Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରଫୁଲ୍ଲ ଜେନା ତାଳଗୁଡ ସମିତିର ସଭାପତି ଭାବରେ ନିର୍ବାଚିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ପ୍ରଫୁଲ୍ଲ ଜେନା ସର୍ବସମ୍ମତି କ୍ରମେ ତାଳଗୁଡ ଉତ୍ପାଦକମାନଙ୍କର ଏକ ସହଯୋଗୀ ସଂଗଠନ ତାଳଗୁଡ ସମବାୟ ସମିତିର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ପ୍ରଥମ ଥର ପାଇଁ ଗଜପତି ଜିଲ୍ଲାର ଜଣେ ବ୍ୟକ୍ତି ରାଜ୍ୟ ସଭାପତି ଭାବରେ ନିର୍ବାଚିତ ହୋଇଛି । ହାଇଟେକ!-->…
Read More...
Read More...
ଶ୍ରୀକ୍ଷେତ୍ର ସାହିଯାତ୍ରା, ସେତୁବନ୍ଧ ପ୍ରତିଷ୍ଠା ନୀତି ସଂପନ୍ନ
ପୁରୀ : ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ୍ରାରେ ଗତକାଲି ବିଳମ୍ବିତ ରାତ୍ରିରେ ରାବଣ ସେତୁବନ୍ଧ ପ୍ରତିଷ୍ଠା ନୀତି ସମ୍ପର୍ଣ୍ଣ କରିଛି । ଗତକାଲି ବାଲିସାହି ଆଖେଡା ପକ୍ଷରୁ ରାବଣ ବାହାରି ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମନ୍ଦିରକୁ ଯାଇ ସେଠାରେ ଦେବ ନୀତି!-->…
Read More...
Read More...
ବୌଦ୍ଧ ଉପକାରାଗାରରେ କଏଦୀଙ୍କ ଆତ୍ମହତ୍ୟା
ବୌଦ୍ଧ : ଆଜୀବନ ସଜା ହୋଇଥିବା କଏଦୀଙ୍କ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଘଟଣା ଆଜି ବୌଦ୍ଧ ଜିଲ୍ଲାରେ ଚହଳ ପକାଇଛି । ସୂଚନା ଅନୁଯାୟୀ ୨୦୧୫ରେ ଏକ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବୌଦ୍ଧ ଉପ -କାରାଗାରରେ ଆଜୀବନ ସଜା କାଟୁଥିବା ବାଉଁଶୁଣୀ ଥାନା ଅନ୍ତର୍ଗତ ଜମଘାଟି!-->…
Read More...
Read More...
ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ
ପୁରୀ:ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ । ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ରଥ ନିର୍ମାଣ ପାଇଁ ବୌଦ୍ଧ ବନଖଣ୍ଡରୁ ଆସିଛି ରଥକାଠ । ଏକ ଟ୍ରକ ଯୋଗେ ୪୦ ଫୁଟିଆ ୨୮ଖଣ୍ଡ ଧଉରା କାଠ ପୁରୀର ପହଞ୍ଚିଛି । ତେବେ ଏହି ଧଉରା କାଠରେ ରଥ ଚକରେ ଲାଗିବାକୁ!-->…
Read More...
Read More...
ନୟାଗଡ ଚାଇଲ୍ଡଲାଇନ ଦ୍ୱାରା ନୂଆଗାଁ ଷ୍ଟେସନରୁ ନାବାଳିକା ଉଦ୍ଧାର
ନୟାଗଡ : ନୟାଗଡ ଜିଲ୍ଲା ନୂଆଗାଁ ଷ୍ଟେସନ ନିକଟରୁ ଜଣେ ନାବାଳିକା ଉଦ୍ଧାର କରାଯାଇଛି । ଘଟଣାରୁ ଜଣାପଡିଛି ଯେ, ଗତକାଲି ବିଳମ୍ବିତ ରାତିରେ ନାବାଳିକାଟି ଟ୍ରେନରେ ଆସି ନୂଆଗାଁ ଷ୍ଟେସନରେ ବୁଲୁଥିବାର ଷ୍ଟେସନ ଆରପିଏଫ ପିଲାଟିକୁ ଦେଖିଥିଲେ । ପିଲାଟିକୁ ପଚରାଉଚରା କରିବା ପରେ ଜଣା ପଡିଲା!-->…
Read More...
