Browsing Category

ରାଜ୍ୟ

“ଦୁର୍ଘଟଣା ପ୍ରଶମନ ନିମିତ୍ତ ଖସଡା ପ୍ରସ୍ତୁତି” ଶୀର୍ଷକ ରାଜ୍ୟ-ସ୍ତରୀୟ ସୁରକ୍ଷା ଆଲୋଚନାଚକ୍ର

ଭୁବନେଶ୍ୱର : ରାଜ୍ୟ ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ବିଭାଗର କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟଙ୍କ ଦ୍ୱାରା ଭୁବନେଶ୍ୱରରେ “ଦୁର୍ଘଟଣା ପ୍ରଶମନ ନିମିତ୍ତ ଖସଡା ପ୍ରସ୍ତୁତି” ଶୀର୍ଷକ ଏକ ରାଜ୍ୟ-ସ୍ତରୀୟ ସୁରକ୍ଷା ଆଲୋଚନାଚକ୍ର ଆୟୋଜନ କରାଯାଇଅଛି ।ଉକ୍ତ ଆଲୋଚନାଚକ୍ରରେ ମାନ୍ୟବର
Read More...

ମାର୍ଚ୍ଚ ୩୦ରୁ ଆରମ୍ଭ ହେବ ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା

ଦଶପଲ୍ଲା : ଚଳିତବର୍ଷ ଦଶପଲ୍ଲାର ଐତିହ୍ୟ ଲଙ୍କାପୋଡ଼ି ଯାତ୍ରାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । ଇତି ମଧ୍ୟରେ ଏହି ମହୋତ୍ସବକୁ ସରସ ସୁନ୍ଦର କରିବାପାଇଁ, ଲଙ୍କାପୋଡ଼ି ଯାତ୍ରା ପରିଚାଳନା କମିଟି ପକ୍ଷରୁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
Read More...

ପୁରୀ ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ଶୁଭାରମ୍ଭ

ପୁରୀ : ସନ୍ତୁଳିତ ଖାଦ୍ୟ ଶରୀରକୁ ପୁଷ୍ଟି ଯୋଗାଇବା ସହ ସୁସ୍ଥ ଓ ନୀରୋଗ ରଖିଥାଏ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ । ଆଜି ପୂର୍ବାହ୍ନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ସଦଭାବନା ସଭାଗୃହ ଠାରେ ପୋଷଣ ପକ୍ଷର ଶୁଭାରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ
Read More...

ବାଇକ ଡ଼ିକିରୁ ଟଙ୍କା ଲୁଟ ଘଟଣାରେ ଦୁଇ ଗିରଫ

ସୋନପୁର: ବାଇକ ଡ଼ିକି ଭାଙ୍ଗି ଟଙ୍କା ଲୁଟ ଘଟଣାରେ ଆଜି ସୋନପୁର ପୋଲିସ ଗଞ୍ଜାମ ଜ଼ିଲ୍ଲା ଆସ୍କା ଥାନା ଅଞ୍ଚଳରୁ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପ୍ରକାଶ ଥାଉ ଯେ ଗତ ୬ତାରିଖରେ ସୋନପୁର ବରୋଦା ବ୍ୟାଙ୍କରୁ ଖଲିଆପାଲି ଗାଁର ରୋହିତ କୁମାର ସାହୁ ଦୁଇ ଲକ୍ଷ ଟଙ୍କା ନେଇ
Read More...

