Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାଟଣାଗଡରେ ପହଞ୍ଚିଲା ଜଗନ୍ନାଥଙ୍କ ଦିବ୍ୟ ରଥ ଚକ
ପାଟଣାଗଡ:ଚଳିତ ବର୍ଷ ପ୍ରଥମ ଥର ପାଇଁ ପାଟଣାଗଡରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ଚକ ପୁରୀରୁ ଆସିଲା ପରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ସହର ସାରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ବିରାଟ ପଟୁଆର ସହିତ ସୁସଜ୍ଜିତ ରଥରେ ପୁରୀରୁ ଆସିଥିବା ରଥ ଚକକୁ ପ୍ରଥମେ ରାମଜି ଛକରେ ଥିବା!-->…
Read More...
Read More...
ଭାରସାମ୍ୟ ହରାଇ ୨୫ଫୁଟ ଖାଲକୁ ଖସିଲା ଅଟୋ , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସମେତ ତିନି ଯାତ୍ରୀ
ବାଲିଗୁଡ଼ା: ଭାରସାମ୍ୟ ହରାଇ ୨୫ ଫୁଟ ଖାଲକୁ ଖସିଲା ଅଟୋ । ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଡ୍ରାଇଭର ସମେତ ତିନି ଯାତ୍ରୀ । ସୂଚନା ପ୍ରକାରେ ଆଜି ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଦୁଇଜଣ ଯାତ୍ରୀ ଏକ ଅଟୋ ଭଡ଼ା କରି ରୁତୁଙ୍ଗିଆ ଅଞ୍ଚଳକୁ ଯାତ୍ରା ଆରମ୍ଭ କରିଥିଲେ । ଯିବା!-->…
Read More...
Read More...
ମହାପ୍ରଭୁଙ୍କ ଶରଣରେ ଅର୍ଥ ମନ୍ତ୍ରୀ
ପୁରୀ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶରଣରେ ଅର୍ଥ ମନ୍ତ୍ରୀ । ଆଜି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପୁରୀ ଗସ୍ତ ରେ ଆସି ଶ୍ରୀ ମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି । ସିଂହଦ୍ୱାର ନିକଟରୁ ସେବାୟତ ଓ ଶ୍ରୀ ମନ୍ଦିର ଅଧିକାରୀମାନେ ତାଙ୍କୁ ଶ୍ରୀ ମନ୍ଦିର ମଧ୍ୟକୁ!-->…
Read More...
Read More...
ନବଜାତ ଶିଶୁପୁତ୍ର ଉଦ୍ଧାର
ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସାପ୍ତାହିକ ବଜାରପଡାଠାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଅଛି । ଖଡ଼ିଆଳ କୃଷି ଫାର୍ମ ନିକଟରେ ଥିବା ନାଳରୁ ଏକ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଖଡ଼ିଆଳ ଏଗାର ନଂ ୱାର୍ଡ(ବଜାର ପଡା)ର ଧରିତ୍ରୀ ଜାଲ ନିଜ ଝିଅ ସହ ଶୌଚ ପାଇଁ ଯାଇଥିବା ବେଳେ!-->…
Read More...
Read More...
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ
ନବରଙ୍ଗପୁର: ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନର ପ୍ରଥମ ଦିନରେ ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି!-->…
Read More...
Read More...
ଚିନ୍ତାମଣି ବିଦ୍ୟାଳୟ ପୀଠରୁ ଚୋରି
ନୂଆଗାଁ : ନୟାଗଡ ଜିଲ୍ଲା ମାଇଛେଳି ପଞ୍ଚାୟତ ମଧ୍ୟରେ ଥିବା ଚିନ୍ତାମଣି ବିଦ୍ୟାପୀଠ ମଧ୍ୟରୁ ଗତରାତିରେ କମ୍ପ୍ୟୁଟର ଲ୍ୟାବ ରୁମ ତାଲାଭଙ୍ଗି ୨ଜଣ ଦୁର୍ବୃତ୍ତ ସିସିଟିଭି ଭାଙ୍ଗିବା ସହିତ ୨ଟି ମନିଟର ନେଇଯାଇଥିବାର ସୂଚନା ମିଳିଛି । ଏହାର ଭିଡିଓ ସ୍କୁଲ ପରିସରରେ ଲାଗିଥିବା ସିସିଟିଭିରେ କଏଦ!-->…
Read More...
Read More...
ବଜ୍ରାଘାତ ନେଲା ୯ ଗୋଟି ଛେଳିର ଜୀବନ, ସରକାରୀ ସହାୟତା ପାଇଁ ପ୍ରଶାସନକୁ ଗୁହାରି
ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତ ମାଲପଡା ଗ୍ରାମଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଦିନିଆ ଝଡ଼ ବର୍ଷା ଓ ବଜ୍ରପାତରେ ଚୈତନ ବାଗଙ୍କର ନଅ ଗୋଟି ଛେଳିର ମୃତ୍ୟୁ ହୋଇଛି । ଚୈତନ ବାଗ ଛେଳି ଚାଷ କରି ନିଜ ପାଞ୍ଚ ପରିବାରର ଭରଣ!-->…
Read More...
Read More...
ଭଙ୍ଗାଗଲା ବଡଆଖଡ଼ା ମଠର ବଳକା ପଛ ପାର୍ଶ୍ୱ ପୁରୁଣା କୋଠା
ପୁରୀ : ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବଡଆଖଡ଼ା ମଠର ବଳକା ପଛ ପାର୍ଶ୍ୱ ପୁରୁଣା କୋଠା ଆଜି ଭଙ୍ଗାଯାଉଛି । ମାଜିଷ୍ର୍ଟ୍ରେଟ, ପୋଲିସ ଅଧିକାରୀ, ଅଗ୍ନିଶମ ଅଧିକାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଉଛି । ଚେନ ମାଉଣ୍ଟେନ୍ ଓ ଜେସିବି ମେସିନ ସାହାଯ୍ୟରେ ଏହି!-->…
Read More...
Read More...
ଆଜି ପ୍ରଥମ କ୍ୱାଲିଫାୟର ମ୍ୟାଚ ଖେଳିବେ ସିଏସ୍କେ-ଜିଟି
ଚେନ୍ନାଇ:ଆଇପିଏଲ ୨୦୨୩ର ୧୬ ତମ ସିଜନରେ ମଙ୍ଗଳବାରଠାରୁ ପ୍ଲେ ଅଫ ମ୍ୟାଚ ଖେଳାଯିବ। ତେବେ ଏହି ସିଜନର ପ୍ରଥମ କ୍ୱାଲିଫାୟର ମ୍ୟାଚ ଆଜି ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ)କୁ ଭେଟିବ ଗୁଜୁରାଟ ଟାଇଟାନ୍ସ (ଜିଟି)। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ!-->…
Read More...
Read More...
ଟ୍ରକ୍ ଧକ୍କାରେ ବସ୍ ଚୁରମାର;୭ମୃତ, ୧୩ ଗୁରୁତର
ପୁଣେ: ମହାରାଷ୍ଟ୍ରର ନାଗପୁର-ପୁଣେ ଜାତୀୟ ରାଜପଥରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଧକ୍କାରେ ଏକ ଯାତ୍ରୀବାହୀ ବସ୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ରେ ଥିବା ଯାତ୍ରୀଙ୍କ ମଦ୍ୟରୁ ଘଟଣାସ୍ଥଳରେ ୭ ଜଣଙ୍କ!-->…
Read More...
Read More...