Read More...
ଯୁକ୍ତଦୁଇ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଙ୍କ କୃତିତ୍ୱ
ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ମହାବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ର ପ୍ରିୟାଂଶୁ ଖମାରୀ ଗତବର୍ଷର ଯୁକ୍ତଦୁଇ ପରୀକ୍ଷାରେ ମୋଟ ୮୬ ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର୍ ହୋଇଥିବା ବେଳେ ନୂଆପଡା ଜିଲ୍ଲାରେ ଚତୁର୍ଥ ସ୍ଥାନରେ ରହିଥିଲେ । ଏଥିସହ ମେଧାବୀ ଛାତ୍ର ଭାବରେ ସରକାରଙ୍କ ତରଫରୁ!-->…
Read More...
Read More...
ଡକାୟତି ଘଟଣାରେ ଆସ୍କାରୁ ଦମ୍ପତି ଗିରଫ, ଜଣେ ଫେରାର୍
ଓଡଗାଁ : ନୟାଗଡର ପ୍ରତିଷ୍ଠିତ ବ୍ୟବସାୟୀ ରଂଜନ ପୃଷ୍ଟିଙ୍କ ମ୍ୟାନେଜର ନିରଞ୍ଜନ ମହାନ୍ତି ଗତମାସ ୧୧ତାରିଖ ଦିନ ବିଭିନ୍ନ ଦୋକାନରୁ ବାକି ଟଙ୍କା ଆଦାୟ କରି ଫେରୁଥିବା ବେଳେ ଗଂଜାମ ଜିଲ୍ଲା ଆସ୍କା ଥାନା କୋଟିନଡା ନିକଟସ୍ଥ ଡମୁଣି ଗାଁର ଏ. ଶ୍ରୀନୁ ଏବଂ ଅନ୍ୟ ଜଣେ ଯୁବକ ତାଙ୍କୁ ପିଛା!-->…
Read More...
Read More...
ସିମନବାଡିରେ ପଞ୍ଚୁ ଦଣ୍ଡ ମିଳନ, ହଜାର ହଜାର ଭକ୍ତଙ୍କ ସମାଗମ
ଦାରିଙ୍ଗବାଡ଼ି:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରେ ପ୍ରଥମ ଥର ପାଇଁ ବ୍ଲକରେ ପଞ୍ଚଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାଞ୍ଚ ମା' ଦଣ୍ଡକାଳୀ ଓ ପାଞ୍ଚ ହରଙ୍କ ମହାମିଳନ ଯାତ୍ରା ଦେଖିବା ପାଇଁ ସିମନବାଡି ବଜାରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ!-->…
Read More...
Read More...
ପବନ ସହ ପ୍ରବଳ ବର୍ଷା, ମୁଖ୍ୟ ବଜାରରେ ଆଣ୍ଠୁଏ ଆବର୍ଜନା ପାଣି
ଫୁଲବାଣୀ :- ଫୁଲବାଣୀ ସହର ସମେତ ସମଗ୍ର ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ବର୍ଷା ଶନିବାର ଉପରବେଳା ହୋଇଥିଲା । ଫଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇ ପଡିଛି । କିଛି ଜାଗାରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ଏବଂ ଗଛର ଡାଳ ମୁଖ୍ୟ ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି । ବର୍ଷା ପରେ!-->…
Read More...
Read More...
କ୍ଷୀର ଚୋରି କରି ଜଣେ ହୋମଗାର୍ଡ ଗିରଫ, ଦେଖନ୍ତୁ ଭିଡିଓ
ପୁରୀ : କ୍ଷୀର ଚୋରି କରି ଜଣେ ହୋମଗାର୍ଡ ଗିରଫ । ଏହି ଅଭାବନୀୟ ଘଟଣା ଘଟିଛି ପୁରୀ ଚନ୍ଦନପୁର ଅଞ୍ଚଳରେ । ସିସିଟିଭିରେ ଚୋରି ଘଟଣା ସମ୍ପୂର୍ଣ୍ଣ କଏଦ ହୋଇଚି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ପୋଲିସ ବିଭାଗ ର ଜଣେ କର୍ମ ଚାରି ଏଭଳି ଚୋରି କରିବା ସମସ୍ତଙ୍କୁ ଏକ ପ୍ରକାର!-->…
Read More...
Read More...