Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୩୪ ତମ ବାର୍ଷିକ ତେର ଦଣ୍ଡର ମହାମିଳନ ସମାରୋହ ଉଦଯାପିତ : ହଜାର ହଜାର ଭକ୍ତଙ୍କ ସମାଗମ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ବର୍ଷ ପୂର୍ତ୍ତି ଅବସରରେ ୩୪ ତମ ବାର୍ଷିକ ତେର ଦଣ୍ଡର ମହାମିଳନ ସମାରୋହ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି ।!-->…
Read More...
Read More...
ସମାଜସେବୀଙ୍କ ଅକାଳ ବିୟୋଗ
ପୁରୀ : ସ୍ୱର୍ଗଦ୍ୱାର ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ହୋଟେଲିୟର ରବି ନାରାୟଣ ମହାନ୍ତିଙ୍କର ୫୯ ବର୍ଷ ବୟସରେ ଅକାଳ ମୃତ୍ୟୁ ଘଟିଛି । ଗତ କିଛି ଦିନ ଧରି ସେ ଭେଲୋରରେ ଚିକିତ୍ସାଧୀନ ଥିବା ବେଳେ ଶନିବାର ବିଳମ୍ବିତ ରାତ୍ରୀରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ଶଯ୍ୟା ନିକଟରେ ସ୍ୱର୍ଗତ!-->…
Read More...
Read More...
ସୋନପୁର ମଡେଲ ଡିଗ୍ରୀ କଲେଜରେ ଜି-୨୦ ଭାରତ ଉପରେ ସେମିନାର ଅନୁଷ୍ଠିତ
ସୁବର୍ଣ୍ଣପୁର: ସୋନପୁର ସଦର ମଡେଲ ଡିଗ୍ରୀ କଲେଜଠାରେ ଜି-୨୦ ଭାରତ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସେମିନାରରେ ମୁଖ୍ୟ ଅତିଥି ଭାବେ କିସ୍ ୟୁନଭରସିଟିର କୁଳପତି ସସ୍ମିତା ସାମନ୍ତ ଯୋଗଦେଇଥିଲେ । ସମ୍ମାନିତ!-->…
Read More...
Read More...
ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା ଉଦଯାପିତ : ଅନ୍ତିମ ସନ୍ଧ୍ୟାରେ ଶ୍ରୀଜୀଉଙ୍କ ରାଜ୍ୟାଭିଷେକ ବେଶ
ଓଡ଼ଗାଁ: ଓଡ଼ଗାଁ ବିଜେ ଶ୍ରୀରଘୁନାଥଜୀଉଙ୍କ ଶ୍ରୀରାମନବମୀ ଯାତ୍ରାର ନବଦିନ ସଂଧ୍ୟାବେଶର ଆଜି ଥିଲା ଉଦଯାପନୀ ସନ୍ଧ୍ୟା । ରାବଣ ନିଧନ ସହିତ ୧୪ ବର୍ଷର ବନବାସ ସାରି ମାତା ସୀତା ଓ ଅନୁଜ ଲକ୍ଷ୍ମଣ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବା ପରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ହୋଇଥିଲା ।!-->…
Read More...
Read More...
ନିଖୋଜ ଦଣ୍ଡୁଆଙ୍କ ମୃତଦେହ ଠାବ
ଦଶପଲ୍ଲା : ନିଖୋଜ ଦଣ୍ଡୁଆଙ୍କ ମୃତ ଦେହ ଠାବ ହୋଇଛି । ଘୁଘୁଡିପଡ଼ା ଆଲପଙ୍ଗା ଜଙ୍ଗଲରେ ଗଛରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଠାବ ହୋଇଥିବା ଜଣାପଡିଛି । ମୃତ ଦଣ୍ଡୁଆ ଜଣକ କୃଷ୍ଣଚନ୍ଦ୍ରପୁରପାଟଣା ଗ୍ରାମର ବିଜୟ ନାହାକ ବୋଲି ସୂଚନା ମିଳିଛି । ମୃତ ବିଜୟ ଦୀର୍ଘ ୫ଦିନ ହେବ ନିଖୋଜ ଥିଲେ ।!-->…
Read More...
Read More...