ମାରୱାଡ଼ି ଯୁବା ମଞ୍ଚ ବୌଦ୍ଧ ଶାଖା ତରଫରୁ ଶପଥ ଗ୍ରହଣ ଓ ସମ୍ମାନ ସମାରୋହ

ବୌଦ୍ଧ,୨୪/୩:- ମାରୱାଡ଼ି ଯୁବା ମଞ୍ଚ ବୌଦ୍ଧ ଶାଖା ତରଫରୁ ସ୍ଥାନୀୟ ଅଗ୍ରୱାଲ ଭବନ ଠାରେ ଗୁରୁବାର ସନ୍ଧ୍ୟାରେ ଶାଖାର ୨୯ ତମ ଶପଥ ଗ୍ରହଣ ସମାରୋହ ତଥା ନବନିର୍ବାଚିତ ରାଷ୍ଟ୍ରୀୟ ଏବଂ ପ୍ରାନ୍ତୀୟ ପଦାଧିକାରୀ ମାନଙ୍କ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । । ଶାଖା ଅଧ୍ୟକ୍ଷ ଅଙ୍କିତ
Read More...

ଧର୍ମଗଡ଼ରେ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦାବିରେ ଆନ୍ଦୋଳନ କଲା ଏବିଭିପି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ଅବସ୍ଥାରେ ନାହିଁ । ଏକ ମାତ୍ର ବିଶ୍ୱବିଦ୍ୟାଳୟ ଥିବା ସହିତ ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରାପ୍ତ ମହାବିଦ୍ୟାଳୟ ମଧ୍ୟ ନାହିଁ । ତେଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ଧର୍ମଗଡ଼ଠାରେ ପୂର୍ଣ୍ଣ ସରକାରୀ
Read More...

ହରଭଙ୍ଗା ସେବା ସମବାୟରେ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ କୃଷି ଋଣ ମେଳା ପ୍ୟାକ୍ସ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ୟାକ୍ସ ସଭାପତି ସୁମଞ୍ଜିଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ କେନ୍ଦ୍ର
Read More...

ଖରିଆର ରୋଡରେ ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ

ନୂଆପଡା : ନୂଆପଡା ଜିଲ୍ଲାର ଖରିଆର ରୋଡଠାରେ ବିଜେପି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି । ଏହି ହିନ୍ଦୁ ନବ ବର୍ଷ ଅବସରରେ ଭାରତୀୟ ଜନତା ପାର୍ଟିର ରାଷ୍ଟୀୟ ପ୍ରବକ୍ତା ସମ୍ବିତ ପାତ୍ର ନୂଆପଡା ଜିଲ୍ଲା ଆସି ଗୁରୁକୁଳ ଆଶ୍ରମ ଆମସେନାରେ ଯୋଗ ଦେଇ ନବ ବର୍ଷ ପାଳନ ଉତ୍ସବରେ ଯୋଗ ଦେଇଥିଲେ ।
Read More...

ରେଇନବୋ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ସ୍କାଉଟ ଓ ଗାଇଡ଼ର ଛାତ୍ରଛାତ୍ରୀ କଲେ ଅଂଶ ଗ୍ରହଣ

ପାରଳାଖେମୁଣ୍ଡି : ଭୁବନେଶ୍ୱରରେ ଚାଲିଥିବା ରେଇନବୋ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ସ୍କାଉଟ ଓ ଗାଇଡ଼ର ୨୬ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି । ମୋହନା ବ୍ଳକର ଶିକୁଳିପଦର ସ୍କୁଲ, ସେଞ୍ଚୁରିୟାନ କଲେଜର ଜଣେ, ଆର ଉଦୟଗିରି ବ୍ଳକର ଡେନ୍‌ ଭାଲିଆ ସାହି
Read More...

ମୋହନାରେ ପୁଣି ଜନନୀ ଯନ୍ତ୍ରଣା

ପାରଳାଖେମୁଣ୍ଡି: ରାସ୍ତା ସମସ୍ୟା ପାଇଁ ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ପହଞ୍ଚିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ଦୁଇ କିମି ବୁହାହେଲେ ଗର୍ଭବତୀ ମହିଳା । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍‌ କର୍‌ଚବାଡି ପଞ୍ଚାୟତ ଜାଗରସିଂ ଗାଁରେ ।ଗାଁର ମୁନା ଶବରଙ୍କ ସ୍ତ୍ରୀ ସୁନିତା
Read More...