Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲୁକା କଳା ମାଧ୍ୟମରେ ବିଶ୍ୱ ପଖାଳ ଦିବସର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ପୁରୀ : ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି । ଏହାକୁ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ଅନୁଷ୍ଠାନ, ବଡ ବଡ଼ ହୋଟେଲ୍ ପକ୍ଷରୁ ଏହି ପଖାଳ ଦିବସକୁ ସ୍ୱତନ୍ତ୍ର ଭାବେ ଆୟୋଜନ କରାଯାଉଛି । ଏହି ଅବସରରେ ବିଶ୍ୱ ପଖାଳ ଦିବସର ଶୁଭେଛା!-->…
Read More...
Read More...
ଆଜି ଶ୍ରୀମନ୍ଦିରରେ ଖସାପଡା ନୀତି, ସଂଧ୍ୟା ୫ଟାରୁ ୧୦ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ଆଜି ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ଣ ୫ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପାଳନ ହୁଏ ବାର ମାସରେ ୧୩ ପର୍ବ । ସେଥି ମଧ୍ୟରୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଭିତରେ!-->…
Read More...
Read More...
ସିନାପାଲି ମହାବିଦ୍ୟାଳୟରେ ୩୭ତମ ବାର୍ଷିକ ଉତ୍ସବ
ସିନାପାଲି : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ସିନାପାଲି ମହାବିଦ୍ୟାଳୟରେ ୩୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସାମୁଏଲ୍ ଦାନି, ସିନାପାଲି!-->…
Read More...
Read More...
ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ପରିଷଦ ପରାମର୍ଶଦାତା ବୈଠକ
ନୂଆପଡା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ ଚଳାନପଡା ସ୍ଥିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସାମାଜ ଗୃହ ପରିସର ମଧ୍ୟରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ପରିଷଦ ଓ ପରାମର୍ଶଦାତା ବୈଠକ କୁଳପତି ଶମ୍ଭୁ କିଶୋର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଙ୍ଗଠକ ପରମେଶ୍ୱର ବାରିକ!-->…
Read More...
Read More...
କନ୍ଧମାଳ ସାମ୍ବାଦିକ ୟୁନିୟନର ନୂତନ କର୍ମକର୍ତ୍ତା ଚୟନ: ଅଶୋକ ସଭାପତି, ଅସିତ ସମ୍ପାଦକ
ଫୁଲବାଣୀ/ବାଲିଗୁଡା : ରବିବାର ଦିନ କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ୱିବାର୍ଷିକୀ ସମ୍ମିଳନୀ ଓ ସାଧାରଣ ପରିଷଦ ବୈଠକ ବିଜୁ କଲ୍ୟାଣ ମଣ୍ଡପ ଫିରିଙ୍ଗିଆଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ଅନ୍ୟତମ!-->…
Read More...
Read More...
୨ ହାଇୱାକୁ ଲକ୍ଷାଧିକ ଟଙ୍କାର ଜୋରିମାନା
ହରଭଙ୍ଗା : ବୌଦ୍ଧ ଆରଟିଓ ପକ୍ଷରୁ ରବିବାର ଦିନ ୨ଟି ବାଲି ବୋଝେଇ ହାଇୱାକୁ ଅଟକାଇ ବାଲି ଓଭରଲୋଡିଂ ନେଇ ଜୋରିମାନା ପକାଇ ଥିବା ଜଣାପଡିଛି । ସୂଚନା ମତେ ହରଭଙ୍ଗା ମହାନଦୀ ଘାଟରୁ (ଓଡି ୧୨ ଡି ୭୨୩୧) ଅନ୍ୟଟି (ଓଡି ୧୨ଏ ୮୯୭୨) ନାମକ ଦୁଇଟି ହାଇୱାରେ ଫୁଲବାଣୀକୁ ବାଲି ନେଇ ଯାଉଥିବା ସମୟରେ!-->…
Read More...
Read More...
ବିଚ୍ ବଜାରରେ ଗଞ୍ଜେଇ ଭର୍ତ୍ତି କାରକୁ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲା ପୋଲିସ୍ ,ଜଣେ ମାଫିଆ ଗିରଫ
ବାଲିଗୁଡ଼ା: ବିଚ୍ ବଜାରରେ ଗଞ୍ଜେଇ ଭର୍ତ୍ତି କାରକୁ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲା ପୋଲିସ୍ । ଗଞ୍ଜେଇ ଭର୍ତ୍ତି କାରକୁ ଜବତ କରିଥିବା ବେଳେ ଜଣେ ମାଫିଆକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍ । ଏଭଳି ରୋମାଞ୍ଚକର ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ।!-->…
Read More...
Read More...
କୁମ୍ବିଂ ଅପରେସନ ବେଳେ ଦେଶୀ ବନ୍ଧୁକ ସହ ୧୧ ଜଣ ଅଟକ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍ ଅନ୍ତର୍ଗତ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ରେ ସିଆରପିଏଫ୍ ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିବାବେଳେ ସନ୍ଦେହଜନକ ଭାବେ ୧୧ଜଣଙ୍କୁ ସିଆରପିଏଫ୍ ଯବାନ କାବୁ କରିଥିବା ଜଣାପଡ଼ିଛି । ସେମାନଙ୍କ ନିକଟରୁ ୪ଟି ଦେଶୀବନ୍ଧୁକ,୩ଟି!-->…
Read More...
Read More...
ବଡଦାଣ୍ଡରେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ଘଟଣା, ୬ ଗିରଫ
ପୁରୀ : ପୁରୀ ମାର୍କେଟ ଛକରେ ତିନିଜଣ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ଘଟଣାରେ ୬ଜଣ ଗିରଫ ହୋଇଥିବା ଜଣାପଡିଛି । ଉଭୟ ଗୋଷ୍ଠୀର ଏତଲାକୁ ଆଧାର କରି ୯ ଜଣଙ୍କ ନାଁ ରେ ମାମଲା ରୁଜୁ କରିଥିଲା ପୋଲିସ । ସେମାନଙ୍କ ମଧ୍ୟରୁ ତିନିଜଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୬!-->…
Read More...
Read More...
ବଡ ଦାଣ୍ଡରେ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ, ୩ ଆହତ
ପୁରୀ:ପୁରୀରେ ପୁଣି ଅପରାଧୀଙ୍କ ଖୁଲମ୍ ଖୁଲା ଆତଙ୍କରାଜ । ବଡ ଦାଣ୍ଡରେ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ଆଜି ସକାଳୁ ବଡଦାଣ୍ଡର ମାର୍କେଟ ଛକରେ ଘଟିଛି ଏହି ଭୟଙ୍କର ଛାତି ଥରା ଘଟଣା । ଦୁର୍ବୃତ୍ତଙ୍କ ଖଣ୍ଡା ଛୋଟରେ ଆହତ ହୋଇଛନ୍ତି ୩ ଜଣ । ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି!-->…
Read More...
Read More...