Browsing Category

ରାଜ୍ୟ

୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଦିନ ୧୧ଟାରୁ ଦର୍ଶନ ବନ୍ଦ

ପୁରୀ: ଆସନ୍ତା 19 ତାରିଖରେ ମହାପ୍ରଭୁଙ୍କ ଦୁର୍ଲଭ ନବଯୌବନ ଦର୍ଶନ ଓ ଆସନ୍ତା 20 ତାରିଖରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁଙ୍କୁ ନବଯୌବନ ବେଶରେ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଚୂଡାନ୍ତ ହୋଇଛି। ମାତ୍ର ତିନିଘଣ୍ଟା ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ବେଶକୁ ଦର୍ଶନ
Read More...

ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୂପାନ୍ତର,୧୧୨  କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୂପାନ୍ତର। କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ
Read More...

ମହିଳାଙ୍କୁ ନୃଶଂସ ହତ୍ୟା, ଅଭିଯୁକ୍ତ ୬୦ବର୍ଷିୟ ବୃଦ୍ଧ ଗିରଫ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଖରଭୂଇଁ ଗ୍ରାମରେ ଗତ ରବିବାର ଦିନ ସକାଳୁ ନିକଟସ୍ଥ କନ୍ଦବାରୀ ଜଙ୍ଗଲ ମଧ୍ୟରେ ଜଣେ ଦୁର୍ବଳା ମହିଳା ଅପୂର୍ବ ଷାଣ୍ଢ (୪୮) ଙ୍କୁ ବିଭତ୍ସ ଭାବେ ହତ୍ୟା କରି ମହିଳାଙ୍କ ଅର୍ଦ୍ଧ ନଗ୍ନ ଶରୀର ଉପରେ ବଡ଼ ବଡ଼ ପଥର ଲଦି ମାରିବା ଭଳି ଖବର ଜଣାପଡିବା ପରେ
Read More...

ଗଛ ପଡି ରାସ୍ତା ଅବରୋଧ, ଅଳ୍ପକେ ବର୍ତ୍ତିଲେ ପଥଚାରୀ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନାଥପୁର ପଞ୍ଚଯାତ ଅନ୍ତର୍ଗତ ଗାଦବାଗୁଡା ଗ୍ରାମର ଯାତାୟାତ କରୁଥିବା ରାସ୍ତା ଉପରେ ଦିନ ଦ୍ୱିପହରରେ ବର୍ଷା ପବନ ହେବା ଦ୍ୱାରା ବହୁଦିନର ଏକ ତେନ୍ତୁଳି ଗଛ ଭାଙ୍ଗି ରାସ୍ତା ଉପରେ ପଡି ଯାଇଛି । ଗଛ ପଡିଯିବା ଯୋଗୁଁ କୌଣସି ଧନ
Read More...

ଖଡ଼ିଆଳ ସ୍ୱୟଂ ଶାସିତ ମହାବଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶ

ଖଡିଆଳ: ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରୀକ୍ଷା ଫଳ ଘୋଷଣା ହୋଇଯାଇଅଛି । କଲେଜ୍‌ ଅଧ୍ୟକ୍ଷ ଡ.ତରୁଣ କୁମାର ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ଡ.ପଦ୍ମଲୋଚନ ବର୍ମା, ଉପ ପରୀକ୍ଷା ନିୟନ୍ତ୍ରକ ରାଜଲକ୍ଷ୍ମୀ ରଥ, ଯୁକ୍ତ ଦୁଇ କଲେଜ୍‌ ଅଧ୍ୟକ୍ଷ ଡ.ଅଶ୍ୱିନୀ
Read More...

କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ

ନୂଆପଡ଼ା : କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ରାୟପୁରରୁ ସଡ଼କ ପଥରେ ଓଡିଶା ଛତିଶଗଡ଼ ସୀମାରେ ତାଙ୍କୁ ନୂଆପଡା ଜିଲ୍ଲା ବିଜେପି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା
Read More...

ତିନି ରଥରେ ଜାରି ରହଛି ବେଦୀ ସିଂହାସନ କାର୍ଯ୍ୟ

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ ଆଗେଇ ଚାଲିଚି । ତିନି ରଥରେ ଚାଲିଚି ବେଦୀ ସିଂହାସନ କାର୍ଯ୍ୟ । ବେଦୀ ନିର୍ମାଣ ନିମନ୍ତେ ତିନିରଥରେ ୫ ଟି ଲେଖାଁଏ ଜଗତପୃଷ୍ଠ ଶେଣୀ ପଡିବା ସହ ତାର ଦୁଇ ପାର୍ଶ୍ୱରେ ତିନୋଟି ଲେଖାଁଏ 'ବାହୁଟ ଫାଳିଆ' ଫିଟିଙ୍ଗ ହୋଇଚି । ତିନିରଥରେ 'କନକମୁଣ୍ଡି'ସେଟିଙ୍ଗ
Read More...

ଶିଖରରେ ପହଞ୍ଚିଲା ଆକାଶ ବାଇଜୁସର ଏନ୍‌ଇଇଟି ୟୁଜି ପରୀକ୍ଷା ଫଳ

ବ୍ରହ୍ମପୁର: ନିକଟରେ ପ୍ରକାଶିତ ହୋଇଥିବା ଏନ୍‌ଇଇଟିୟୁଜିରେ ଆକାଶ ବାଇଜୁସ ର ଛାତ୍ର ଛାତ୍ରୀ ମାନେ ଭାରତୀୟ ସ୍ତରରେ ବାଜିମାତ ମାରି ଅନୁଷ୍ଠାନର ଗୌରବ ବଢାଇଛନ୍ତି । ଏଥିରେ ଭୁବନେଶ୍ୱର ଶାଖାର ସ୍ୱୟଂ ଶକ୍ତି ତ୍ରିପାଠୀ ଏ ଆଇ ଆର ରେ ଅଷ୍ଟମ ସ୍ଥାନ ଓ ଏନ୍‌ ଇ ଇ ଟି ୟୁଜି ୨୦୨୩ ରେ ଓଡ଼ିଶା
Read More...

ମାରୱାଡି ଯୁବାମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର

ସୁବର୍ଣ୍ଣପୁର: ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ସୋନପୁର ମାରୱାଡି ଯୁବାମଞ୍ଚ ପକ୍ଷରୁ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଏସପି ଅମରେଶ ପଣ୍ଡା, ଏଡିଏମଓ ମେଡିକାଲ ଡ଼.
Read More...

ଟିଏନଟିର ଛାତ୍ର ଆଦିତ୍ୟ ଓ ପ୍ରଫୁଲ୍ଲଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର : ରବିବାର ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଗୁଡିକ ତରଫରୁ ଚଳିତ ବର୍ଷ +୨ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶ୍ରେଷ୍ଠ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ବ୍ରହ୍ମପୁର ସ୍ଥିତ ଟି.ଏନ.ଟି ସ୍କିଲ
Read More...