Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଷ୍ଟ୍ରେଚର୍ ସାହାଯ୍ୟରେ ଶବକୁ ଟାଣିଟାଣି ୮କିଲୋମିଟର ନେଲେ ପରିବାର ଲୋକେ
ନୂଆପଡା : ଗୋଟିଏ ପଟେ ନବୀନଙ୍କ ବିକାଶର ସ୍ୱପ୍ନ ଅନ୍ୟପଟେ ମୋଦିଙ୍କ ଡିଜିଟାଲ ଇଣ୍ଡିଆ । ଦେଶ ବିଦେଶରେ ପତିଆରା ଜାହିର କରିବା ପାଇଁ ରାଜନୈତିକ ବୟାନବାଜି । ହେଲେ ଏ ସବୁ ଭିତରେ ନୂଆପଡ଼ା ଜିଲ୍ଲା କଳା ପଚ୍ ପଚ୍ ବିଜୁ ଏକ୍ସପ୍ରେସ ରାସ୍ତାରେ ଦେଖିବାକୁ ମିଳିଛି ଏକ ପରିବାରର ଶବ!-->…
Read More...
Read More...
ଓଲଟିଲା ଟ୍ରାକ୍ଟର, ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ
ଖପ୍ରାଖୋଲ : ଖପ୍ରାଖୋଲ ଥାନା ଅନ୍ତର୍ଗତ ବଜଳସାଗର ଗ୍ରାମର ଜଣେ ଯୁବକ ଟ୍ରାକ୍ଟରରେ କାଠ ଆଣୁଥିବା ବେଳେ ଟ୍ରାକ୍ଟର ଓଲଟି ପଡିବାରୁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଯେ, ସୋମବାର ରାତିରେ ବଜଳସାଗର ଗ୍ରାମର କରୁଣାକର ଛତ୍ରିଆ ନିଜ ନମ୍ୱର ବିହିନ ଟ୍ରାକ୍ଟରରେ କର୍ଲାବାହାଲି!-->…
Read More...
Read More...
ମାଡିଗଲା କଣ୍ଟେନର,ଚାଲିଗଲା ମାଛ ବିକାଳୀଙ୍କ ଜୀବନ
ରାୟଗଡା: ବାଇପାସ ରହିଛି ନାମକୁ ମାତ୍ର । ଦିନକୁ ଦିନ ରାୟଗଡା ସହର ମଧ୍ୟ ଦେଇ ଯାଉଥିବା ମାଲବାହୀ ଭାରିଯାନ ପାଇଁ କିଛି ନା କିଛି ଛୋଟ ବଡ଼ ସଡ଼କ ଦୁର୍ଘଟଣା ଘଟୁଛି । ଆଉ ଅକାଳରେ ଚାଲି ଯାଉଛି ଜୀବନ । ୧୨ଦିନ ବ୍ୟବଧାନରେ ପୁଣି ରାୟଗଡା ସହର ଭିତରେ ଆଜି ସଡକ ଦୁର୍ଘଟଣାରେ ଚାଲି ଯାଇଛି ଆଉ ଜଣେ!-->…
Read More...
Read More...
ଗଞ୍ଜେଇ ସହ ବାଇକ ଜବତ: ଦୁଇ ଜଣ ଗଞ୍ଜେଇ ମାଫିଆ ଗିରଫ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । ୪୧ କେଜି ୧୦୦ ଗ୍ରାମ ଓଜନର ବେଆଇନ୍ ଗଞ୍ଜେଇ ସହ ଗୋଟିଏ ବାଇକକୁ ଜବତ କରିଛି ବାଲିଗୁଡ଼ା ପୋଲିସ୍ । ଘଟଣାରେ ସଂପୃକ୍ତ ଦୁଇ ଜଣ!-->…
Read More...
Read More...