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
ଫୁଲବାଣୀ : ସାମାନ୍ୟ କଳିରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କ୍ରାଣ୍ଡିବାଲି ଗାଁରେ । ମୃତ ମହିଳାଙ୍କ ନାଁ ଲକ୍ଷ୍ମୀ ବିନ୍ଧାଣି । ତାଙ୍କ ସ୍ୱାମୀଙ୍କ ନାଁ ନାରାୟଣ ବିନ୍ଧାଣି ।!-->…
Read More...
Read More...
ଦୀର୍ଘ ୫ବର୍ଷ ଧରି ପଞ୍ଚ ଶମ୍ଭୁଙ୍କ ମହାମିଳନ ଅନନ୍ୟ ପରମ୍ପରା ଆଡେଣିଗଡ଼
ହରଭଙ୍ଗା : ଓଡ଼ିଆବାସୀଙ୍କ ବାର ମାସରେ ତେର ପର୍ବ ପାଳନକୁ ନେଇ ହରଭଙ୍ଗା ବ୍ଲକ ଆଡେଣିଗଡ଼ ଠାରେ ଚୈତ୍ର ଦଣ୍ଡ ଯାତ୍ରା ଏକ ଅନନ୍ୟ ପରମ୍ପରାରେ ଖ୍ୟାତି ଅର୍ଜନ କରିଛି! ଆଜିକୁ ଦୀର୍ଘ ୫ ବର୍ଷ ହେବ ଆଡେଣିଗଡ଼ ଗ୍ରାମର ତେଲିସାହିଠାରେ ପଞ୍ଚଶମ୍ଭୁଙ୍କ ମହାମିଳନ ସାଙ୍ଗକୁ ହଜାର ହଜାର ଭକ୍ତ ଓ!-->…
Read More...
Read More...
ବଡ଼ସାହିଠାରେ ତ୍ରିଦଣ୍ଡ ମିଳନ ଅନୁଷ୍ଠିତ
ଘୁ.ଉଦୟଗିରି: ଚୈତ୍ର ମାସ ମାଁ ରୁଦ୍ରକାଳୀଙ୍କ ମେରୁ ପର୍ବର ୯ ଦିନର ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଘୁ.ଉଦୟଗିରି ବଡ଼ସାହି ଦଣ୍ଡଯାତ୍ରା କମିଟି ତରଫରୁ ତ୍ରିଦଣ୍ଡ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଦଣ୍ଡ ଯାତ୍ରାର ତ୍ରିଦଣ୍ଡ ମିଳନ ଉତ୍ସବରେ କନ୍ଧମାଳ ଜିଲ୍ଲା ସଲାଗୁଡା, ଶିର୍କାକୁଟି!-->…
Read More...
Read More...
କାମନା ଦଣ୍ଡ ନୃତ୍ୟ ଉତ୍ସବ ପାଳନ
ଭବାନୀପାଟଣା: ପ୍ରତିବର୍ଷ ପରି ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ କାମନା ଦଣ୍ଡ ନୃତ୍ୟ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ସହରର ୧୪ ଓ ୧୫ନମ୍ବର ୱାର୍ଡର ବାଘମୁଣ୍ଡା, ମୀନକେତନ ଗଳି, ପୁରୁଣା ପଡ଼ା ସ୍କୁଲ୍ ଛକ, ତ୍ରିଲୋଚନ ପ୍ରଧାନ(ହଂସୁରୁ)ଙ୍କ ବାସ ଗୃହ!-->…
Read More...
Read More...
୫ଦଫା ଦାବି ପୂରଣ ନହେଲେ ସାମୂହିକ ଛୁଟି ଚେତାବନୀ
ହରଭଙ୍ଗା :ଓଡିଶା ଫାର୍ମାସିଷ୍ଟ ସେବାସଂଘ ଆହ୍ୱାନ କ୍ରମେ ଓଡିଶା ଫାର୍ମାସିଷ୍ଟ ସେବା ସଂଘ ବୌଦ୍ଧ ଶାଖାର ନିଷ୍ପତ୍ତି କ୍ରମେ ହରଭଙ୍ଗା ବ୍ଲକରେ କାର୍ଯ୍ୟରତ ଫାର୍ମାସିଷ୍ଟ କର୍ମଚାରୀମାନେ ଗତକାଲି ଶନିବାର ଦିନ ୫ଦଫା ଦାବିନେଇ ଭାରପ୍ରାପ୍ତ ଚିକିତ୍ସାଧିକାରୀ "ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର,!-->…
Read More...
Read More...