Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କଂଗ୍ରେସ ନେତା ବିଜୟ କୁମାର ପଟ୍ଟନାୟକଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ
ପାରଳାଖେମୁଣ୍ଡି : ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ପୂର୍ବତନ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ କୁମାର ପଟ୍ଟନାୟକ ଆସି ଜିଲ୍ଲାରେ ଦଳର ସ୍ଥିତି ଅନୁଧ୍ୟାନ କରିବା ସହ କିଭଳି ଆଗାମୀ ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନ ସୁଦୃଢ ହେବ ସେ ନେଇ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ!-->…
Read More...
Read More...
ଉଦଘାଟିତ ହେଲ କୋରଡ଼ାଗଡ଼ ଲଙ୍କାପୋଡି ମହୋତ୍ସବ ଓ ପଲିଶ୍ରୀ ମେଳା
ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କୋରଡ଼ା ଗ୍ରାମ ପଞ୍ଚାୟତ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଅଞ୍ଚଳର ପୁରାତନ ପରମ୍ପରା କୋରଡ଼ା ଗଡ଼ ଲଙ୍କାପୋଡି ମହୋତ୍ସବ ଓ ପଲିଶ୍ରୀ ମେଳା ବହୁ ଆବାହନ କାଳରୁ ହେଉଅଛି । ଚଳିତ ବର୍ଷ ଏହି ଉତ୍ସବ ଅତି ଆଡ଼ମ୍ବର ଭାବରେ ଚାରି!-->…
Read More...
Read More...
ଜଙ୍ଗଲ ନିଆଁ ରୋକିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଗ୍ରୁପ୍
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡରେ ଦିନକୁ ଦିନ ତାତି ବଢୁଥିବା ବେଳେ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ବନ ବିଭାଗ ପାଇଁ କଷ୍ଟ ହୋଇପଡୁଛି । ବନ ବିଭାଗ ପକ୍ଷରୁ ନିୟୋଜିତ ଓଡ୍ରାଫ ଟିମ୍ ନିୟୋଜିତ ହୋଇଥିଲେ ମଧ୍ୟ ନିଆଁ ଆୟତ୍ତକୁ ନେଇ ଚିନ୍ତାରେ ବନବିଭାଗ । ଜଙ୍ଗଲରେ ନିଆଁକୁ!-->…
Read More...
Read More...
ଦୁଇ ଦିନ ସ୍କୁଲ ଛୁଟି
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୭ଟାରୁ ଖରା ଆରମ୍ଭ ହୋଇଯାଉଛି। ଅପରାହ୍ଣ ୨ଟା ବେଳକୁ ସ୍ଥିତି ଅସମ୍ଭାଳ ହେଉଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୧୯ ଓ ୨୦ ତାରିଖ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଗୁଡ଼ିକ ଛୁଟି ଘୋଷଣା!-->…
Read More...
Read More...
କୁଟିକିଆ ଘଞ୍ଚ ଜଙ୍ଗଲ ମଧ୍ୟରୁ ଗଞ୍ଜେଇ ଜବତ : ମାଫିଆ ଚମ୍ପଟ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହୋଇ ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଖବର ପାଇ ମାଡ଼ି ବସିଲା ପୋଲିସ୍ । ୪୪୦ କେଜି ୩୦୦ ଗ୍ରାମ ଓଜନର ବେଆଇନ୍ ଗଞ୍ଜେଇ ଜବତ କରିଛି । ସୂଚନା ପ୍ରକାରେ!-->…
Read More...
Read More...
ଛତିଶା ନିଯୋଗ ବୈଠକ, ଅକ୍ଷୟ ତୃତୀୟ ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ
ପୁରୀ : ଆସନ୍ତା ଏପ୍ରିଲ ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଆଜି ଅପରାହ୍ନରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ!-->…
Read More...
Read More...
ଖଇରମାଲ ଗ୍ରାମରେ ମନ୍ଦିର ଜମିକୁ ନେଇ ବିବାଦ, ତହସିଲ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ
ଉଲୁଣ୍ଡା: ବୀରମହାରାଜପୁର ତହସିଲ କେନଝରିଆପାଲି ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଖଇରମାଲ ଗ୍ରାମରେ ଏକ ମନ୍ଦିର ଜମିକୁ ନେଇ ବିବାଦ ଦେଖାଦେଇଛି । ଜନୈକ ବ୍ୟକ୍ତି ଗ୍ରାମର ନାରାୟଣୀ ମନ୍ଦିର ସୀମା ଭିତରେ ଜବରଦଖଲ ପୂର୍ବକ ଘର ତିଆରି କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି!-->…
Read More...
Read More...
ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା
ଫୁଲବାଣୀ : ଓଡ଼ିଶାରେ ଡାହାଣୀ ଆଖ୍ୟା ଓ ଡାହାଣୀ ଶିକାର ଏକ ନିନ୍ଦିତ, ଘୃଣ୍ୟ, ଅସମାନତା ସୃଷ୍ଟିକାରୀ ଏବଂ ଅଧିକାର କ୍ଷୁର୍ଣ୍ଣକାରୀ ପ୍ରଥା । ଏଭଳି ଅନ୍ଧ ବିଶ୍ୱାସ ଓ କୁସଂସ୍କାରକୁ ସମାଜରୁ ଦୂରେଇବା ପାଇଁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ଓ!-->…
Read More...
Read More...
ଓଡିଶା ରାସନ କାର୍ଡ ତାଲିକାରୁ ବାଦ ଦେବା ପାଇଁ କଲେ ଆବେଦନ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ରାୟଗଡା: ସ୍ତ୍ରୀଙ୍କ ଅପରେସନ୍ ନିମନ୍ତେ ଆବଶ୍ୟକ ୫ ଲକ୍ଷ ଟଙ୍କା । ତେବେ ଓଡିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ପାଇଥିଲେ ମଧ୍ୟ ଆନ୍ଧ୍ର ପ୍ରଦେଶର କାକିନାଡାର ଡ.ପାଣ୍ଡୁରାଙ୍ଗା ରାଓ ଘରୋଇ ହସ୍ପିଟାଲରେ ଏହା କାମରେ ଆସିଲା ନାହିଁ । ଯାହାକୁ ନେଇ ଚିନ୍ତାରେ ରହିଛନ୍ତି!-->…
Read More...
Read More...
ସଡକ ଦୁର୍ଘଟଣାରେ ଜଣେ ମୃତ, ୬ ଆହତ
ପୁରୀ : ସତ୍ୟବାଦୀ ନହଳା ଛକରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ମୁତାବକ ମଧ୍ୟାହ୍ନ ୧୨ଟା ବେଳେ ସତ୍ୟବାଦୀ ବ୍ଲକ ନହଳା ଗ୍ରାମ ମୁଣ୍ଡ ନିକଟସ୍ଥ ଛକ ଠାରେ ଏକ ଯାତ୍ରୀବାହୀ ଅଟୋକୁ ଏକ ମାଲ ବୁହା ଡାଲା ଅଟୋ ସିଧାସଳଖ ମୁହାଁ ମୁହିଁ!-->…
Read More...
Read More...