Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନୂଆ ରୂପର ରାଜ-ସୁନାଖଳା ଫାଣ୍ଡି
ଦଶପଲ୍ଲା : ନୟାଗଡ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳ ରାଜସୁନାଖଳା ଫାଣ୍ଡିର ରୂପାନ୍ତରିତ ଗୃହ ବୁଧବାର ମଧ୍ୟାହ୍ନରେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ପୂର୍ବରୁ ଏହି ଫାଣ୍ଡି ଗୃହଟି ଅତ୍ୟନ୍ତ ଜରାଜୀର୍ଣ୍ଣ ଓ ପୁରାତନ ଘରେ ଚାଲିଥିଲା । ତେବେ!-->…
Read More...
Read More...
ବିଦ୍ୟାଳୟ ଓ ଅଙ୍ଗନବାଡ଼ିରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ମହିଳା ଜୀବିକା ସୁରକ୍ଷା ମଞ୍ଚର ଦାବିପତ୍ର
ଦଶପଲ୍ଲା : ଆଜି ମହିଳା ଜୀବିକା ସୁରକ୍ଷା ମଞ୍ଚର ଆବାହକ, ବିଶିଷ୍ଠ ସ୍ୱେଚ୍ଛାସେବୀ ତଥା ସାମ୍ବାଦିକ କୁନାକାନ୍ତ ବେହେରାଙ୍କ ନେତୃତ୍ୱରେ ବ୍ଲକ୍ କାର୍ଯ୍ୟାଳୟରେ ଏବିଡିଓ ସତ୍ୟନାରାୟଣ ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ ସଂଗଠନ ପକ୍ଷରୁ ଦଶପଲ୍ଲା ଅଞ୍ଚଳରେ ରହିଥିବା!-->…
Read More...
Read More...
ପୁଣି ସକ୍ରିୟ ହେଲେ ଲାଲ ବାହିନୀ : ଘରୁ ଡାକି ନେଇ ଗୁଳି କରି ହତ୍ୟା
ଫୁଲବାଣୀ :କିଛି ଦିନ ବ୍ୟବଧାନ ପରେ ପୁଣି ସକ୍ରିୟ ହେଲେ ଲାଲ ବାହିନୀ । ଗତ କାଲି ରାତି ୯ ଟା ସମୟରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ଘରୁ ଡ଼ାକିନେଇ ଗୁଳି କରି ହତ୍ୟା କରିଛନ୍ତି ମାଓ ବାଦୀ । ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସମର ବନ୍ଦ ପଞ୍ଚାୟତ ସାଉଲ୍ ପଡ଼ା!-->…
Read More...
Read More...
ବ୍ଲଡ଼ବ୍ୟାଙ୍କରେ ରକ୍ତର ଅଭାବ, ହୀରାକୁଦ ଥାନାରେ ରକ୍ତଦାନ ଶିବିର ଆୟୋଜିତ
ସମ୍ବଲପୁର:ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସ୍ଥାନୀୟ ବ୍ଲଡ଼ବ୍ୟାଙ୍କରେ ରକ୍ତର ଅଭାବ ଦେଖାଯାଇଛି । ଏ ପରିପ୍ରେକ୍ଷୀରେ ସ୍ଥାନୀୟ ହୀରାକୁଦ ଥାନାରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ୱାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ!-->…
Read More...
Read More...
୫-ଟି ସଚିବଙ୍କ ଗଜପତି ଗସ୍ତର ଦ୍ବିତୀୟ ଦିନ;ମୁଖ୍ୟମନ୍ତ୍ରୀଙ୍କ ଉତୁଙ୍ଗ ଉଦ୍ୟମ- ପାହାଡରେ ସୁଡ଼ଙ୍ଗ କରି ଦିଆଯିବ ପାଣି
ଗଜପତି:ଜନସାଧାରଣଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଉଦ୍ୟମ ରତ। ଓଡିଶାର ରୂପାନ୍ତର ପାଇଁ ଅନେକ ପଦକ୍ଷେପ ନେଇ ରାଜ୍ୟର ବିକାଶ ମାନଚିତ୍ରରେ ଆଣିଛନ୍ତି କାୟାକଳ୍ପ । ଗତକାଲି ବିଜୁ ଏକ୍ସପ୍ରେସ ୱେ-୨ ର ନିର୍ମାଣ ପାଇଁ ପାହାଡ କାଟି ଟନେଲ ଜରିଆରେ ରାସ୍ତା!-->…
Read More...
