Browsing Category

ରାଜ୍ୟ

ମନମୁଖୀ ସେବା ସମବାୟ ସମିତି ଗଠନକୁ ତୀବ୍ର ବିରୋଧ, ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲେ ପଞ୍ଚାୟତବାସୀ

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ମଖାପଦର ଠାରେ ହେବାକୁ ଥିବା ନୂତନ ସେବା ସମବାୟ ସମିତି ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରି ହେଉଥିବା ଅଭିଯୋଗ କରି ମଖାପଦର ପଞ୍ଚାୟତର ଜନସାଧାରଣ ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଅଭିଯୋଗରୁ
Read More...

ପାରଳା ବାର୍‌ ଆସୋସିଏସନ ନିର୍ବାଚନ : ସଭାପତି ହେଲେ ସିଦ୍ଧେଶ୍ୱର ମିଶ୍ର, ସମ୍ପାଦକ ହେଲେ ଏମ୍‌. ପୃଥିବୀ ରାଜ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବାର ଆସୋସିଏସନର ସଭାପତି ଭାବେ ସିଦ୍ଧେଶ୍ୱରର ମିଶ୍ର ନିର୍ବାଚିତ ହୋଇଛନ୍ତି । ଏନେଇ ଜିଲ୍ଲାଜଜ୍‌ଙ୍କ ଅଦାଲତ ପରିସରରେ ଥିବା ବାର ଆସୋସିଏସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ପ୍ରହ୍ଲାଦ ସାହୁ ହେଲେ ଦଶପଲ୍ଲା ବାର ଆସୋସିଏଏନ୍‌ ସଭାପତି

ଦଶପଲ୍ଲା : ଓଡ଼ିଶା ଆଇନଜୀବୀ ପରିଷଦଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ବାର୍‌ ଆସୋସିଏସନ ଗୁଡିକରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବାର୍‌ ଆସୋସିଏସନର ମଧ୍ୟ ଗତକାଲି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ସଭାପତି ପଦବି ପାଇଁ ୨ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ ।
Read More...

ଗାନ୍ଧୀ ମାର୍ଗରେ ଧାରଣା ଦେଲେ କନ୍ଧମାଳ ଜିଲ୍ଲାରୁ ଶତାଧିକ ଆଉଟସୋର୍ସିଂ କର୍ମଚାରୀ

ଫୁଲବାଣୀ :- ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ୩୦ଗୋଟି ଜ଼ିଲ୍ଲାରୁ ହଜାର ହଜାର ଆଉଟସୋର୍ସିଂ କର୍ମଚାରୀ ନିଜ ନିଜ ଜ଼ିଲ୍ଲାରୁ ବାହାରି ହାରାହାରି ୭୦୦୦୦ ରୁ ୭୫୦୦୦ ହାଜର ଆଉଟସୋର୍ସିଂ କର୍ମଚାରୀ ଭୁବନେଶ୍ୱର ଗାନ୍ଧୀମାର୍ଗରେ ପହଂଚି ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ
Read More...

କାଳିଆ ପ୍ରେମରେ ବିଦେଶୀ, ଶ୍ରୀମନ୍ଦିର ପରିସରରେ ଦଣ୍ଡ ପ୍ରଣାମ କଲେ ରୁଷ ଭକ୍ତ

ପୁରୀ : କାଳିଆଠାକୁରଙ୍କ ମୋହରେ ଛନ୍ଦି ହେଉଛନ୍ତି ବିଦେଶୀ । ବିଦେଶରେ ମହମହ ହେଇ ମହକୁଛି ଭାରତୀୟ ସଂସ୍କୃତିର ବାସ୍ନା । ସାରା ବିଶ୍ୱରୁ ଭାରତୀୟ ସଂସ୍କୃତି ଓ ବିଶେଷକରି ଜଗନ୍ନାଥ ସଂସ୍କୃତିକୁ ଆଦର୍ଶ ମାନି ଧାଇଁ ଆସୁଛନ୍ତି ପର୍ଯ୍ୟଟକ ଓ ଭକ୍ତ । ଶ୍ରୀମନ୍ଦିର ଭିତରକୁ ଯିବାକୁ ବିଦେଶୀଙ୍କୁ
Read More...

ପବିଙ୍ଗିଆଠାରେ ଗଞ୍ଜେଇ ଚାଷ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ

ଫୁଲବାଣୀ : କନ୍ଧମାଳ ଜିଲାରେ ଦିନକୁଦିନ ବେଆଇନ ଗଂଜେଇ ଚାଷ ଓ ଚୋରା ଚାଲାଣ ବଢିଚାଲିଥିବାରୁ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ସହଯୋଗରେ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳାସଙ୍ଗମ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ
Read More...

ମୋଦି ସରକାରଙ୍କ ବିରୋଧରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକଳାପ ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୟଭୀତ ହୋଇ
Read More...

ଓଡ଼ିଶା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଭାରତ୍ତୋଳନ ଓ ମୁଷ୍ଟି ଯୁଦ୍ଧ

ପାରଳାଖେମୁଣ୍ଡି: ଓଡ଼ିଶା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଭାରତ୍ତୋଳନ ଓ ମୁଷ୍ଟିଯୁଦ୍ଧ ଗଞ୍ଜାମ ଜିଲ୍ଲାର କୁଇଜ ଅଫ ଦି ମିଶନ ସ୍କୁଲ ବ୍ରହ୍ମପୁର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ମୁଷ୍ଟି ଯୁଦ୍ଧ ଚଉଦ ବର୍ଷରୁ କମ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ୪୨. ୪୪ କିଲୋ ଗ୍ରାମ ଜଗନ ବେହେରା ପ୍ରଥମ
Read More...

ବାଲିଗୁଡା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ: ସଭାପତି ହରିଶ୍ଚନ୍ଦ୍ର, ସମ୍ପାଦକ ଅନିଲ ନିର୍ବାଚିତ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘ ର ୨୦୨୩-୨୪ ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଟି.ହରିଶ୍ଚନ୍ଦ୍ର ରାଓ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଅନିଲ କୁମାର ଦାସ ନିକଟତମ ପ୍ରତିଦ୍ୱନ୍ଦୀ
Read More...

ବିକାଶ ଡିଗ୍ରୀ ନର୍ସିଂ ମହାବିଦ୍ୟାଳୟରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ ନର୍ସିଂ ମହାବିଦ୍ୟାଳୟରେ ଆଜି ବିଶ୍ୱ ଯକ୍ଷ୍ମା ଦିବସ ଅନୁଷ୍ଠାନର ନିର୍ଦ୍ଦେଶକ ଡି . ରାମ କୁମାରଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ଦେପୁର ଗ୍ରାମଠାରେ ଗୀତିନାଟିକା ମାଧ୍ୟମରେ ଯକ୍ଷ୍ମା ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର
Read More...