା ମହା ଆଡ଼ମ୍ବର ସହ ପାଳିତ ହୋଇ ଯାଇଛି । ପୂର୍ବ ନିର୍ଘଣ୍ଟ ପ୍ରକାରେ ପ୍ରାତଃ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ ଅନୁଷ୍ଠିତ ହୋଇଥିଲା । ଏହାପରେ!-->…
Read More...
Read More...
ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା, ତିନି ଆହତ
ବାଲିଗୁଡ଼ା : ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା, ତିନିଜଣ ଆରୋହୀ ଗୁରୁତର । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ ତିନିଛକରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଗ୍ରାମର ପ୍ରଫୁଲ ସଭାସୁନ୍ଦର, ତାଙ୍କ ବଡ ପୁଅ ସଞ୍ଜୟ!-->…
Read More...
Read More...
ଫୁଲବାଣୀରେ ବାହୁଡା ଯାତ୍ରା ସଂପନ୍ନ
ଫୁଲବାଣୀ: ବୁଧବାର ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ଯ୍ୟାୟ ଯାହାକି ପବିତ୍ର ବାହୁଡା ଯାତ୍ରା ନାମରେ କଥିତ । ବାହୁଡିଛନ୍ତି ଚ଼ତୁର୍ଦ୍ଧାମୂର୍ତ୍ତି ନିଜ ମନ୍ଦିର ଅଭିମୁଖେ । ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ଏହି ଯାତ୍ରା । ଖରା ଗୁଳୁ ଗୁଳି ସତ୍ତେ୍ୱ ବାହୁଡା ଯାତ୍ରାରେ!-->…
Read More...
Read More...
ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ବାହୁଡା଼ ଯାତ୍ରା
ହରଭଙ୍ଗା :ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ବିଶ୍ୱର ନାଥ ଜଗନ୍ନାଥଙ୍କ ଆଜି ଶ୍ରୀମନ୍ଦିରକୁ ବାହୁଡା଼ । ଏହି ଯାତ୍ରାକୁ ବିଶ୍ୱ ସ୍ତରରେ ପାଳନ କରୁଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ମହା ଆଡମ୍ବର ସହ ବାହୁଡା଼ ଯାତ୍ରା ପାଳିତ ହୋଇଯାଇଛି । ସେହିପରି ବ୍ଲକର ତିଳେଶ୍ୱର!-->…
Read More...
Read More...
ବାଲିଗୁଡାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ପ୍ରହଲ୍ଲାଦ ଖୋସ୍ଲା ଯୋଗ ଦେଇଛନ୍ତି । କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିକଟରେ ଏକ ଛୋଟ ଆଦିବାସୀ ଗାଁ ଡୋଲିଆମ୍ବର ସୁନା ପୁଅ ଶ୍ରୀ ଖୋସ୍ଲା ପ୍ରାଥମିକ ଶିକ୍ଷକ ଭାବରେ ମାଲକାନଗିରି!-->…
Read More...
Read More...
ଗୋତମୁଣ୍ଡା ବାହୁଡା ଯାତ୍ରା ;ଏକ ନିଆରା ପରମ୍ପରା
କୋକସରା : ଆଜି ହେଉଛି କାଳିଆ ଠାକୁରଙ୍କ ବାହୁଡ଼ା ଯାତ୍ରା । ଏଠି କିନ୍ତୁ ନିଆରା ଢଙ୍ଗରେ ପାଳିତ ହୁଏ ରଥଯାତ୍ରା । ଗ୍ରାମ୍ୟ ଦେବାଦେବୀଙ୍କ ଲାଠି, କୁର୍ସୀ ଓ କାଳିଶୀ ଗହଣରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ବାହୁଡନ୍ତି ଶ୍ରୀଜୀଉ । ଏପରି ଏକ ନିଆରା ପରମ୍ପରା ଦେଖିବାକୁ ମିଳେ!-->…
Read More...
Read More...
ଶ୍ରମିକ ଠିକାଦରଙ୍କ ଅଚାନକ ମୃତ୍ୟୁ
ବାଲିଗୁଡ଼ା: ବିଏସ୍ଏନ୍ଏଲ୍ ମୋବାଇଲ ଟାୱାର ନିର୍ମାଣରେ ନିୟୋଜିତ ଥିବା ଜଣେ ଶ୍ରମିକ ଠିକାଦରଙ୍କ ଅଚାନକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ପଶ୍ଚିମବଙ୍ଗର ଦକ୍ଷିଣ ଦିନାନାଜପୁର ଜିଲ୍ଲା ଅନ୍ତର୍ଗତ ଗଙ୍ଗାରାମପୁର ଥାନା ନିଳଡଙ୍ଗା ଅଞ୍ଚଳର ସୂର୍ଯ୍ୟ ଦାସ ହୋଇଥିବା ଜଣାପଡ଼ିଛି । ସୂଚନା!-->…
Read More...
Read More...
ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଆଧ୍ୟାତ୍ମିକ ପରିବେଶରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଯଜ୍ଞରେ ପୁଷ୍ପାଞ୍ଜଳି ଦେବା ସହ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ୫ଟି ସଚିବ ଭି.କେ.ପାଣ୍ଡିଆନ୍!-->…
Read More...
Read More...
ଫୁଲବାଣୀ ଅବକାରୀ ବିଭାଗ ଜବତ କଲା ଚାରି କ୍ୱିଣ୍ଟାଲ ଗଞ୍ଜେଇ
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁଟୁଣି ପଦର ଗ୍ରାମ ନିକଟ ଜଙ୍ଗଲରୁ ଜବତ କଲା ଚାରି କ୍ୱିଣ୍ଟାଲ ଗଞ୍ଜେଇ । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ!-->…
Read More...
Read More...
ପରିତ୍ୟକ୍ତ କୂଅ ଭିତରୁ ଭାଲୁ ଉଦ୍ଧାର
ହରଭଙ୍ଗା :ପରିତ୍ୟକ୍ତ କୂଅ ଭିତରୁ ଏକ ଭାଲୁକୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ସାହାଯ୍ୟ କରି ଭାଲୁକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ବନ ବିଭାଗ ସୁରକ୍ଷିତ ଅବସ୍ଥାରେ ଜଙ୍ଗଲରେ ଭାଲୁକୁ ଛାଡିଥିବା ଦେଖିବାକୁ ମିଳିଥିଲା । ସୂଚନା ମତେ ଆଜି!-->…
Read More...
Read More...