Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବଜରଙ୍ଗ ଦଳ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ସୋନପୁର ବନ୍ଦ କରାଯାଇଛି । ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବାଇକ ରାଲି ଯାଉଥିବା ସମୟରେ ପଥରମାଡ ଓ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ପ୍ରତିବାଦରେ ଆଜି ପଶ୍ଚିମ ଓଡିଶାର ୧୪ଟି!-->…
Read More...
Read More...
ତାପମାତ୍ରା ବୃଦ୍ଧି ପାଉଛି : ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲଣ୍ଡାଗାଁ ପଞ୍ଚାୟତବାସୀ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଆଜକୁ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଜଳସ୍ତର କମିବା ରେ ଲାଗିଛି । ପ୍ରତିଦିନର ତାପମାତ୍ରା ୪୦ରୁ ୪୧ଡିଗ୍ରୀ ରହୁଛି । ତାପମାତ୍ରା ବୃଦ୍ଧି କାରଣରୁ ନଦୀ ନାଳ ଓ କୂପରେ!-->…
Read More...
Read More...
ରଥଯାତ୍ରା ସମୟରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ
ପୁରୀ : ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ । ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଘଟିଥାଏ ଏଥିରେ । ଏହାକୁ ସୁଚାରୁରୂପେ ପରିଚାଳନା ପାଇଁ ପ୍ରଶାସନ ଗୁରୁ ଦାୟିତ୍ୱ ବହନ କରିଥାଏ । ତେଣୁ ରଥଯାତ୍ରା ସମୟରେ କୌଣସି ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି!-->…
Read More...
Read More...
ଲଛିପୁରରେ ୧୨ଘଣ୍ଟିଆ ବନ୍ଦ ପାଳନ
ସୋନପୁର: ସମ୍ବଲପୁରରେ ହୋଇଥିବା ହିଂସା କାଣ୍ଡକୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲା ଲଛିପୁରଠାରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବୁଧବାର ସକାଳ ୬ ଘଟିକାଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯାଉଛି । ଏହି ସମୟରେ ଜରୁରୀକାଳୀନ!-->…
Read More...
Read More...
ଭିନ୍ନକ୍ଷମ ହେବେ ସୁଦକ୍ଷ;ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର’ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟ୍ର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦ୍ଘାଟନ କରିଛନ୍ତି।ଏହାଦ୍ବାରା ରାଜ୍ୟର ଭିନ୍ନକ୍ଷମ ମାନଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି । ଜୟପୁର ଫୁଟ୍ର କୃତ୍ରିମ!-->…
Read More...
Read More...
ଦିଲ୍ଲା କ୍ୟାପିଟାଲ୍ସକୁ ଶନି ଦଶା ! ୬ ଖେଳାଳିଙ୍କ ୧୬ ବ୍ୟାଟ୍ ସହ ଖେଳ ଉପକରଣ ଚୋରି
ନୂଆଦିଲ୍ଲୀ : ଏବେ ଚାଲିଛି ଫଟାଫଟ କ୍ରିକେଟ ଆଇପିଏଲ-୨୦୨୩ । ସମସ୍ତ ଦଳ ନିଜ ନିଜର ୫ଟି ଲେଖାଏଁ ମ୍ୟାଚ୍ ଖେଳିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଏଯାଏଁ ଖାତା ଖୋଲି ପାରିନଥିବା ବେଳେ ରାଜସ୍ଥାନ ରୟାଲ୍ସ ୪ଟି ମ୍ୟାଚ୍ ଜିତି ୮ ପଏଣ୍ଟ ସହ ଶୀର୍ଷରେ ରହିଛି । ସିଜିନରେ ଖରାପ ସ୍ଥିତିରେ ଥିବା!-->…
Read More...
Read More...
ବଜରଙ୍ଗ ଦଳ ତରଫରୁ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ
ବୌଦ୍ଧ,୧୯/୪:- ଗତ ୧୨ ତାରିଖ ବୁଧବାର ଦିନ ସମ୍ବଲପୁର ନଗରରେ ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ତରଫରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଘଟିଥିବା ହିଂସାତ୍ମକ ଆକ୍ରମଣ ଏବଂ ୧୪ ତାରିଖ ଦିନ ହନୁମାନ ମହୋତ୍ସବ ଶୋଭାଯାତ୍ରାରେ ଜଣେ ହିନ୍ଦୁ ଭାଇଙ୍କ ହତ୍ୟାକୁ ନେଇ!-->…
Read More...
Read More...
ରାଜ୍ୟ ଉନ୍ନୟନ କମିଶନରଙ୍କ ହରିଶଙ୍କର ଗସ୍ତ, ବୁଲି ଦେଖିଲେ ଉନ୍ନୟନମୂଳକ କାମ
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରକୁ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ମଙ୍ଗଳବାର ଗସ୍ତ କରିଥିଲେ । ଏହି ଅବସରରେ ହରିଶଙ୍କର ମନ୍ଦିର ଚତୁପାର୍ଶ୍ୱର ଉନ୍ନୟନ କାମ ବୁଲି ଦେଖିବା ସହ କାମର ଅଗ୍ରଗତି ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ!-->…
Read More...
Read More...
ଓଡ଼ିଶା ଦକ୍ଷତା ସମ୍ମିଳନୀରେ ଗଜପତି ଜିଲ୍ଲାରୁ ୫୦ ଜଣ ଯୋଗଦାନ
ପାରଳାଖେମୁଣ୍ଡି : ଓଡ଼ିଶା ଦକ୍ଷତା ସମ୍ମିଳନୀ -୨୦୨୩ ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାରୁ ସ୍ୱତନ୍ତ୍ର ବସ ଯୋଗେ ୫୦ ଜଣ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଜିଲ୍ଲାସ୍ତରୟ ଅଧିକାରୀ ଓଡ଼ିଶା!-->…
Read More...
Read More...
ବିଶ୍ୱ ହିନ୍ଦୁ ପରିଷଦ ଆହ୍ୱାନ କ୍ରମେ ୧୪ଟି ଜିଲ୍ଲାରେ ବନ୍ଦ ପାଳିତ
ସମ୍ବଲପୁର: ହନୁମାନ ଜୟନ୍ତୀ ସମାରୋହ ବେଳେ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ଲୋକମାନେ ଏହାକୁ ବିରୋଧ କରିଥିବାର ଅଭିଯୋଗ ହୋଇଥିଲା । ଏହାକୁ ନେଇ ସେହି ସମୟରେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ହିଂସା ଦେଖାଦେଇଥିଲା । ଏହି ଘଟଣାକୁ ବିରୋଧ କରି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆଜି ବନ୍ଦ ପାଳନ!-->…
Read More...
Read More...