Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଲଙ୍ଗଳଖୋଲ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ କଟାଗଲା ଫାୟାର୍ ଲାଇନ୍
ଦଶପଲ୍ଲା : ମହାନଦୀ ବନ୍ୟପ୍ରାଣୀ ବାଣିଗୋଛା ପଶ୍ଚିମ ବନାଂଚଳ ତରଫରୁ ବନ ଓ ବନ୍ୟଜନ୍ତୁଙ୍କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ କରାଯାଇଛି ଫାୟାର ଲାଇନ୍ । ଏହି କ୍ରମରେ ଆଜି ବୁଗୁଡା ବିଟ୍ ହାଉସ୍ ଠାରୁ ସତ୍ୟ ମହାବୀର ମନ୍ଦିର ଦେଇ, ବାଣିଗୋଛା ପୂର୍ବ!-->…
Read More...
Read More...
ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ
ଫୁଲବାଣୀ: ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ୧୨ ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ସୁନୀଲ ଦିଗାଲଙ୍କୁ ଦୋଷୀ ସାବ୍ୟସ୍ତ!-->…
Read More...
Read More...
ତିନି ଦିନିଆ ଯୁବନେତୃତ୍ୱ ତାଲିମ ଶିବିର ଉଦଯାପିତ
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଏ.ଏମ.ସି.ଏସ. କଲେଜରେ ତ୍ରିଦିବସୀୟ ଯୁବନେତୃତ୍ୱ ତାଲିମ୍ ଶିବିର ଉଦଯାପିତ ହୋଇଛି । ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଏସ. ଡି. ସି.ର ଅଧ୍ୟକ୍ଷ ରଦନ ମଲିକ, ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର!-->…
Read More...
Read More...
ବିଭିନ୍ନ ଶୈବପୀଠରେ ଭଜନ ପରିବେଷଣ ସହ ନାମ ସଂକୀର୍ତ୍ତନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳନ ସହ ମନ୍ଦିର ପରିସରରେ ଭଜନ ସମାରୋହ ସହ ନାମ ସଂକୀର୍ତ୍ତନ ପରିବେଷଣ ହେଉଥିବାର ଦେଖିବାକୁ ମିଳିଛି । ମହାଦୀପ ପ୍ରଜ୍ୱଳନ କରି ଭକ୍ତ ମାନେ ଜାଗର ପାଳନ କରିଛନ୍ତି । ଗଜପତି କଳା ପରିଷଦ ଓ!-->…
Read More...
Read More...
ଖରା ଆରମ୍ଭରୁ ଜଳ ସଂକଟ, ଆଗକୁ ପରିସ୍ଥିତି ଅଣାୟତ
ଦଶପଲ୍ଲା : ଦଶପଲ୍ଲା ଏନଏସିର ବିଭିନ୍ନ ୱାର୍ଡ଼ରେ ଥିବା ନଳକୂପ ଓ ଖୋଲା କୂଅ ଗୁଡିକ ଏବେ ଲୋକଙ୍କୁ ପାଣି ଯୋଗାଇବାରେ ଅସମର୍ଥ ହୋଇ ପଡ଼ିଛି । କେଉଁଠି କୂଅ ଶୁଖି ଗଲାଣି ତ, ଆଉ କେଉଁଠି ନଳକୂପ ହ୍ୟାଣ୍ଡେଲକୁ ୨୫ରୁ ୩୦ ଥର ମାରିଲେ ଢାଳେ ପାଣି ବାହାରୁଛି ।ଅନ୍ୟପକ୍ଷରେ ଏକାଧିକ ନଳକୂପ ଥାଇ!-->…
Read More...
Read More...