Read More...
ଆରଟିଓ ଅଫିସ ନିକଟ ବେଆଇନ ଜନସେବା କେନ୍ଦ୍ରରୁ ୨ ଦଲାଲ ଗିରଫ
ବୌଦ୍ଧ,୧୦/୫:- ବୌଦ୍ଧ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଦୁଇଜଣ ଦଲାଲଙ୍କୁ ଆର.ଟି.ଓ. କାର୍ଯ୍ୟାଳୟ ନିକଟରୁ ପୋଲିସ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ତପନ ମଣ୍ଡଲ ଏବଂ ସଂଜିତ ପଣ୍ଡା । ସେମାନେ ବେଆଇନ ଭାବରେ ଜନସେବା କେନ୍ଦ୍ରକରି ଆର. ଟି. ଓ. ଅଫିସର!-->…
Read More...
Read More...
ପ୍ରାଣୀଧନ ନିରୀକ୍ଷକଙ୍କ ୫ଦଫା ଦାବିପତ୍ର ପ୍ରଦାନ
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଅଧିନରେ ଥିବା ପ୍ରାଣୀଧନ ନିରୀକ୍ଷକମାନେ ବୁଧବାର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଉଦ୍ଦେଶ୍ୟରେ ୫ଦଫା ଏକ ଦାବିପତ୍ର କୋକସରା ଭ୍ରାମ୍ୟମାଣ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ସ୍ମୃତି ରଞ୍ଜନ ଦାସଙ୍କ ଜରିଆରେ!-->…
Read More...
Read More...
ସିସିଟିଭିରେ କଏଦ ହେଲା ବୁଲେଟ ଚୋରି ଘଟଣା
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ବଜାରରୁ ଗତକାଲି ରାତ୍ରିରେ ଜଣେ ବ୍ୟବସାୟୀଙ୍କ ବୁଲେଟ ଘର ସମ୍ମୁଖରୁ ଚୋରି ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ପୁରୁଣା କଟକ ସହରର ବ୍ୟବସାୟୀ ତୋଫାନ ସାହୁ ତାଙ୍କ ବୁଲେଟକୁ ଦୀର୍ଘଦିନ ହେଲା ଘର ସମ୍ମୁଖରେ ରଖି ଆସୁଥିଲେ । ଆଜି!-->…
Read More...
Read More...
କରୋନା ଯୋଦ୍ଧା ଭାବେ ସମ୍ମାନିତ ହେଲେ ମମତା ମଞ୍ଜରୀ ଅପା
ନୂଆପଡା: ଶ୍ରୀମତୀ ମମତା ମଞ୍ଜରୀ ଥପା ନୂଆପଡା ଜିଲ୍ଲାର ଜଣେ ବିଶିଷ୍ଟ ସମାଜସେବୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନେତୃତ୍ୱ ନେଉଥିବା ଜଣେ ନେତ୍ରୀ ଭାବରେ ବେଶ ଜଣାଶୁଣା । ଜିଲ୍ଲା ତଥା ଜିଲ୍ଲା ବାହାରେ ସେ ବେଶ ସୁପରିଚିତ । ଯେତେବେଳେ କରୋନା ମହାମାରୀ ପ୍ରଭାବରେ ସମସ୍ତ ଜନସମାଜ ଭୟଭୀତ!-->…
Read More...
Read More...
୫-ଟି ସଚିବଙ୍କ ଦୁଇ ଦିନିଆ ଗଜପତି ଗସ୍ତ,ବିଜୁ ଏକ୍ସପ୍ରେସ ୱେ -୨ର ନିର୍ମାଣ ତିନି ବର୍ଷରେ ସରିବ
ପାରଳାଖେମୁଣ୍ଡି : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ୍ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେର!-->…
Read More...
Read More...