Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଶିଷ୍ଟ ଜନନେତା ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ…
ଭୁବନେଶ୍ୱର : ବିଶିଷ୍ଟ ଜନନେତା ପୂର୍ବତନ ସାଂସଦ,ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ କାନୁନଗୋଙ୍କୁ ଜଣେ ବିଶିଷ୍ଟ ପାର୍ଲିଆମେଣ୍ଟାରିଆନ,!-->…
Read More...
Read More...
ଓଡିଶା ୟୁନିଅନ ଜର୍ଣ୍ଣାଲିଷ୍ଟର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ପୁରୀ : ଓଡିଶା ୟୁନିଅନ ଜର୍ଣ୍ଣାଲିଷ୍ଟର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ହୋଟେଲ ହଲିଡେ ରିସର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଗୃହ ମନ୍ତ୍ରୀ ଓ କ୍ରୀଡା, ଯୁବ ବ୍ୟାପାର ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରି କାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ!-->…
Read More...
Read More...
ଆଗାମୀ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ପୁରୀ : ଆଗାମୀ ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ଶ୍ରୀଜୀଉ ମାନଙ୍କ ଚନ୍ଦନ ଯାତ୍ରା । ନରେନ୍ଦ୍ର ପୋଖରୀରେ ଚାପ ଖେଳ । ଚଳିତ ମାସ ୨୩ ତାରିଖରୁ ମଇ ମାସ ୧୨ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ । ତେଣୁ ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ!-->…
Read More...
Read More...
କୋରଡ଼ାଗଡ଼ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା: ତୃତୀୟ ସନ୍ଧ୍ୟାରେ ମନ ମୋହିଲା କୋରଡ଼ା ବନ୍ଦନା
ନୂଆଗାଁ : ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ଗ୍ରାମରେ ଚାଲିଥିବା କୋରଡ଼ାଗଡ଼ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ତୃତୀୟ ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା ସାହିତ୍ୟକ ମାନଙ୍କ ସାହିତ୍ୟ ଆବୃତିରୁ । ନୂଆଗାଁ ବ୍ଲକ ବିଭିନ୍ନ ପଞ୍ଚୟତରୁ!-->…
Read More...
Read More...
ଗ୍ୟାସ ସିଲିଣ୍ଡରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଦମ୍ପତି
ନୂଆଗାଁ : ଆଜି ସନ୍ଧ୍ୟା ସମୟରେ ଅଛୁପଡା ଗ୍ରାମରେ ବିଜୟ କୁମାର ଗଣ୍ଡାଙ୍କ ଘରେ ରୋଷେଇ କରୁଥିବା ସମୟରେ ହଠାତ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ଘରେ ଥିବା ଦମ୍ପତି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଉଭୟ ଗ୍ୟାସ ସିଲଣ୍ଡରକୁ ଘର ଅଗଣାକୁ ନେଇଯାଇଥିଲେ ଓ!-->…
Read More...
Read More...
ହିରୋଇନ ଜବତ, ଜଣେ ଗିରଫ
ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡର ଉପ-ନିରୀକ୍ଷକ ସିଦେ୍ଧଶ୍ୱର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଥାନା ଅନ୍ତର୍ଗତ ଲୋଟସ ମଣ୍ଡପ, ଦାଣ୍ଡମୁକୁନ୍ଦପୁର ସାମ୍ନାରେ ଚଢ଼ାଉକରି ଏକ ବ୍ୟକ୍ତି ଯାହାଙ୍କ ନାମ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଜୟ ଭାରତ ସତ୍ୟାଗ୍ରହ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁବାର ଜୟ ଭାରତ ସତ୍ୟାଗ୍ରହ ଆୟୋଜିତ ହୋଇଛି । ଶତାଧୀକ ଦଳୀୟ ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ର ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ । କେନ୍ଦ୍ର ବିଜେପି ସରକାରଙ୍କ ନୀତି ବିରୋଧରେ!-->…
Read More...
Read More...
ବାଲିଗୁଡାରେ ବୈଷୟିକ ଶିକ୍ଷା ସଚେତନ ରଥ ପରିକ୍ରମା
ବାଲିଗୁଡା: ବର୍ତ୍ତମାନ ସମୟରେ ବୈଷୟିକ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ଼ (ଓକେସିଏଲ) ଓଡିଶାର ପ୍ରତ୍ୟେକ ଜିଲ୍ଳାରେ ବୈଷୟିକ ଶିକ୍ଷା ସଚେତନ ରଥ ଭ୍ରମଣ କରୁଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଓକେସିଏଲ ଅଧିନସ୍ଥ ୟୁଆଇସିଟି!-->…
Read More...
Read More...
ଟିମ ହ୍ୟୁମାନିଟି କନ୍ଧମାଳ ଅନୁଷ୍ଠାନକୁ ରାଜ୍ୟସ୍ତରୀୟ ପୁରସ୍କାର
ଫୁଲବାଣୀ:ସେବା କାର୍ପଣ୍ୟ ଦାନବଳେ,କିବା ଅସାଧ୍ୟ ମହୀତଳେ । ଜଗତର ନାଥ ଜଗନ୍ନାଥଙ୍କ କରୁଣାରୁ ଆମେ ସମସ୍ତେ ଏହି ଧରାପୃଷ୍ଠରେ ମଣିଷ ଭଳି ଏକ ସର୍ବୋତମ ପ୍ରାଣୀ ଭାବେ ଜନ୍ମ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । କିନ୍ତୁ; ଏହି ଜୀବନକୁ ସାଫଲ୍ୟମଣ୍ଡିତ କରିବାକୁ ହେଲେ ଜୀବନକୁ ସେବା ରୂପକ!-->…
Read More...
Read More...
ଜିଲ୍ଲାସ୍ତରୀୟ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ
ନବରଙ୍ଗପୁର : ସମଗ୍ର ଜିଲ୍ଲାରେ କିଶୋରୀମାନଙ୍କୁ ସଶକ୍ତି କରାଇ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ଆଉପାଦେ ଆଗକୁ ଆଗେଇଛି । ବିଶେଷ କରି ଖେଳ ମାଧ୍ୟମରେ କିଶୋରୀମାନଙ୍କ ମନରେ ଦୃଢତା ଆଣିବା ସହିତ ଯୁବସମାଜ ମଧ୍ୟରେ ଲିଙ୍ଗଗତ ଭେଦଭାବ ଦୂରକରିବା ସହିତ!-->…
Read More...
Read More...