“କୃଷି ଓଡିଶା -୨୦୨୩’ରେ ଗଞ୍ଜାମର ମାଛ ଚାଷୀ ସମ୍ମାନିତ
ବ୍ରହ୍ମପୁର:ଓଡିଶା ସରକାରଙ୍କ କୃଷି ଓ କୃଷକ ଶସକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ତରଫରୁ ଭୁବନେଶ୍ୱର ବରମୁଣ୍ଡା ପଡିଆ ଠାରେ ଗତ ୧୬ ରୁ ୧୮ ପର୍ଯ୍ୟନ୍ତ ତିନି ଦିନିଆ ବିଶାଳ ବାର୍ଷିକ କୃଷି ମହୋତ୍ସବ "କୃଷି ଓଡିଶା -୨୦୨୩' ଅନୁଷ୍ଠିତ ହୋଇଯାଇଛି । ଫାର୍ମ ଯାନ୍ତ୍ରିକରଣ!-->…
Read More...
Read More...
ଖୁବଶୀଘ୍ର ବିବାହ କରିବେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳ, ସରିଲା ନିର୍ବନ୍ଧ
ସମ୍ବଲପୁର: ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିବେ । ଏନେଇ ରବିବାର ଉଭୟଙ୍କ ନିର୍ବନ୍ଧ ସରିଥିବା ଚର୍ଚ୍ଚା ହେଉଛି । ସମ୍ବଲପୁର ଜିଲାପାଳଙ୍କ ସରକାରୀ ବାସଭବନରେ କମ୍ ଲୋକଙ୍କ ଗହଣରେ ଏହି ମାଙ୍ଗଳିକ କାର୍ଯ୍ୟ ଶେଷ ହୋଇଛି । ଏହି ଅବସରରେ ଚଞ୍ଚଳ!-->…
Read More...
Read More...
ବୃଦ୍ଧଙ୍କୁ କଚାଡ଼ି ମାରି ଦେଲା ଦନ୍ତା
ସୁନ୍ଦରଗଡ: ଦନ୍ତା ଗୋଡ଼ାଇ ଗୋଡ଼ାଇ ବୃଦ୍ଧଙ୍କୁ କଚାଡ଼ି ମାରି ଦେଲା। ସୁନ୍ଦରଗଡ ଜିଲ୍ଲା ବାରସୁଆଁ ବନାଞ୍ଚଳର ରେଙ୍ଗମା ଗାଁରେ ଘଟିଛି ଏହି ଅଘଟଣ। ମୃତକ ଜଣକ ରେଙ୍ଗମା ମୁଣ୍ଡାବସ୍ତିର କବି ନାଏକ(୬୦)। ସେ ଚାଷବାସ କରି ପରିବାର ଚଳାନ୍ତି।
ସୂଚନା ମୁତାବକ, ଗତକାଲି ରାତିରେ କବି ନାଏକ!-->!-->!-->…
Read More...
Read More...
ଫୁଲବାଣୀ ବିଧାୟକଙ୍କ ଦ୍ୱାରା ଅଣ୍ଡା ଦିଆ କୁକୁଡ଼ା ପାଳନ କେନ୍ଦ୍ର ଉଦଘାଟିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ଅନ୍ତର୍ଗତ ଜାମଝରି ଠାରେ ୧୫୦୦୦ ଦକ୍ଷତା ବିଶିଷ୍ଟ ଅଣ୍ଡା ଦିଆ କୁକୁଡ଼ା ପାଳନ କେନ୍ଦ୍ରକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଆଇ. ଟି. ଡି.ଏ ଦ୍ୱାରା ମିଶନ ଜୀବିକା ଯୋଜନା ଦ୍ୱାରା ଏହି କାର୍ଯ୍ୟକ୍ରମ!-->…
Read More...
Read More...
ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଚତୁର୍ଥ ସଂଧ୍ୟା
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଚତୁର୍ଥ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ ଓଡ଼ିଆ ଭାଷା ସାହିତ୍ୟିକ ଡ଼. ନାରାୟଣ ପଣ୍ଡା, ନାଟ୍ୟକାର ନାରାୟଣ ସାହୁ, କଥାକାର ଶୁଭ୍ରାଂଶୁ ପଣ୍ଡା ଅତିଥି!-->…
Read More...
Read More...