ଆଜି ଛତିଶା ନିଯୋଗ ବୈଠକ, ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟ ହେବ ଚୂଡାନ୍ତ
ପୁରୀ : ମଙ୍ଗଳବାର ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଅଧ୍ୟକ୍ଷତା କରିବେ । ବୈଠକରେ ମୁଖ୍ୟତଃ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ନୀତି ନିର୍ଘଣ୍ଟ କରାଯିବ । ଆସନ୍ତା ୨୩ ତାରିଖରେ ପବିତ୍ର!-->…
Read More...
Read More...
୫-ଟି ସଚିବଙ୍କ ପାଦତଳେ ପଡି ଗୁହାରୀ କଲେ ଦମ୍ପତି
ପୁରୀ : ଆଜି ପୁରୀ ଗସ୍ତରେ ଆସିଥିବା ବେଳେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ପାଦତଳେ ପଡିଗଲେ ଜଣେ ମହିଳା ଓ ତାଙ୍କ ସ୍ୱାମୀ । ନେହୁରା ହେଲେ ଗୁହାରୀ କଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୫-ଟି ସଚିବ ସେମାନଙ୍କୁ ଆଡେଇବା ପରିବର୍ତ୍ତେ ସ୍ନେହଭରା କଣ୍ଠରେ ପାଖକୁ ଡାକିଲେ ଆଉ ତାଙ୍କ ହାତରୁ!-->…
Read More...
Read More...
ପୁରୀରେ ପୁଣି ଛୁରା ମାଡ, ଜଣେ ଆହତ
ପୁରୀ : ପୁରୀ ସହରରେ ପୁଣି ଏକ ଛୁରା ମାଡ ହୋଇଛି । ପୋଲିସ ପକ୍ଷରୁ ପୁରୀରେ ଆଇନଶୃଙ୍ଖଳା କଡା କଡି କରାଯାଉଥିବା ସୂଚନା ଦିଆଯାଉଥିବା ବେଳେ କିଛି ଦିନ ହେବ ପୁରୀ ସହରରେ ଅପରାଧିକ କାର୍ଯ୍ୟକଳାପ ବଢିବା ଲାଗିଛି । । ସୋମବାର ରାତି ପ୍ରାୟ ୧୦ ଟା ୩୦ ସମୟରେ ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ!-->…
Read More...
Read More...
ଜିଲ୍ଲାପାଳଙ୍କ କୋକସରା ଗସ୍ତ ; ଡୋକରୀ ଚଞ୍ଚରା, ବୁଢ଼ାରଜା ମନ୍ଦିର ଉନ୍ନତି ପାଇଁ ନକ୍ସା ପ୍ରସ୍ତୁତି
କୋକସରା: କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ସୋମବାର କୋକସରା ବ୍ଲକ ଗସ୍ତରେ ଆସି ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରା ଓ ଆମପାଣି ବୁଢ଼ାରାଜା ଦେବଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ଧର୍ମଗଡ଼ ଉପଜିଲ୍ଲାପାଳ ବେଦ ଭୁଷଣ, ମୁଖ୍ୟ ବିକାଶ ତଥା!-->…
Read More...
Read More...
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି
ପାରଳାଖେମଣ୍ଡି : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ କେରଡଙ୍ଗୋ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ!-->…
Read More...
Read More...
ରାଜ୍ୟପାଳଙ୍କ ଦ୍ୱାରା ନୂଆପଡ଼ା ଜିଲ୍ଲା ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ସମ୍ବର୍ଦ୍ଧିତ
ନୂଆପଡା : ରାଜ୍ୟ ସ୍ତରରେ ନୂଆପଡ଼ା ଜିଲ୍ଲା ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ବିଭିନ୍ନ କ୍ଷେତ୍ରରେ ଉନ୍ନୟନମୂଳକ ଏବଂ ବର୍ଷ ତମାମ ସକ୍ରିୟ ରହି ବିଭିନ୍ନ ସମୟରେ ସମାଜ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ସାଧିତ କରିଥିବା ଯୋଗୁଁ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ରାଜଭବନଠାରେ ସମ୍ବର୍ଦ୍ଧିତ ହୋଇ ଜିଲ୍ଲା!-->…
Read More...
Read More...